Home Bibles ଆୟୁବ ପୁସ୍ତକ 21:25 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 21:25 · ଓଡ଼ିଆ ବାଇବେଲ

କିନ୍ତୁ ଅନ୍ୟ ଜଣେ ବ୍ଯକ୍ତି କଟୁ ଆତ୍ମା ସହିତ କଠିନ ଜୀବନ ପରେ ମ ରେ, ସେ କେତବେେଳେ ମଙ୍ଗଳର ସ୍ବାଦ ପାଇପା ରେ ନାହିଁ।

Cross references

ଦିତୀୟ ଶାମୁୟେଲ 17:8

ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।

ପ୍ରଥମ ରାଜାବଳୀ 17:12

ବିଧବାଟି ଉତ୍ତର ଦଲୋ, ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ନାମ ରେ ମୁଁ ପ୍ରତିଜ୍ଞା କରି କହୁଛି, ମାେ ପାଖ ରେ ଖଣ୍ଡେ ହେଲେ ରୁଟୀ ନାହିଁ, କବଳେ କଳସ ରେ ମୁଠିଏ ମଇଦା ଓ ପାତ୍ର ରେ ଅଳ୍ପ ତଲେ ଅଛି। ଆଉ ଦେଖ, ମୁଁ ଦୁଇଖଣ୍ତ କାଠ ସଂଗ୍ରହ କରୁଛି, ତାକୁ ନେଲେ ମାେ ପାଇଁ ଓ ମାେ ପୁତ୍ର ପାଇଁ ପାକ କରି ଖାଇବୁ ଓ ତା'ପରେ କ୍ଷୁଧା ରେ ମରିବୁ।

ଆୟୁବ ପୁସ୍ତକ 3:20

କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।

ଆୟୁବ ପୁସ୍ତକ 7:11

ତେଣୁ ମୁଁ ଆଉ ନିରବ ରହିପାରିବି ନାହିଁ, ମୁଁ ମାରେ ଆତ୍ମାର ବଦନୋ ପ୍ରକାଶ କରିବି। ମୁଁ ଅଭିଯୋଗ କରିବି କାରଣ ମାରେଆତ୍ମା ତିକ୍ତ ହାଇେଅଛି।

ଆୟୁବ ପୁସ୍ତକ 9:18

ପରମେଶ୍ବର ମାେତେ ପୁନର୍ବାର ନିଶ୍ବାସ ନବୋକୁ ଦବେେ ନାହିଁ, କିନ୍ତୁ ଅଧିକ କଷ୍ଟ ଦବେେ।

ଆୟୁବ ପୁସ୍ତକ 10:1

ମୁଁ ମାରେ ନିଜର ପ୍ରାଣକୁ ଘୃଣା କରେ ତେଣୁ ମୁଁ ସ୍ବଚ୍ଛନ୍ଦ ରେ ମାରେ ଅଭିଯୋଗ କରିବି। ମାରେ ଆତ୍ମା ତିକ୍ତ ହାଇେ ଗଲାଣି। ତେଣୁ ବର୍ତ୍ତମାନ ମୁଁ କହିପାରିବି।

ଆୟୁବ ପୁସ୍ତକ 20:23

ଦୁଷ୍ଟଲୋକ ଯେତବେେଳେ ସେ ଚାହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ବର ତା' ଉପରେ ରାଗ ରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ବର ତା' ଉପରେ ଶାସ୍ତି ବୃଷ୍ଟି କରିବେ।

ହିତୋପଦେଶ 14:10

ଯଦି ଜଣେ ଲୋକ ଦୁଃଖ କରେ, ତା'ର ଅନ୍ତରର ବଦନୋ ଅନ୍ୟ କହେି ଜାଣନ୍ତି ନାହିଁ। ସହେିପରି ଜଣେ ଲୋକ ଆନନ୍ଦ ପାଇଲେ ତା'ର ଆନନ୍ଦ ଅନ୍ୟ କହେି ଅନୁଭବ କରିପା ରେ ନାହିଁ।

ଉପଦେଶକ 6:2

ପରମେଶ୍ବର କେତକଙ୍କେୁ ଧନ, ସମ୍ପତ୍ତି ଓ ସମ୍ମାନ ଦିଅନ୍ତି, ସହେି ବ୍ଯକ୍ତି ଅନ୍ୟ କିଛି ଆଶା କରିବା ପାଇଁ ତା'ର କିଛି ଅଭାବ ନ ଥାଏ। କିନ୍ତୁ ପରମେଶ୍ବର ସହେି ବ୍ଯକ୍ତିକୁ ଏସବୁ ଉପ ଭୋଗ କରିବା ପାଇଁ ଅନୁମତି ଦିଅନ୍ତି ନାହିଁ। ତା ବଦଳ ରେ ଅନ୍ୟ ଜଣେ ଏହା ଉପ ଭୋଗ କଲେ। ଏହା ଅସାର ଅଟେ ଓ ଏକ ମନ୍ଦ ବ୍ଯାଧି ସ୍ବରୂପ ଅଟେ।

ଯିଶାଇୟ 38:15

ମୁଁ କ'ଣ କହିବି ? ଯେତବେେଳେ ସେ ମାେତେ କହି ଅଛନ୍ତି ଓ ତାହା ନିଜେ ସାଧନ କରିଛନ୍ତି। ମାରେ ଆତ୍ମା ତିକ୍ତତା ସକାେଶ ମୁଁ ବର୍ଷୟାକ ଧୀ ରେ ଧୀ ରେ ଚାଲିବି।

ଯିହିଜିକଲ 4:16

ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ୟିରୁଶାଲମକୁ ଖାଦ୍ୟ ଯୋଗଣ ବନ୍ଦ କରିବା। ସମାନେେ ଉତ୍କଣ୍ଠା ରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟ ରେ ସୀମିତ ପରିମାଣ ରେ ଜଳପାନ କରିବେ।

ଯିହିଜିକଲ 12:18

ହେ ମନୁଷ୍ଯ ପୁତ୍ର, ଉତ୍କଣ୍ଠା ରେ ତୁମ୍ଭେ କମ୍ପିତ ହାଇେ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହାଇେ ଆପଣା ଜଳ ପାନ କର।

Interlinear

Choose Theme