ପୁଣି ପ୍ରହରୀମାନଙ୍କର ସନୋପତି େଛାଟ ତାଟିଆ, କରଇେ, ବଦେୀ ଉପ ରେ ସିଞ୍ଚନ ପାଇଁ ବ୍ଯବହୃତ ହେଉଥିବା ପାତ୍ର, କଟେଲି, ଦୀପରୁଖା ଏବଂ ପଯେ ନବୈେଦ୍ଯ ଉତ୍ସର୍ଗ ପାଇଁ ବ୍ଯବହୃତ ହେଉଥିବା ପାତ୍ରସବୁ ନଇଗେଲେ। ଖାଣ୍ଟିସୁନା ଓ ରୂପା ରେ ନିର୍ମିତ ହାଇେଥିବା ସବୁକିଛି ପ୍ରହରୀ କପ୍ତାନ ନେଲେ।
Cross references
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।
ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ଗମନା-ଗମନ କରିବା ଓ ତୁମ୍ଭମାନଙ୍କର ପରମେଶ୍ବର ହବୋ। ଆଉ ତୁମ୍ଭମାନେ ଆମ୍ଭର ଲୋକ ହବେ।
ତା'ପରେ ମାଶାେ ହାରୋଣଙ୍କୁ କହିଲେ, ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନଇେ ତହିଁ ମଧିଅରେ ୟଜ୍ଞବଦେୀରୁ ଅଗ୍ନି ଦିଅ। ଏଥି ରେ ଧୂପ ଦଇେ ଶୀଘ୍ର ମଣ୍ତଳୀ ନିକଟକୁ ୟାଇ ସମାନଙ୍କେ ନିମନ୍ତେ ପ୍ରାଯଶ୍ଚିତ କର। କାରଣ ସଦାପ୍ରଭୁ ଅତି କୋରଧିତ ହାଇେଛନ୍ତି, ମହାମରୀ ବ୍ଯାପି ଗଲାଣି।
ସ୍ୱର୍ଣ୍ଣବେଦି, ବିଶେଷ ରୋଟି ରଖିବା ପାଇଁ ସ୍ୱର୍ଣ୍ଣମୟ ମେଜ, ଦକ୍ଷିଣ ପାର୍ଶ୍ୱରେ ପାଞ୍ଚୋଟି ସୁବର୍ଣ୍ଣର ଦ୍ୱୀପରୁଖା ଓ ମହାପବିତ୍ର ସ୍ଥାନର ଉତ୍ତର ପାର୍ଶ୍ୱରେ ପାଞ୍ଚୋଟି ଦ୍ୱୀପରୁଖା ସୁବର୍ଣ୍ଣର ଦ୍ୱୀପ,
ପୁଣି ନବୂସରଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନଇଗେଲା।
ଶଲୋମନ ଦଶଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ସହେି ବୃହତ୍ କୁଣ୍ତର ଦକ୍ଷିଣ ପାଶର୍ବ ରେ ଏବଂ ଅନ୍ୟ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାଶର୍ବ ରେ ରଖିଲେ। ହାମବେଳିକୁ ଉତ୍ସର୍ଗ କରିବା ପରେ ଧୋଇବ ନିମନ୍ତେ ଏହି ଦଶଟି ପ୍ରକ୍ଷାଳନ ପାତ୍ର ବ୍ଯବହାର କରାୟାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡ ରେ କବଳେ ଯାଜକମାନେ ପ୍ରକ୍ଷାଳନ କରିବେ।
ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।
ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।