ହୀରମ ଏହିସବୁ ପ୍ରକ୍ଷାଳନ ପାତ୍ର,ସଛାଟ କରଚୁଲ୍ଲୀ ଏବଂସଛାଟ ତାଟିଆଗୁଡିକ ନିର୍ମାଣ କଲା।ସସ ଶଲଲାମନଙ୍କ ଇଚ୍ଛାନୁସାସର ସମସ୍ତ ଜିନିଷ ତିଆରି ସମାପ୍ତ କଲା। ସଦାପ୍ରଭୁଙ୍କ ମନ୍ଦିର ନିମନ୍ଲତ ନିମ୍ନ ତାଲିକା ମୁତାବକ ଜିନିଷ ନିର୍ମିତସହଲା। ଯଥା:
Cross references
ମାଶାେ ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ର ରେ ରଖିଲେ ଏବଂ ଆଉ ଅର୍ଦ୍ଧକେ ରକ୍ତ ବଦେୀ ଉପରେ ଢାଳିଲେ।
ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।
ସମାଗମ ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ୟ୍ଯ ଇଶ୍ରାୟେଲ ଲୋକମାନଙ୍କ ସମାପ୍ତ ହେଲା। ମାଶାଙ୍କେ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ସମସ୍ତ କର୍ମ କଲେ।
ସସହି ଶଗଡଗୁଡିକର ଗଠନ ଚତୁଭୁର୍ଜାକାର ଓ ଫ୍ସରମ ମଝିସର ବିଟ ଥିଲା। ଯଥା:ସସ ସବୁର ମଧ୍ଯସଦଶ ଥିଲା ଓସସହିସବୁ ମଧ୍ଯସଦଶ ବିଟମାନଙ୍କ ମଧିଅଲର ଥିଲା।
ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସବୋ ପାଇଁ ବ୍ଯବହାର ହାଇେଥିଲା, ସମାନେେ ନଇେ ଗଲେ।
ପୁଣି ନବୂସରଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନଇଗେଲା।
ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।
ହୂରମ ପାତ୍ର, ବଲଚୋ ଓ ବସେିନ୍ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ବରଙ୍କୁ ମନ୍ଦିର ରେ ରାଜା ଶ ଲୋମନଙ୍କ ନିମନ୍ତେ ନିଜର କାର୍ୟ୍ଯ ଶଷେ କଲେ।
ଆଉ ମଧ୍ଯ ସମାନେେ ରନ୍ଧାପାତ୍ର, ବେଲ୍ଚା, କଇଁଚି, ବସେିନ୍, କରଇେ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିର ରେ ଉପାସନା ପାଇଁ ବ୍ଯବହାର ହୁଏ, ତାହା ନଇଗେଲେ।