Home Bibles ☰ Books ଯିରିମିୟ 52:18 · ଓଡ଼ିଆ ବାଇବେଲ
ଯିରିମିୟ 52:18 · ଓଡ଼ିଆ ବାଇବେଲ

ଆଉ ମଧ୍ଯ ସମାନେେ ରନ୍ଧାପାତ୍ର, ବେଲ୍ଚା, କଇଁଚି, ବସେିନ୍, କରଇେ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିର ରେ ଉପାସନା ପାଇଁ ବ୍ଯବହାର ହୁଏ, ତାହା ନଇଗେଲେ।

Cross references

ଯାତ୍ରା ପୁସ୍ତକ 25:29

ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡିକ ପଯେ ନବୈେଦ୍ଯ ପାଇଁ ବ୍ଯବହୃତ ହବେ।

ଯାତ୍ରା ପୁସ୍ତକ 25:38

ନିର୍ମଳ ସୁବର୍ଣ୍ଣ ରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ।

ଯାତ୍ରା ପୁସ୍ତକ 27:3

ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।

ଯାତ୍ରା ପୁସ୍ତକ 37:16

ତା'ପରେ ସେ ଥାଳି, ଚାମଚ, ଗରା, ଗଡୁ ସବୁକୁ ସୁବର୍ଣ୍ଣ ରେ ତିଆରି କଲେ। ସହେି ଗରା ଓ ଗଡୁସବୁ ପଯେ ନବୈେଦ୍ଯ ଢାଳିବା ରେ ବ୍ଯବହୃତ ହୁଏ।

ଯାତ୍ରା ପୁସ୍ତକ 37:23

ସେ ସେଥିପାଇଁ ସାତଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 38:3

ଏହାପରେ ସେ ୟଜ୍ଞବଦେୀ ପାଇଁ ଦରକାରୀ ପିତ୍ତଳ ପାତ୍ର, ବଲଚୋ, କରଚୁଲ୍ଲୀ, ଗରା, କଣ୍ଟା ଚାମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ।

ଗଣନା ପୁସ୍ତକ 4:7

ଏହାପରେ ସମାନେେ ପବିତ୍ର ମଜେ ଉପରେ ନୀଳବର୍ଣ୍ଣର ଏକ ବସ୍ତ୍ର ବିଛାଇବା ଉଚିତ୍ ଏବଂ ତାହା ଉପରେ ଥାଳୀ, ଚାମଚ, ପାତ୍ର ଜାର୍ ପଯେ ନବୈେଦ୍ଯ ରଖିବା ଉଚିତ୍। ଦର୍ଶନୀଯ ରୋଟୀ ସବୁବେଳେ ସେଥି ରେ ରଖିବା ଉଚିତ୍।

ଗଣନା ପୁସ୍ତକ 4:14

ଆଉ ତା'ଉପରେ ସମାନେେ ଅଙ୍ଗାରଧାନୀ, ତସଲା, କଣ୍ଟା କୋଦାଳ, ଗହୀରା ପାତ୍ର ପ୍ରଭୃତି ୟଜ୍ଞବଦେୀ ରେ ସବୋର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସମାନେେ ତାଉପରେ ଶିଶୁକଚର୍ମର ଆଚ୍ଛାଦନ ଦବେେ ଏବଂ କଡା ମଧିଅରେ ସାଙ୍ଗି ଲଗାଇବେ।

ଗଣନା ପୁସ୍ତକ 7:13

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।

ଗଣନା ପୁସ୍ତକ 7:19

ପ୍ରତି ଅଧିପତି 130 ଶେକଲ ଓଜନ ବିଶିଷ୍ଟ ରୌପ୍ୟ ଏବଂ ସତୁରି ଶେକଲ ଓଜନ ବିଶିଷ୍ଟ ଗିନା ଅଧିକାରୀମାନଙ୍କର ମାପ ଅନୁସାରେ ଦେଲେ।

