Home Bibles ☰ Books ଗୀତସଂହିତା 22:15 · ଓଡ଼ିଆ ବାଇବେଲ
ଗୀତସଂହିତା 22:15 · ଓଡ଼ିଆ ବାଇବେଲ

ମାରେ ପାଟି ଖଣ୍ଡେ ଖପରା ପରି ଶୁଷ୍କ ହାଇେ ଯାଉଛି। ମାରେ ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମାେତେ ମୃତ୍ଯୁର ଧୂଳିରେ ଫିଙ୍ଗି ଦଇେଛ।

Cross references

ଆଦି ପୁସ୍ତକ 3:19

ତୁମ୍ଭେ ମରିବା ପର୍ୟ୍ଯନ୍ତ ମୂଖର ଝାଳ ରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆୟାଇଛ, ଏଣୁ ଧୂଳି ରେ ଫରେିୟିବ।

ଆଦି ପୁସ୍ତକ 18:27

ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।

ଦିତୀୟ ଶାମୁୟେଲ 14:14

ଆମ୍ଭମାନେେ ଦିନେ ନା ଦିନେ ସମସ୍ତେ ମରିବା। ଆମ୍ଭମାନେେ ଭୂମିରେ ଢଳା ହାଇେଥିବା ପାଣିପରି, ଯାହାକି ପକ୍ସ୍ଟନର୍ବାର ସଂଗ୍ରହ ହାଇେ ପାରିବ ନାହିଁ। ପରମେଶ୍ବର ଲୋକମାନଙ୍କୁ କ୍ଷମା କରନ୍ତି। ସେ ସମାନଙ୍କେ ପାଇଁ ଯୋଜନା କଲେ, ଯେଉଁମାନଙ୍କୁ ନିରାପଦ ପାଇଁ ବାଧ୍ଯ ରେ ଦୌଡି ପଳାନ୍ତି।

ଆୟୁବ ପୁସ୍ତକ 7:21

କାହିଁକି ତୁମ୍ଭେ ମାେତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ ? କାହିଁକି ମାରେ କୌଣସି ପାପ କ୍ଷମା କରୁନାହଁ ?

ଆୟୁବ ପୁସ୍ତକ 10:9

ହେ ପରମେଶ୍ବର, ତୁମ୍ଭେ ମନରେଖ ତୁମ୍ଭେ ମାେତେ ମାଟି ତୁଲ୍ଯ ତିଆରି କରିଥିଲ। ପୁଣି ମାେତେ ଧୂଳି ରେ ମିଶାଇ ଦବେ କି ?

ଆୟୁବ ପୁସ୍ତକ 19:20

ତେଣୁ ମୁଁ ଅତି କ୍ଷୀଣ ହାଇଗଲିେଣି। ମାରେ ଚର୍ମ ଓହଳି ପଡ଼ିଲାଣି। ମାରେ ଚମଡ଼ା ମାରେ ହାତ ଉପରେ ଝୁଲୁଛି। ମାରେ ଅଳ୍ପ ଜୀବନ ବାକିଅଛି।

ଆୟୁବ ପୁସ୍ତକ 29:10

ଏପରିକି ଗଣ୍ଯମାନ୍ଯ ବ୍ଯକ୍ତି ମଧ୍ଯ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ, ଏହା ଦଖାଯାେଉଥିଲା ଯେପରି ତାଙ୍କର ଜିଭ ପାଟି ରେ ଅଟକି ଯାଉଥିଲା।

ଆୟୁବ ପୁସ୍ତକ 30:16

ବର୍ତ୍ତମାନ ମାରଜେୀବନ ପ୍ରାଯ ଶଷେ ହାଇଗେଲାଣି ଏବଂ ଶୀଘ୍ର ମୁଁ ମରିୟିବି। ୟନ୍ତ୍ରଣାର ଦିନଗୁଡ଼ିକ ମାେତେ ମାଡ଼ି ବସିଲାଣି।

ଆୟୁବ ପୁସ୍ତକ 34:15

ତବେେ ପୃଥିବୀର ସମସ୍ତ ଲୋକେ ମୃତ୍ଯୁବରଣ କରିବେ। ସବୁ ଲୋକ ପୁଣି ଧୂଳି ରେ ପରିଣତ ହବେେ।

ଗୀତସଂହିତା 30:9

ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।

ଗୀତସଂହିତା 32:3

ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।

ଗୀତସଂହିତା 38:10

ମାରେ ହୃଦଯ ବିଦୀର୍ଣ୍ଣ ହେଉଅଛି। ମାରେ ବଳସବୁ କ୍ଷୀଣ ହାଇଗେଲାଣି ଓ ମୁଁ ଅନ୍ଧ ହାଇଯୋଉଛି।

Interlinear

Choose Theme