ତା'ପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ୟିରୁଶାଲମକୁ ଖାଦ୍ୟ ଯୋଗଣ ବନ୍ଦ କରିବା। ସମାନେେ ଉତ୍କଣ୍ଠା ରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟ ରେ ସୀମିତ ପରିମାଣ ରେ ଜଳପାନ କରିବେ।
Cross references
ଯେତବେେଳେ ମୁଁ ତୁମ୍ଭମାନଙ୍କର ରୋଟୀ ପଠାଇବା ବନ୍ଦ କରେ, ଦଶ ଜଣ ସ୍ତ୍ରୀ ଗୋଟିଏ ଚୂହ୍ଲୀ ରେ ତୁମ୍ଭମାନଙ୍କର ରୋଟୀ ପାକ କରିବେ ଓ ପୁନର୍ବାର ତୌଲି ତୁମ୍ଭମାନଙ୍କୁ ରୋଟୀ ଦବେେ, ଆଉ ତୁମ୍ଭମାନେେ ତାହା ଭୋଜନ କରିବ, ମାତ୍ର ତୃପ୍ତ ହବେ ନାହିଁ।
ନଗର ଅବରୋଧ ଥିଲା। ଲୋକେ ନଗର ଭିତରକୁ ଖାଦ୍ୟ ଆଣି ପାରିଲେ ନାହିଁ। ଫଳ ରେ ସଠାେରେ ମହାଦୁର୍ଭିକ୍ଷ ଦଖାେ ଦଲୋ। ଏପରି ଶାଚେନୀ ହେଲା ଶମରିଯାର ଗୋଟିଏ ଗର୍ଦ୍ଦଭ ମୁଣ୍ତ ଅଶୀ ରେ ୗପ୍ୟ ମୁଦ୍ରା ରେ ଓ କପୋତମଳର ଏକ ଚତୁର୍ଥାଂଶ ପାଞ୍ଚ ରେ ୗପ୍ୟ ମୁଦ୍ରା ରେ ବିକ୍ରଯ ହେଲା।
ନଗର ରେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରା ରେ ବଢିଗ୍ଭଲିଲା। ତେଣୁ ଦେଶୀଯ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ଯ ମିଳିଲା ନାହିଁ।
ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ଯା ଦଇେଛ। ଆମ୍ଭେ ମଦ୍ଯପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
ପରମେଶ୍ବର ସେ ଦେଶରେ ଦୁର୍ଭିକ୍ଷ କରାଇଲେ। ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।
ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି। ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମ ଯାହା ଉପ ରେ ନିର୍ଭର କରନ୍ତି ସେ ସମସ୍ତ ଜିନିଷ କାଢ଼ିନବେେ। ପରମେଶ୍ବର ସମସ୍ତ ଅନ୍ନ ଓ ଜଳ ଦୂ ରଇେ ନବେେ।
ତାହାର ସମସ୍ତ ଲୋକ ବିଳାପ କରି ଆହାର ଖୋଜୁଛନ୍ତି। ସମାନେେ ବଞ୍ଚିବା ଉଦ୍ଦେଶ୍ଯ ରେ ଖାଦ୍ୟ ପାଇଁ ସମାନଙ୍କେର ମ ନୋହର ସାମଗ୍ରୀସବୁ ଦେଉଛନ୍ତି। ୟିରୁଶାଲମ କ ହେ, ହେ ସଦାପ୍ରଭୁ, ଦେଖ, ମାେତେ ନିରୀକ୍ଷଣ କର, ଆଉ ଦେଖ ଲୋକମାନେ ମାେତେ ଘୃଣା କରୁଛନ୍ତି।
ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।
ପ୍ରାନ୍ତର ରେ ଖଡ୍ଗ ଥିବାରୁ ଆମ୍ଭମାନେେ ଆମ୍ଭମାନଙ୍କର ଜୀବନକୁ ସଙ୍କଟାପନ୍ନ କରି ଖାଦ୍ୟ ପାଇଅଛୁ।
ତୁମ୍ଭେ ପ୍ରେତ୍ୟକକ ଦିନ କୋଡ଼ିଏ ଶକେଲ ଓଜନର ଖାଦ୍ୟ ଭୋଜନ କରିବ। ଦିନସାରା ଏହାକୁ ସମୟ ସମୟରେ ଖାଅ।
ଆମ୍ଭେ ଆମ୍ଭର ବିନାଶକାରୀ ଦୁର୍ଭିକ୍ଷର ତୀରଗୁଡ଼ିକ ତୁମ୍ଭମାନଙ୍କ ଉପରକୁ ନିକ୍ଷପେ କରିବା। ଆମ୍ଭେ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ସଗେୁଡ଼ିକୁ ପଠାଇବା, ମୁଁ ତୁମ୍ଭମାନଙ୍କ ପାଖକୁ ଅଧିକରୁ ଅଧିକ ଦୁର୍ଭିକ୍ଷ ପଠାଇବି ଏବଂ ଆମ୍ଭେ ତୁମ୍ଭମାନଙ୍କର ଖାଦ୍ୟ ଯୋଗାଣ ବନ୍ଦ କରିବା।
ହେ ମନୁଷ୍ଯ ପୁତ୍ର, ଉତ୍କଣ୍ଠା ରେ ତୁମ୍ଭେ କମ୍ପିତ ହାଇେ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହାଇେ ଆପଣା ଜଳ ପାନ କର।
ହେ ମନୁଷ୍ଯ ପୁତ୍ର, ଯଦି କୌଣସି ଦେଶ ମାଠାେ ରେ ଅବିଶ୍ବସ୍ତ ହାଇେ ମାେ ନିକଟରେ ପାପ କରେ, ତବେେ ଏହା ବିରୁଦ୍ଧ ରେ ମୁଁ ମାରେ ହସ୍ତ ବିସ୍ତାର କରିବି ଏବଂ ଏହାର ଖାଦ୍ୟ ଯୋଗଣ ବନ୍ଦ କରି ଦବେି, ଏହା ବିରୁଦ୍ଧ ରେ ଦୁର୍ଭିକ୍ଷ ପଠାଇବି, ଏବଂ ଉଭୟ ମନୁଷ୍ଯ ଓ ପଶୁକୁ ଏହିଠାରୁ ଦୂର କରିବି।