Home Bibles ଯାତ୍ରା ପୁସ୍ତକ 25:38 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:38 · ଓଡ଼ିଆ ବାଇବେଲ

ନିର୍ମଳ ସୁବର୍ଣ୍ଣ ରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ।

Cross references

ଯାତ୍ରା ପୁସ୍ତକ 37:23

ସେ ସେଥିପାଇଁ ସାତଟି ପ୍ରଦୀପ ଓ ଚିମୁଟା ଓ ଅଙ୍ଗାର ଧାନ ସମସ୍ତ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କଲେ।

ଗଣନା ପୁସ୍ତକ 4:9

ଏହାପରେ ସମାନେେ ଏକ ନୀଳବର୍ଣ୍ଣ ବସ୍ତ୍ର ନଇେ ଆ ଲୋକର ଦ୍ବପରୂଖା, ତାହାର ପ୍ରଦୀପ, ତାହାର ଅଗାଂରଧାନୀ ଏବଂ ସମସ୍ତ ତୈଳପାତ୍ରକୁ ଆଛାଦନ କରିବା ଉଚିତ୍।

ପ୍ରଥମ ରାଜାବଳୀ 7:50

ସୁବର୍ଣ୍ଣର ଫୁଲସବୁ, ଖାଣ୍ଟି ସୁନାର ଗ୍ଭମଚ ଓ ପାତ୍ରସବୁ ଯଥା, କଇଁଚି, କୁଣ୍ତସବୁ, ଅଙ୍ଗାରଧାନୀ ଏବଂ ଭିତର ପାଖର କବାଟ ପାଇଁ ଅର୍ଥାତ୍ ମହାପବିତ୍ର ସ୍ଥାନର ଓ ମନ୍ଦିରର ମୂଖ୍ୟ କୋଠରୀର କବାଟ ପାଇଁ ସୁବର୍ଣ୍ଣର କ‌ବ୍‌ଜା ନିର୍ମାଣ କଲେ।

ଦିତୀୟ ରାଜାବଳୀ 12:13

ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରା ରେ ଗୃହ ନିମନ୍ତେ ରୋପ୍ଯ ପାତ୍ର, କତୁରିକୁଣ୍ତ, ତୂରୀ କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୋପ୍ଯପାତ୍ର ନିର୍ମାଣ କଲେ ନାହିଁ।

ଦିତୀୟ ରାଜାବଳୀ 25:14

ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସବୋ ପାଇଁ ବ୍ଯବହାର ହାଇେଥିଲା, ସମାନେେ ନଇେ ଗଲେ।

ଦିତୀୟ ବଂଶାବଳୀ 4:21

ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ଯବହାର କରିଥିଲେ।

ଯିଶାଇୟ 6:6

ସଠାେ ରେ ୟଜ୍ଞବଦେୀ ଉପ ରେ ଜ୍ବଳନ୍ତ ଅଗ୍ନି ଥିଲା। ସହେି ଦୂତଗଣଙ୍କ ମଧ୍ଯରୁ ଜଣେ ଚିମୁଟା ସାହାୟ୍ଯ ରେ ଗୋଟିଏ ଜ୍ବଳନ୍ତ କୋଇଲା ଆଣିଲା ଓ ସହେି ଉତ୍ତପ୍ତ ଅଙ୍ଗାର ଧରି ମାେ ନିକଟକୁ ରହିଆସିଲା।

ଯିରିମିୟ 52:18

ଆଉ ମଧ୍ଯ ସମାନେେ ରନ୍ଧାପାତ୍ର, ବେଲ୍ଚା, କଇଁଚି, ବସେିନ୍, କରଇେ ଏବଂ ପିତ୍ତଳର ସମସ୍ତ ଜିନିଷ ଯାହା ମନ୍ଦିର ରେ ଉପାସନା ପାଇଁ ବ୍ଯବହାର ହୁଏ, ତାହା ନଇଗେଲେ।

Interlinear

Choose Theme