ଯେତବେେଳେ ସେ ୟୁବକ ଥିଲା, ତା'ର ହାଡ ଶକ୍ତ ଥିଲା। କିନ୍ତୁ ତା'ର ଶରୀରର ଅନ୍ଯାନ୍ଯ ଅଙ୍ଗଭଳି ସେ ମଧ୍ଯ ଶୀଘ୍ର ମାଟି ରେ ମିଶିୟିବ।
Cross references
ହେ ପରମେଶ୍ବର, ତୁମ୍ଭେ ମାେ ବିରୁଦ୍ଧ ରେ ତିକ୍ତ କଥା କହୁଛ ଏବଂ ହୁଏତ ମାେ ୟୌବନର ପାପ ପାଇଁ ମାେତେ ଶାସ୍ତି ପ୍ରଦାନ କରୁଛ।
ମାରେ ଆଶା କ'ଣ ମାେ ସହିତ ମରିୟିବ ? ଏହା ମଧ୍ଯ କ'ଣ ମୃତ୍ଯୁ ତଳକୁ ୟିବ ? ଆମ୍ଭେ ମଧ୍ଯ କ'ଣ ମାଟି ତଳକୁ ଏକତ୍ରିତ ୟିବୁ?
ତେଣୁ ମୁଁ ଅତି କ୍ଷୀଣ ହାଇଗଲିେଣି। ମାରେ ଚର୍ମ ଓହଳି ପଡ଼ିଲାଣି। ମାରେ ଚମଡ଼ା ମାରେ ହାତ ଉପରେ ଝୁଲୁଛି। ମାରେ ଅଳ୍ପ ଜୀବନ ବାକିଅଛି।
ଶଷେ ରେ ସହେି ଦୁଇ ଜଣ କବର ରେ ବିଶ୍ରାମ ନିଅନ୍ତି। କୀଟ ସହେି ଦୁଇ ଜଣଙ୍କୁ ଖାଇୟାଏ।
ମୁଁ ୟୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ୟାଅ। ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମାେତେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣାରେ ବାନ୍ଧି ରଖ।
ଜୀବନର ଶଷେ ଭାଗ ରେ ତୁମ୍ଭର ମାଂସ ଓ ଶରୀର କ୍ଷଯ ପାଇବ। ତୁମ୍ଭେ ସେତବେେଳେ ବିଳାପ କରିବ।
ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ି ରେ ବନ୍ଧା ହବେ।
ଦୁଷ୍ଟଲୋକ ଆପଣା ମନ୍ଦ କର୍ମ ରେ ତଡ଼ି ଦିଆୟାଏ। ମାତ୍ର ମରଣକାଳ ରେ ଧାର୍ମିକର ଆଶ୍ରଯ ଥାଏ।
ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମାରେ କୋରଧ ତୁମ୍ଭ ବିରୁଦ୍ଧ ରେ ପଠାଇବି।
ଅସୁନ୍ନତ ବୀରମାନଙ୍କ ସହିତ ସମାନେେ କ'ଣ ୟୁଦ୍ଧ ଭୂମିରେ ପତିତ ହାଇେ ନାହାଁନ୍ତି, ଯେଉଁମାନେ ସମାନଙ୍କେର ଖଡ୍ଗକୁ ତକିଆ ଭିତ ରେ ରଖି ପାତାଳକୁ ୟାଇଛନ୍ତି ? ସମାନଙ୍କେର ପାପ ସମାନଙ୍କେର ଅସ୍ଥି ଉପ ରେ ଅଛି। ଯେ ହତେୁ ସମାନେେ ଜୀବିତ ଥିବା ବେଳେ ଆତଙ୍କ ଖଳୋଇଛନ୍ତି।
ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, ମୁଁ ତୁମ୍ଭକୁ ଛାଡି ଚାଲିୟିବି। ତୁମ୍ଭେ ମାେତେ ଖାଜେିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସଠାେକୁ ଯାଇପାରିବ ନାହିଁ।
ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡିକ ପାଇଁ ମରିବ। ମୁଁ ଯେ ସହେି ବ୍ଯକ୍ତି ତୁମ୍ଭେ ଏହା ବିଶ୍ବାସ ନ କଲେ ତୁମ୍ଭ ନିଜ ପାପଗୁଡିକ ପାଇଁ ତୁମ୍ଭେ ମରିବ।
ସହେି ପଦ ରେ ପ୍ ରରେିତ ହବୋ ନିମନ୍ତେ ତୁମ୍ଭେ ଏହି ଦୁଇ ଜଣଙ୍କ ମଧ୍ଯରୁ କାହାକୁ ପସନ୍ଦ କରିଛ, ତାହା ଆମ୍ଭମାନଙ୍କୁ ଦଖାଇଦେିଅ।