Home Bibles ☰ Books ଗୀତସଂହିତା 38:3 · ଓଡ଼ିଆ ବାଇବେଲ
ଗୀତସଂହିତା 38:3 · ଓଡ଼ିଆ ବାଇବେଲ

ତୁମ୍ଭେ ମାେତେ ଦଣ୍ଡ ଦଲେ। ବର୍ତ୍ତମାନ ମାରେ ସମସ୍ତ ଶରୀର କମ୍ପୁଅଛି। ମାରେ ପାପ ଲାଗି ତୁମ୍ଭେ ମାେତେ ଦଣ୍ଡ ଦଲେ, ତଣେୁ ମାରେ ଅସ୍ଥିରେ କିଛି ଆରାମ ନାହିଁ।

Cross references

ଦିତୀୟ ବଂଶାବଳୀ 26:19

କିନ୍ତୁ ଉଷିୟ କୋରଧାନ୍ବିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତ ରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କୋର୍ଧ କରୁଥିବା ସମୟରେ ହିଁ କୁଷ୍ଠ ରୋଗ ତାଙ୍କର କପାଳ ରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିର ରେ, ସୁଗନ୍ଧି ଧୂପର ୟଜ୍ଞବଦେୀ ନିକଟରେ ଯାଜକମାନଙ୍କ ସମ୍ମୁଖ ରେ ଘଟିଲା।

ଆୟୁବ ପୁସ୍ତକ 2:7

ତା'ପରେ ଶଯତାନ ସଦାପ୍ରଭୁଙ୍କଠାରୁ ବିଦାଯ ନଇେ ଚାଲିଗଲା। ସେ ଆୟୁବକୁ ୟନ୍ତ୍ରଣାଦାୟକ କ୍ଷତ ଦଲୋ। ଏହି କ୍ଷତଗୁଡ଼ିକ ସମଗ୍ର ଶରୀର ରେ ମୁଣ୍ଡଠାରୁ ପାଦ ପର୍ୟ୍ଯନ୍ତ ଥିଲା।

ଆୟୁବ ପୁସ୍ତକ 6:4

ପରମେଶ୍ବର ସର୍ବଶକ୍ତିମାନ, ତାଙ୍କର ବାଣସବୁ ମାେ ଅନ୍ତରକୁ ବିଦ୍ଧ କରୁଛି। ମାରେ ଆତ୍ମା ସହେି ବାଣର ବିଷକୁ ପାନ କରୁଛି। ପରମେଶ୍ବରଙ୍କ ମାରାତ୍ମକ ଅସ୍ତ୍ରଶସ୍ତ୍ର ସବୁ ମାରେ ବିରୁଦ୍ଧ ରେ ଗୋଟିଏ ଧାଡ଼ି ରେ ସଜାଇ ରଖାୟାଇଛି।

ଆୟୁବ ପୁସ୍ତକ 33:19

କିମ୍ବା ଜଣେ ବ୍ଯକ୍ତି ବିଛଣା ରେ ମଧ୍ଯ ପରମେଶ୍ବରଙ୍କ ବାଣୀ ଶୁଣିପା ରେ ଓ ପରମେଶ୍ବରଙ୍କ ପ୍ରଦତ୍ତ ଦଣ୍ଡ ଓ ୟନ୍ତ୍ରଣା ସହ୍ଯ କରେ। ପରମେଶ୍ବର ବ୍ଯଥାଦ୍ବାରା ସହେି ବ୍ଯକ୍ତିକୁ ଚତାବେନୀ ଦିଅନ୍ତି। ସହେି ବ୍ଯକ୍ତି ଏତେ ୟନ୍ତ୍ରଣା ପାଏ ସତେ ଯମେିତି ତା'ର ସବୁହାଡ଼ କଷ୍ଟ ପାଏ।

ଗୀତସଂହିତା 6:2

ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।

ଗୀତସଂହିତା 31:9

ହେ ସଦାପ୍ରଭୁ, ମାେ ଉପରେ ଅନକେ ବିପଦ ପଡ଼ିଛି, ତଣେୁ ମାେ ପ୍ରତି କରୁଣା କର। ମୁଁ ଏତେ ବିଚଳିତ ହାଇେ ପଡ଼ିଛି ୟେ ମାରେ ଚକ୍ଷୁ ୟନ୍ତ୍ରଣା କରୁଛି। ମାରେ ଗଳା ଶୁଖି ଯାଉଛି, ମାେ ପାକସ୍ଥଳୀ ୟନ୍ତ୍ରଣା ଦେଉଛି।

ଗୀତସଂହିତା 32:4

ପ୍ରଭୁ ତୁମ୍ଭେ ମାରେ ଜୀବନକୁ ରାତିଦିନ ଅଧିକରୁ ଅଧିକ ଦୁର୍ବିସହ କରିଦଲେ। ମୁଁ କ୍ରମେ ଶୁଖି ଗଲି, ଗ୍ରୀଷ୍ମ ଋତୁରେ ୟମେିତି ଭୂମି ଶୁଖି ୟାଏ।

ଗୀତସଂହିତା 51:8

ଆଉ ମାେତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ। ତୁମ୍ଭ ଦ୍ବାରା ଭଗ୍ନ ଅସ୍ଥି ସବୁ ଆନନ୍ଦରେ ପ୍ରଫୁଲ୍ଲିତ ହବେ।

ଗୀତସଂହିତା 90:7

ହେ ପରମେଶ୍ବର, ତୁମ୍ଭ କୋର୍ଧରେ ଆମ୍ଭମାନେେ କ୍ଷଯ ହେଉ। ପୁଣି ତୁମ୍ଭ କୋର୍ଧ ଆମ୍ଭଙ୍କୁ ଭୟଭୀତ କରେ।

ଗୀତସଂହିତା 102:3

ମାରେ ଜୀବନ ଧୂଆଁ ପରି କ୍ଷଯ ପାଉଅଛି। ମାରେ ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।

ଗୀତସଂହିତା 102:5

ମାରେ ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହାଇେଛି।

ଯିଶାଇୟ 1:5

ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।

ଯିରିମିୟଙ୍କ ବିଳାପ 3:40

ଆମ୍ଭମାନେେ ନିଜ ନିଜ ପଥ ଅନୁସନ୍ଧାନ ଓ ପରୀକ୍ଷା କରିବା ଓ ସଦାପ୍ରଭୁଙ୍କ ନିକଟକୁ ଫରେିବା।

Interlinear

Choose Theme