ଗଣନା ପୁସ୍ତକ 7:26

ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା।

ଗଣନା ପୁସ୍ତକ 7:32

ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା।

ଗଣନା ପୁସ୍ତକ 7:38

ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା।

ଗଣନା ପୁସ୍ତକ 7:44

ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା।

ଗଣନା ପୁସ୍ତକ 7:50

ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା।

ଗଣନା ପୁସ୍ତକ 7:56

ପ୍ରତ୍ୟେକ ପାତ୍ର ଏବଂ ପ୍ରତ୍ୟେକ ଗିନା ତୈଳମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଥିଲା।

ପ୍ରଥମ ରାଜାବଳୀ 7:40

ହୀରମ ଏହିସବୁ ପ୍ରକ୍ଷାଳନ ପାତ୍ର,ସଛାଟ କରଚୁଲ୍ଲୀ ଏବଂସଛାଟ ତାଟିଆଗୁଡିକ ନିର୍ମାଣ କଲା।ସସ ଶଲଲାମନଙ୍କ ଇଚ୍ଛାନୁସାସର ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ଲତ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତସହଲା। ଯଥା:

ପ୍ରଥମ ରାଜାବଳୀ 7:45

ପାତ୍ରଗୁଡ଼ିକ, କରଚୁଲ୍ଲୀଗୁଡ଼ିକ ଏବଂ ତାଟିଆଗୁଡ଼ିକ ହୀରମ୍ ଦ୍ୱାରା ସଦାପ୍ରଭୁଙ୍କ ମନ୍ଦିର ପାଇଁ ତିଆରି ହୋଇଥିଲା।

ପ୍ରଥମ ରାଜାବଳୀ 7:50

ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

ଦିତୀୟ ରାଜାବଳୀ 25:14

ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସବୋ ପାଇଁ ବ୍ଯବହାର ହାଇେଥିଲା, ସମାନେେ ନଇେ ଗଲେ।

ପ୍ରଥମ ବଂଶାବଳୀ 28:17

କଣ୍ଟାଚାମଚ, ସିଞ୍ଚନକାରୀ ପାତ୍ର ଓ କୁମ୍ଭ ନିର୍ମାଣ କରିବା ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ, ଦାଉଦ ତାହା କହିଲେ। ପ୍ରେତ୍ୟକକ ସୁବର୍ଣ୍ଣ ପାତ୍ର ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ ଓ ପ୍ରେତ୍ୟକକ ରେ ୗପ୍ୟପାତ୍ର ନିମନ୍ତେ କେତେ ପରିମାଣର ରେ ୗପ୍ୟ ଆବଶ୍ଯକ ହବେ, ତାହା ଦାଉଦ କହିଲେ।

ଦିତୀୟ ବଂଶାବଳୀ 4:8

ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।

ଦିତୀୟ ବଂଶାବଳୀ 4:11

ହୂରମ ପାତ୍ର, ବଲଚୋ ଓ ବସେିନ୍ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ବରଙ୍କୁ ମନ୍ଦିର ରେ ରାଜା ଶ ଲୋମନଙ୍କ ନିମନ୍ତେ ନିଜର କାର୍ୟ୍ଯ ଶଷେ କଲେ।

ଦିତୀୟ ବଂଶାବଳୀ 4:16

ପରମେଶ୍ବରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଚାମୁଚ ହୂରମ ତିଆରି କରିଥିଲେ। ଏହି ସମସ୍ତ ଜିନିଷଗୁଡ଼ିକ ସ୍ବଚ୍ଛ ପିତ୍ତଳ ରେ ନିର୍ମିତ ହାଇେଥିଲା।

ଦିତୀୟ ବଂଶାବଳୀ 4:22

ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନା ରେ ତିଆରି କଲେ। ମନ୍ଦିରର ଦ୍ବାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ବାରସବୁ ଏବଂ ମୁଖ୍ଯ ଗୃହର ଦ୍ବାରସବୁ ଶଲୋମନ ସୁନା ରେ ତିଆରି କଲେ।

ଏଜ୍ରା 1:10

ସ୍ବର୍ଣ୍ଣମଯ ପାନପତ୍ର 30 ରେ ୗପ୍ୟମଯ ପାତ୍ର ମଧ୍ଯମ ପାନ ପାତ୍ର 410 ଅନ୍ଯାନ୍ଯ ପାତ୍ର 1,000

ଯିହିଜିକଲ 46:20

ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।

Interlinear

Choose Theme