ଦୁଷ୍ଟ ବ୍ଯକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫରୋଇ ଦବେେ। ତା'ର ନିଜ ହାତ ମଧ୍ଯ ତା'ର ସମ୍ପତ୍ତିକୁ ଫରୋଇ ଦବେ।
Cross references
ଯଦି ତୁମ୍ଭେ ଏପରି କର ଓ ମାରେ ଲୋକମାନଙ୍କୁ ୟିବାକୁ ନଦିଅ।
ସଦାପ୍ରଭୁ ମିଶରବାସୀମାନଙ୍କ ହୃଦଯ ରେ ଇଶ୍ରାୟେଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇଶ୍ରାୟେଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକା ରେ ଇଶ୍ରାୟେଲୀୟମାନେ ମିଶରୀଯ ମାନଙ୍କୁ ଲୁଣ୍ଠନ କଲେ।
ଜଣେ ବ୍ଯକ୍ତି ପାଇଁ କ'ଣ ଦଣ୍ଡ ଅଛି ୟିଏ ଗୋରୁ କିମ୍ବା ମଷେ ଚୋରି କରେ, ଯଦି ସେ ତାକୁ ହତ୍ଯା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫରୋଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳ ରେ ପାଞ୍ଚଟି ଗୋରୁ, ଏବଂ ଏକ ମଷେ ବଦଳ ରେ ଚାରୋଟୀ ମଷେ ଦବେ।
ଯଦି ଏପରି ଦିନ ରେ ଘଟିଥାଏ ତବେେ ହତ୍ଯା କରିଥିବା ବ୍ଯକ୍ତି ଦୋଷୀ ସାବ୍ଯସ୍ତ ହବେ।
ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।
ତା'ର ସନ୍ତାନମାନଙ୍କୁ ସାହାୟ୍ଯ କରିବାକୁ କହେି ନ ଥିଲେ। ସମାନଙ୍କେୁ ଦରବାର ରେ କହେି ପକ୍ଷସମର୍ଥନ କଲନୋହିଁ।
ଦୁଷ୍ଟ ଲୋକ ତା'ର ଲାଭ ଫରୋଇବାକୁ ବାଧ୍ଯ ହବେ। ସେ ଯାହା ପାଇଁ ଏତେ କଷ୍ଟ ସ୍ବୀକାର କଲା, ତାକୁ ସେ ଭୋଗ କରିପାରିବ ନାହିଁ।
ଜଣେ ଦୁଷ୍ଟ ଲୋକ ହୁଏତ ବହୁତ ରୂପା ପାଇବ, ତାହା ତା' ପ୍ରତି ମଇଳା ପରି। ତା'ର ହୁଏତ ଏତେ ଲୁଗା ଥିବ, ଯାହା ତା' ପ୍ରତି ମାଟିଗଦା ପରି।
ତାଙ୍କର ଘର ଉଜୁଡ଼ି ଯାଉ। ସମାନେେ ସବୁ ଭିକାରୀ ହୁଅନ୍ତୁ।
ମାତ୍ର ଯଦି ଧରାପଡ଼େ, ତବେେ ତାକୁ ସାତଗୁଣ ଫରୋଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ବ ତାକୁ ଦବୋକୁ ହବେ।
ଯଦି ଶାସକ ଦରିଦ୍ରମାନଙ୍କୁ ଶୋଷଷ କରନ୍ତି, ସହେି ରାଜା ପ୍ଲାବନକାରୀ ବୃଷ୍ଟି ପରି।
ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।