Home Bibles ଆୟୁବ ପୁସ୍ତକ 19:20 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 19:20 · ଓଡ଼ିଆ ବାଇବେଲ

ତେଣୁ ମୁଁ ଅତି କ୍ଷୀଣ ହାଇଗଲିେଣି। ମାରେ ଚର୍ମ ଓହଳି ପଡ଼ିଲାଣି। ମାରେ ଚମଡ଼ା ମାରେ ହାତ ଉପରେ ଝୁଲୁଛି। ମାରେ ଅଳ୍ପ ଜୀବନ ବାକିଅଛି।

Cross references

ଆୟୁବ ପୁସ୍ତକ 2:4

ଶଯତାନ ଉତ୍ତର ଦଲୋ, ଚର୍ମ ଚର୍ମ ପାଇଁ ! ଜଣେ ମନୁଷ୍ଯ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦଇେ ଦବେ।

ଆୟୁବ ପୁସ୍ତକ 7:5

ଯଦିଓ ମାରେ ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମାରେ ଚର୍ମ ଫାଟିୟାଏ ଏବଂ ବହୁଥିବା ଘା ରେ ଢ଼ାଙ୍କି ହାଇେଛି।

ଆୟୁବ ପୁସ୍ତକ 30:30

ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।

ଆୟୁବ ପୁସ୍ତକ 33:19

କିମ୍ବା ଜଣେ ବ୍ଯକ୍ତି ବିଛଣା ରେ ମଧ୍ଯ ପରମେଶ୍ବରଙ୍କ ବାଣୀ ଶୁଣିପା ରେ ଓ ପରମେଶ୍ବରଙ୍କ ପ୍ରଦତ୍ତ ଦଣ୍ଡ ଓ ୟନ୍ତ୍ରଣା ସହ୍ଯ କରେ। ପରମେଶ୍ବର ବ୍ଯଥାଦ୍ବାରା ସହେି ବ୍ଯକ୍ତିକୁ ଚତାବେନୀ ଦିଅନ୍ତି। ସହେି ବ୍ଯକ୍ତି ଏତେ ୟନ୍ତ୍ରଣା ପାଏ ସତେ ଯମେିତି ତା'ର ସବୁହାଡ଼ କଷ୍ଟ ପାଏ।

ଆୟୁବ ପୁସ୍ତକ 33:21

ତା'ର ଶରୀର ଦୁର୍ବଳ ହାଇୟୋଏ। ସେ କ୍ରମେ କ୍ଷୀଣ ହାଇୟୋଏ। ତା'ର ହାଡ଼ସବୁ ପଦାକୁ ଦଖାୟୋଏ।

ଗୀତସଂହିତା 22:14

ମାରେ ବଳ କ୍ରମେ କ୍ଷୀଣ ହାଇେ ଆସୁଛି, ପାଣି ଭୂମିରେ ଶୋଷିତ ହେଲାପରି ମାରେ ଶକ୍ତି ଚାଲି ଯାଉଛି। ମାରେ ଅସ୍ଥିସବୁ ଭାଙ୍ଗି ଯାଉଛି। ମାରେ ସାହାସ କ୍ରମେ କ୍ଷୀଣ ହାଇେ ଆସୁଛି।

ଗୀତସଂହିତା 22:15

ମାରେ ପାଟି ଖଣ୍ଡେ ଖପରା ପରି ଶୁଷ୍କ ହାଇେ ଯାଉଛି। ମାରେ ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମାେତେ ମୃତ୍ଯୁର ଧୂଳିରେ ଫିଙ୍ଗି ଦଇେଛ।

ଗୀତସଂହିତା 32:3

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।

ଗୀତସଂହିତା 38:3

ତୁମ୍ଭେ ମାେତେ ଦଣ୍ଡ ଦଲେ। ବର୍ତ୍ତମାନ ମାରେ ସମସ୍ତ ଶରୀର କମ୍ପୁଅଛି। ମାରେ ପାପ ଲାଗି ତୁମ୍ଭେ ମାେତେ ଦଣ୍ଡ ଦଲେ, ତଣେୁ ମାରେ ଅସ୍ଥିରେ କିଛି ଆରାମ ନାହିଁ।

ଗୀତସଂହିତା 102:3

ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।

ଗୀତସଂହିତା 102:5

ମାରେ ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହାଇେଛି।

ଗୀତସଂହିତା 102:6

ମୁଁ ମରୁଭୂମିର ଏକାକୀ ପଚୋ ପରି, ମୁଁ ଏକ ପଚୋପରି ନିଃସଙ୍ଗ ୟିଏକି ଏକ ପୁରୁଣା ଧ୍ବଂସିତ ପରିତ୍ଯକ୍ତ କୋଠାରେ ବାସ କରୁଛି।

ଯିରିମିୟଙ୍କ ବିଳାପ 3:4

ମାରେମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି ଓ ସେ ମାରେ ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି।

ଯିରିମିୟଙ୍କ ବିଳାପ 4:8

ମାତ୍ର ବର୍ତ୍ତମାନ ସମାନଙ୍କେର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତା ରେ କହେି ସମାନଙ୍କେୁ ଚିହ୍ନନ୍ତି ନାହିଁ। ସମାନଙ୍କେର ଚର୍ମ ଅସ୍ଥି ରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହାଇେଅଛି।

ଯିରିମିୟଙ୍କ ବିଳାପ 5:10

କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।

Interlinear

Choose Theme