Home Bibles ଆୟୁବ ପୁସ୍ତକ 15:10 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 15:10 · ଓଡ଼ିଆ ବାଇବେଲ

ସହେି ପାଚିଲାବାଳିଆ ଓ ବୃଦ୍ଧ ଲୋକଗୁଡ଼ିକ ଆମ୍ଭମାନଙ୍କ କଥା ରେ ଏକମନ ହବେେ, ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ଯ ଆମ୍ଭ ସହିତ ଅଛନ୍ତି।

Cross references

ଦିତୀୟ ବିବରଣ 32:7

ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହକ୍ସ୍ଟ ପୁରୁଷର ବର୍ଷ ବିବଚେନା କର। ତକ୍ସ୍ଟମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ। ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସମାନେେ ତୁମ୍ଭକୁ କହିବେ।

ଆୟୁବ ପୁସ୍ତକ 8:8

ପ୍ରାଚୀନ କାଳର ଲୋକମାନଙ୍କୁ ପଚାର ଓ ସମାନଙ୍କେ ପୂର୍ବପୁରୁଷମାନେ ସମାନଙ୍କେୁ ଯାହା ଶିକ୍ଷା ଦଇେଥିଲେ, ତାକୁ ମନୋୟୋଗ ଦଇେ ଶୁଣ।

ଆୟୁବ ପୁସ୍ତକ 12:12

ତେଣୁ ଆମ୍ଭେ କହୁଛୁ, 'ଜ୍ଞାନ ବୃଦ୍ଧ ଲୋକମାନଙ୍କଠା ରେ ଅଛି। ବୁଝାମଣା ଦୀର୍ଘଜୀବନ ବଢ଼ାଏ।'

ଆୟୁବ ପୁସ୍ତକ 12:20

ପରମେଶ୍ବର ବିଶ୍ବସ୍ତ ପରାମର୍ଶଦାତାମାନଙ୍କୁ ମଧ୍ଯ ଚୁପ କରାଇ ଦିଅନ୍ତି ଓ ବୃଦ୍ଧ ଲୋକମାନଙ୍କ ବୁଦ୍ଧିକୁ ହରଣ କରି ନିଅନ୍ତି।

ଆୟୁବ ପୁସ୍ତକ 32:6

ତା'ପରେ ଇଲୀହୁ କହିବାକୁ ଆରମ୍ଭ କଲା। ସେ କହିଲା,

ହିତୋପଦେଶ 16:31

ପାଚିଲା କେଶ ଶାେଭାଜନକ ମୁକୁଟ। ତାହା ଧର୍ମ ପଥରେ ପ୍ରାପ୍ତ ହୁଏ।

Interlinear

Choose Theme