Home Bibles ☰ Books ଯିରିମିୟଙ୍କ ବିଳାପ 5:10 · ଓଡ଼ିଆ ବାଇବେଲ
ଯିରିମିୟଙ୍କ ବିଳାପ 5:10 · ଓଡ଼ିଆ ବାଇବେଲ

କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।

Cross references

ଆୟୁବ ପୁସ୍ତକ 30:30

ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।

ଗୀତସଂହିତା 119:83

ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।

ଯିରିମିୟଙ୍କ ବିଳାପ 3:4

ମାରେମାଂସ ଓ ଚର୍ମକୁ ସେ ଶକ୍ତିହୀନ କରିଅଛନ୍ତି ଓ ସେ ମାରେ ଅସ୍ଥିସବୁ ଭାଙ୍ଗି ପକାଇ ଅଛନ୍ତି।

ଯିରିମିୟଙ୍କ ବିଳାପ 4:8

ମାତ୍ର ବର୍ତ୍ତମାନ ସମାନଙ୍କେର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତା ରେ କହେି ସମାନଙ୍କେୁ ଚିହ୍ନନ୍ତି ନାହିଁ। ସମାନଙ୍କେର ଚର୍ମ ଅସ୍ଥି ରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହାଇେଅଛି।

Interlinear

Choose Theme