ମୁଁ ଦେଖିଲି ଉର୍ବର କ୍ଷେତ୍ରସବୁ ମରୁଭୂମିରେ ପରିଣତ ହେଲା ଓ ସମସ୍ତ ନଗର ଧ୍ବଂସ ପାଇଲା। ସଦାପ୍ରଭୁଙ୍କ ପ୍ରଚଣ୍ଡ କୋର୍ଧ ଏହି ସମସ୍ତ ଧ୍ବଂସର କାରଣ ଥିଲା।
Cross references
ଆମ୍ଭେ ତୁମ୍ଭର ନଗର ସକଳ ମରୁଭୂମି କରିବା ଓ ତୁମ୍ଭମାନଙ୍କ ପବିତ୍ରସ୍ଥାନ ସକଳ ଶୂନ୍ଯ କରିବା। ଆଉ ଆମ୍ଭେ ତୁମ୍ଭମାନଙ୍କର ଦତ୍ତ ତୁଷ୍ଟିଜନକ ସୁଗନ୍ଧି ଆଘ୍ରାଣ କରିବା ନାହିଁ।
ସଦାପ୍ରଭୁ ଆପଣା କୋର୍ଧ ଓ କୋପରେ ଯେଉଁ ସଦୋମ ଓ ହ ମାରୋ, ଅଦ୍ମା ଓ ସବୋଯିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନ ରେ ପରିପୂର୍ଣ୍ଣ ହାଇେଅଛି। ତହିଁରେ କିଛି ବକ୍ସ୍ଟଣାୟାଏ ନାହିଁ, କି ଫଳ ଉତ୍ପନ୍ନ ହକ୍ସ୍ଟଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢେ ନାହିଁ।
ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ।
ପରମେଶ୍ବର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି। କାରଣ ଦେଶର ଅଧର୍ମୀ ଲୋକମାନେ ସଠାେରେ ବାସ କରନ୍ତି।
ସର୍ବଶକ୍ତିମାନ ସଦାପ୍ରଭୁ ଏହାସମାଲତ କହିଲଲ ଏବଂ ମୁଁ ଏହା ତାଙ୍କଠାରୁ ଶୁଣିଥିଲି, ବର୍ତ୍ତମାନ ବହୁତ ଘର ଅଛି ମାତ୍ର ମୁଁ ପ୍ରତିଜ୍ଞା କରିଛିସସ ସମସ୍ତ ଧ୍ବଂସସହବ।ସଯଉଁ ସୁନ୍ଦର ଓ ବୃହତ୍ ଗୃହମାନ ଅଛିସସ ସବୁ ନିବାସଶୂନ୍ଯସହବ।
ସଦାପ୍ରଭୁ ଯିହୁଦାକୁ ଦଣ୍ଡସଦବାକୁ ଅଶୂରକୁ ବ୍ଯବହାର କରିଲବ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ଯବହୃତସହବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ବାରାସହବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିଲବ।
ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ୟିରୁଶାଲମର ସଡ଼କମାନଙ୍କ ରେ ସୁଖ ଓ ଆନନ୍ଦଧ୍ବନି ଦୂର କରିବା। ବର କନ୍ଯାମାନଙ୍କର ଆମାଦେ ଧ୍ବନି ଆଉ ୟିରୁଶାଲମ ରେ ଶୁଣାୟିବ ନାହିଁ। କାରଣ ସମଗ୍ର ଦେଶ ଧ୍ବଂସ ସ୍ତୁପ ରେ ପରିଣତ ହବେ।
କେତକୋଳ ଦେଶ ଶୁଷ୍କ ରହିବ ଓ ସମୁଦାଯ ଦେଶ ରେ ତୃଣ ଶୁଷ୍କ ରହିବ ? ଦେଶର ଲୋକମାନଙ୍କର ଦୁଷ୍ଟତା ଯୋଗୁଁ ପଶୁ ଓ ପକ୍ଷୀସବୁ କ୍ଷଯ ପାଇଛନ୍ତି। କାରଣ ଲୋକମାନେ କହିଲେ, ଯିରିମିୟ ଦୀର୍ଘଦିନ ବଞ୍ଚି ଆମ୍ଭମାନଙ୍କର ଶଷୋବସ୍ଥା ଦେଖିବ ନାହିଁ।
ଯିହୁଦା ଶାେକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହାଇେଅଛନ୍ତି। ସମାନେେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ୟିରୁଶାଲମର ଲୋକମାନେ ସାହାୟ୍ଯ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।
ତହିଁରେ ସମଗ୍ର ଦେଶ ଏକ ଶୂନ୍ଯ ମରୁଭୂମିରେ ପରିଣତ ହବେ ଓ ତାହାର ସମସ୍ତ ଲୋକ ବାବିଲ ରାଜାର ସତୁରି ବର୍ଷ ପର୍ୟ୍ଯନ୍ତ ଦାସ ହାଇେ ରହିବେ।
ସଦାପ୍ରଭୁ ଆପଣା ୟଜ୍ଞବଦେୀ ଓ ପବିତ୍ର ଉପାସନା ସ୍ଥାନକୁ ଦୂର କରିଛନ୍ତି। ସେ ତା'ର ମନ୍ଦିରର ପ୍ରାଚୀରକୁ ନିଜର ଶତ୍ରୁମାନଙ୍କୁ ଦଇେଛନ୍ତି। ଶତ୍ରୁଗଣ ଉତ୍ସବ ଦିନ ଅତି ଆନନ୍ଦ ରେ ସଦାପ୍ରଭୁଙ୍କ ମନ୍ଦିର ରେ ଧ୍ବନି କରୁଛନ୍ତି।
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।