ତା'ପ ରେ ସେ ମାେତେ ସଦାପ୍ରଭୁଙ୍କ ମନ୍ଦିରର ଭିତର ପ୍ରାଙ୍ଗଣ ମଧ୍ଯକୁ ଆଣିଲେ। ସଠାେ ରେ ମୁଁ ଦେଖିଲି, ସଦାପ୍ରଭୁଙ୍କ ମନ୍ଦିରର ଦ୍ବାର ନିକଟରେ, ବାରଣ୍ଡା ଓ ୟଜ୍ଞବଦେୀର ମଧ୍ଯ ସ୍ଥାନ ରେ ପଚିଶ ଜଣ ପୁରୁଷ ସଦାପ୍ରଭୁଙ୍କ ମନ୍ଦିର ଆଡ଼େ ପିଠି କରି ଓ ପୂର୍ବ ଦିଗଆଡ଼େ ମଥାନତ କରି ସମାନେେ ସୂର୍ୟ୍ଯଙ୍କୁ ପୂଜା କରୁଥିଲେ।
Cross references
ଏପରି ସାବଧାନ ହକ୍ସ୍ଟଅ, ଯେତବେେଳେ ତୁମ୍ଭମାନେେ ସୂର୍ୟ୍ଯ,ଚନ୍ଦ୍ର, ତାରାଗଣଙ୍କକ୍ସ୍ଟ ଆକାଶ ରେ ଦେଖ। ତୁମ୍ଭମାନେେ ସମାନଙ୍କେୁ ବି ମାହେିତ ହାଇେ ପ୍ରଣାମ କରିବା ଓ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।
ଏବଂ ଅନ୍ୟ ଦବଗେଣର ସବୋ କରନ୍ତି ଓ ସୂର୍ୟ୍ଯ, ଚନ୍ଦ୍ର କିଅବା କୌଣସି ଆକାଶୀଯ ବାହିନୀକକ୍ସ୍ଟ ପୂଜା କରନ୍ତି ଯାହା ମୁ ଆଦେଶ ଦଇନୋହିଁ।
ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ' ମାରେ ନାମ' ସଠାେରେ ସମ୍ମାନ୍ବିତ ହବେ। ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିର ରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି।
ଆଉସସ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ପିତ୍ତଳ ୟଜ୍ଞବଲଦୀ ଆଣିଲଲସଯଉଁଟାକି ଆହାସ୍ ୟଜ୍ଞବଲଦୀ ଓ ସଦାପ୍ରଭୁଙ୍କ ମନ୍ଦିରର ମଧ୍ଯସ୍ଥଳସର ଥିଲା ଓ ଏହା ତାଙ୍କର ୟଜ୍ଞବଲଦୀର ଉତ୍ତର ପାଶର୍ବସର ରଖିଲଲ।
ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣ ରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ୟଜ୍ଞବଦେି ନିର୍ମାଣ କଲେ।
ରାଜା ସମସ୍ତ ସାଧାରଣ ଲୋକ ଯାଜକ ଭାବରେ ଯିହୁଦାର ରାଜାଙ୍କ ଦ୍ବାର ନିୟୁକ୍ତି ହାଇେଥିଲେ, ଯାଜକ ରୂପେ ସବୋ କରିବାକୁ ବରଖାସ୍ତ କଲେ। ଏହି ଭଣ୍ତ ଯାଜକଗଣ ଯିହୁଦାର ପ୍ରେତ୍ୟକକ ନଗରର ଉଚ୍ଚସ୍ଥାନ ରେ ସବୁବେଳେ ଧୂପ ଜାଳନ୍ତି ଓ ୟିରୁଶାଲମସ୍ଥିତ ଚତୁର୍ଦ୍ଦିଗସ୍ଥିତ ସମସ୍ତ ନଗର ରେ ବାଲ୍ଙ୍କ ସମ୍ମାନାର୍ଥେ ସୂର୍ୟ୍ଯ,ଚନ୍ଦ୍ର ଗ୍ରହ ଏବଂ ଆକାଶର ସମସ୍ତ ଶକ୍ତିଗୁଡିକରେ।
ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମଲକେ ନାମକ ନଫୁସକର କଠାେରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ୟ୍ଯ ଉଦ୍ଦେଶ୍ଯ ରେ ଯେଉଁ ଅଶ୍ବମାନଙ୍କୁ ଦଇେଥିଲେ, ସେ ସମାନଙ୍କେୁ ନଇେ ଗଲେ ଓ ସହେି ସୂର୍ୟ୍ଯ ଦବେତାର ରଥଗୁଡିକୁ ଅଗ୍ନି ରେ ଦଗ୍ଧ କରାଗଲା।
