Home Bibles ☰ Books ଯିଶାଇୟ 13:3 · ଓଡ଼ିଆ ବାଇବେଲ
ଯିଶାଇୟ 13:3 · ଓଡ଼ିଆ ବାଇବେଲ

ପୁଣି ପରମେଶ୍ବର କହିଲେ,

Cross references

ଏଜ୍ରା 1:1

ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।

ଏଜ୍ରା 6:1

ସେତବେେଳେ ଦାରିଯାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳଯ ରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା।

ଏଜ୍ରା 7:12

ରାଜାଧିରାଜ ଅର୍ତ୍ତକ୍ଷସ୍ତଠାରୁ, ସ୍ବର୍ଗସ୍ଥ ପରମେଶ୍ବରଙ୍କର ବ୍ଯବସ୍ଥା ଶିକ୍ଷକ ଓ ଯାଜକ ଏଜ୍ରାକୁ ଅଭିନନ୍ଦନ।

ଗୀତସଂହିତା 149:2

ଇଶ୍ରାୟେଲ, ଆପଣା ନିର୍ମାଣକର୍ତ୍ତାଙ୍କଠାରେ, ଆନନ୍ଦ କର। ସିୟୋନର ଲୋକମାନେ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହୁଅ।

ଗୀତସଂହିତା 149:5

ପରମେଶ୍ବରଙ୍କ ଅନୁସରଣକାରୀ ତୁମ୍ଭମାନେେ ଗୌରବରେ ଆନନ୍ଦ କର !ଆପଣା ଶୟ୍ଯା ଉପରେ ମଧ୍ଯ ଆନନ୍ଦର ସହ ଗାନ କର।

ଯିଶାଇୟ 23:11

ସଦାପ୍ରଭୁ ସମୁଦ୍ର ଉପ ରେ ତାଙ୍କର ହସ୍ତ ବିସ୍ତାର କରିଛନ୍ତି। ସେ ସୋର ବିପକ୍ଷ ରେ ୟୁଦ୍ଧ ପାଇଁ ଦେଶଗୁଡ଼ିକୁ ଏକତ୍ର କରିଛନ୍ତି। ସେ କିଣାନର ଦୃଢ଼ ଦୁର୍ଗଗୁଡ଼ିକ ଧ୍ବଂସ କରିବାକୁ ଆଜ୍ଞା ଦଇେଛନ୍ତି।

ଯିଶାଇୟ 44:27

ଆମ୍ଲଭ ଗଭୀର ଜଳକୁ ଶୁଷ୍କସହବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦଲଉ।

ଯିଶାଇୟ 45:4

ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇଶ୍ରାୟେଲ ନିମନ୍ତେ ଏହିକାର୍ୟ୍ଯ କରୁଅଛୁ। ତେଣୁ ଆମ୍ଭେ କୋରସ ନାମଧରି ଡ଼ାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ଯ ଆମ୍ଭେ ତୁମ୍ଭକୁ ସହେି ଉପାଧି ଦଇେଅଛୁ।

ଯିରିମିୟ 50:21

ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭେ ମରାଥଯିମ୍ ଓ ପପୋଦ ନିବାସୀମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କର। ସମାନଙ୍କେ ପେଛ ପେଛ ୟାଇ ସମାନଙ୍କେୁ ସମ୍ପୂର୍ଣ୍ଣ ରୂପେ ନିଃଶଷେ କର। ଆମ୍ଭର ଆଜ୍ଞାକୁ କହିବାନୁସା ରେ ପାଳନ କର।

ଯିରିମିୟ 51:20

ସଦାପ୍ରଭୁ ପୁଣି କହନ୍ତି, ହେ ବାବିଲ, ତୁମ୍ଭେ ଆମ୍ଭର ଗଦା ଓ ୟୁଦ୍ଧର ଅସ୍ତ୍ର ସ୍ବରୂପ। ଆମ୍ଭେ ତୁମ୍ଭ ଦ୍ବାରା ନାନା ଗୋଷ୍ଠୀକୁ ଧ୍ବଂସ କଲୁ ଓ ନାନା ରାଜ୍ଯକୁ ସମ୍ପୂର୍ଣ୍ଣ ସଂହାର କଲୁ।

ଯୋୟେଲ 3:11

ହେ ସବୁ ରାଜ୍ଯ! ଚଞ୍ଚଳ ହୁଅ। ଗୋଟିଏ ସ୍ଥାନ ରେ ଏକତ୍ରୀତ ହୁଅ। ହେ! ପରମେଶ୍ବର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନଇେ ଆସନ୍ତୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:12

ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶଜଣ ରାଜା। ଏହି ଦଶଜଣ ରାଜା ଏ ପର୍ୟ୍ଯନ୍ତ ରାଜ ଭଳି ରାଜ୍ଯ ପାଇ ନାହାଁନ୍ତି। କିନ୍ତୁ ସମାନେେ ସହେି ପଶୁ ସହିତ ଗୋଟିଏ ଘଣ୍ଟା ପର୍ୟ୍ଯନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:4

ତା'ପରେ ମୁଁ ସ୍ବର୍ଗରୁ ଆଉ ଏକ ସ୍ବର ଶୁଣିଲି

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20

ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।

Interlinear

Choose Theme