କାରଣ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧିଅରେ ଓ ତୁମ୍ଭମାନଙ୍କ ସମ୍ମୁଖ ରେ ଏହି ସ୍ଥାନରୁ ଆମାଦେ ପ୍ରମାଦେର ଧ୍ବନି, ଆନନ୍ଦ ରବ ଓ ବରକନ୍ଯାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।'
Cross references
ଦ୍ରାକ୍ଷାଲତା ମ୍ଲାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହାଇୟୋଇଛି। ଯେଉଁ ଲୋକମାନଙ୍କର ହୃଦଯ ଖୁସିଥିଲା ବର୍ତ୍ତମାନ ସମାନେେ ୟନ୍ତ୍ରଣା ରେ ଗଁ ଗଁ କରୁଛନ୍ତି।
ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ୟିରୁଶାଲମର ସଡ଼କମାନଙ୍କ ରେ ସୁଖ ଓ ଆନନ୍ଦଧ୍ବନି ଦୂର କରିବା। ବର କନ୍ଯାମାନଙ୍କର ଆମାଦେ ଧ୍ବନି ଆଉ ୟିରୁଶାଲମ ରେ ଶୁଣାୟିବ ନାହିଁ। କାରଣ ସମଗ୍ର ଦେଶ ଧ୍ବଂସ ସ୍ତୁପ ରେ ପରିଣତ ହବେ।
ଆଉ ମଧ୍ଯ ଆମ୍ଭେ ସମାନଙ୍କେ ମଧ୍ଯରୁ ଆମାଦେ, ପ୍ରମାଦେ, ଧ୍ବନି, ବରକନ୍ଯାଙ୍କର ସୁଖ ଓ ହର୍ଷ ଧ୍ବନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।
ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ବ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ବନି ଆଉ ଶୁଣିବାକୁ ଦବେି ନାହିଁ।
ଆମ୍ଭେ ସଦାପ୍ରଭୁ ତା'ର ସମସ୍ତ ଆନନ୍ଦ, ଉତ୍ସବ, ଅମାବାସ୍ଯା, ବିଶ୍ରାମଦିନ ସମସ୍ତ ଭୋଜିକୁ ବନ୍ଦ କରିଦବୋ।
ତୋ'ଠା ରେ କହେି ହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ଯୟନ୍ତ୍ର ଶୁଣିବେ ନାହିଁ। ତୋ'ଠା ରେ କୌଣସି ଶିଳ୍ପର କାରିଗରମାନେ ଆଉ ଦଖାେଯିବେ ନାହିଁ। ତୋ'ଠା ରେ ଚକିପଷୋର ଶବ୍ଦ ଆଉ କବେେ ହେଲେ ଶୁଣାୟିବ ନାହିଁ।