ଶ ଲୋମନ ପ୍ରାଙ୍ଗଣର ମଧ୍ଯଭାଗ ରେ ବଦେୀକୁ ଧାର୍ମିକ କାର୍ୟ୍ଯ ପାଇଁ ସମର୍ପଣ କଲେ। ଏହି ପ୍ରାଙ୍ଗଣ ସଦାପ୍ରଭୁଙ୍କ ମନ୍ଦିରର ସମ୍ମୁଖ ରେ ଥିଲା। ସଠାେରେ ଶଲୋମନ ହାମବେଳି ଓ ସହଭାଗିତାର ନବୈେଦ୍ଯର ଚର୍ବି ଉତ୍ସର୍ଗ କଲେ। ଶଲୋମନ ପ୍ରାଙ୍ଗଣର ମଧ୍ଯଭାଗକୁ ବ୍ଯବହାର କଲେ, କାରଣ ସେ ଯେଉଁ ପିତ୍ତଳ ନିର୍ମିତ ୟଜ୍ଞବଦେୀ ନିର୍ମାଣ କରିଥିଲେ, ତାହା ହାମବେଳି, ଶସ୍ଯ ନବୈେଦ୍ଯ ଓ ଚର୍ବିକୁ ଏକା ବେଳେ ଧାରଣ କରିପାରୁ ନ ଥିଲା।
ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ଯାଗ କଲେ। ସଦାପ୍ରଭୁ ପରମେଶ୍ବର ମନ୍ଦ ବୋଲି ବିବଚେନା କରିଥିବା କାର୍ୟ୍ଯକୁ ସମାନେେ କଲେ। ସମାନେେ ସଦାପ୍ରଭୁଙ୍କୁ ଅବମାନନା କଲେ। ସମାନେେ ସଦାପ୍ରଭୁଙ୍କୁ ପଛ କଲେ।
ଦୀପ୍ତିମାନ ସୂର୍ୟ୍ଯ କି ସ୍ମରଣୀଯ ଚନ୍ଦ୍ରକୁ ମୁଁ କବେେ ଉପାସନା କରି ନାହିଁ।
ସୂର୍ୟ୍ଯ ଏବଂ ଚନ୍ଦ୍ରକୁ ଉପାସନା କଲାଭଳି ମାରେ ନିର୍ବୋଧତା ନାହିଁ।
ସମାନେେ ଏକ କାଠ ମୁଣ୍ଡାକୁ କହନ୍ତି, ତୁମ୍ଭେ ଆମ୍ଭର ପିତା' ଓ ଖଣ୍ଡେ ପଥରକୁ କହନ୍ତି, 'ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।' ସମାନେେ ସେଥିପାଇଁ ଲଜ୍ଜିତ ହବେେ। ପୁଣି ସମାନେେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, 'ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।'
ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସମାନଙ୍କେର ପିତାମାନେ ଅଗ୍ନି ସଂୟୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦବେତା ଉଦ୍ଦେଶ୍ଯ ରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରନ୍ତି। ସମାନେେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।
ଆଉ ସୂର୍ୟ୍ଯ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସମାନେେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସବୋ କରିଅଛନ୍ତି, ଯେଉଁମାନଙ୍କର ପଶ୍ଚାତଗାମୀ ହାଇେ ଅଛନ୍ତି, ଯେଉଁମାନଙ୍କର ଅନ୍ବଷେଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସମାନଙ୍କେ ଆଗ ରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରୀତ ହାଇେ କବର ରେ ପୋତା ହବେ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ଯ ହବେ।