Home Bibles ଯିରିମିୟ 51:8 · ଓଡ଼ିଆ ବାଇବେଲ
ଯିରିମିୟ 51:8 · ଓଡ଼ିଆ ବାଇବେଲ

ବାବିଲ ଅକସ୍ମାତ୍ ପତିତ ଓ ବିନଷ୍ଟ ହାଇେଛି। ତାହା ପାଇଁ କ୍ରନ୍ଦନ କର, ତାହାର ବଦନୋ ପାଇଁ ଔଷଧ ଦିଅ। ସେ ହୁଏତ ସୁସ୍ଥ ହାଇପୋରିବ।

Cross references

ଯିଶାଇୟ 13:6

ସଦାପ୍ରଭୁଙ୍କର ସ୍ବତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତବେେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ବର ସର୍ବଶକ୍ତିମାନ ଏହା ଘଟିବାକୁ ଦବେେ।

ଯିଶାଇୟ 21:9

ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ବାରୋହୀ ସୈନ୍ଯ ଆସୁଛନ୍ତି।'

ଯିଶାଇୟ 47:9

ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।

ଯିରିମିୟ 8:22

ଗିଲିଯଦ ରେ ଔଷଧ ଅଛି ଓ ସଠାେ ରେ ବୈଦ୍ଯମାନେ ମଧ୍ଯ ଅଛନ୍ତି। ତବେେ ମାରେ ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାଁନ୍ତି ?

ଯିରିମିୟ 30:12

ପୁଣି ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର କ୍ଷତ ଦୁରା ରୋଗ୍ଯ ଓ ତୁମ୍ଭମାନଙ୍କର ଘା କବେେ ପୂରଣ ହବେ ନାହିଁ।

ଯିରିମିୟ 46:11

ହେ ମିଶରର ଅନୂଢ଼ା କନ୍ଯା, ତୁମ୍ଭେ ଗିଲିଯଦଠାରୁ ଔଷଧ ନିଅ। ମାତ୍ର ତୁମ୍ଭେ ଯାହା ଔଷଧ ନେଲେ ମଧ୍ଯ ତାହା ବ୍ଯର୍ଥ ହବେ, ତୁମ୍ଭେ ଆରୋଗ୍ୟ ହବେ ନାହିଁ।

ଯିରିମିୟ 48:20

ମାଯାେବ ଧ୍ବଂସପ୍ରାପ୍ତ ହାଇେ ଲଜ୍ଜିତ ହାଇେଅଛି। ତେଣୁ ତୁମ୍ଭମାନେେ ହାହାକାର ଓ କ୍ରନ୍ଦନ କର। ମାୟୋବ ଧ୍ବଂସ ହାଇେଅଛି ବୋଲି ଅର୍ନୋନ ରେ ପ୍ରଚାର କର।

ଯିରିମିୟ 48:31

ତେଣୁ ଆମ୍ଭେ ମାୟୋବ ପାଇଁ ଓ ତା'ର ସମସ୍ତ ନିବାସୀ ପାଇଁ ହାହାକାର କରିବା। ଆଉ କୀ ହରେସର ଲୋକମାନଙ୍କ ପାଇଁ ମଧ୍ଯ ଆମ୍ଭେ ଶୋକ କରିବା।

ଯିରିମିୟ 50:2

ତୁମ୍ଭମାନେେ ଗୋଷ୍ଠୀଗଣ ମଧିଅରେ ପ୍ରକାଶ କରି ପ୍ରଚାର କର। ଧ୍ବଜା ଉଠାଇ ପ୍ରଚାର କର ଓ ଗୋପନ ନ ରଖି କୁହ, 'ବାବିଲ ହସ୍ତଗତ ହେଲା, ବଲେ ଲଜ୍ଜିତ ହେଲା ; ମରୋଦକ ବିସ୍ମିତ ହେଲା ; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦବେତା ସକଳ ବିସ୍ମିତ ହେଲେ।'

ଯିରିମିୟ 51:41

ଶେଶକ କିପରି ଅନ୍ୟମାନଙ୍କ ଦ୍ବାରା ନିଆଗଲା ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି, ବାବିଲ କମେିତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଭୟର ପାତ୍ର ହାଇେଅଛି।

ଯିହିଜିକଲ 27:30

ସମାନେେ ତୁମ୍ଭ ଉଦ୍ଦେଶ୍ଯ ରେ ଅତିଶଯ ଦୁଃଖିତ ହାଇେ କ୍ରନ୍ଦନ କରିବେ। ପୁଣି ସମାନେେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମ ରେ ଗଡ଼ିବେ।

ଯିହିଜିକଲ 30:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବିଷ୍ଯତବାକ୍ଯ ପ୍ରଚାର କରି କୁହ, 'ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି,

ଦାନିଏଲ 5:24

ତେଣୁ ସହେି କାରଣରୁ ପରମେଶ୍ବରଙ୍କର ହସ୍ତ ପ୍ ରରେିତ ଲିଖିତ ହେଲା ଓ ଏହି ଲଖାେ ଲିଖିତ ହେଲା।

ଦାନିଏଲ 5:31

ପୁଣି ମାଦୀଯ ଦାରିଯାବସ ରାଜ୍ଯ ପ୍ରାପ୍ତ ହେଲା। ସେ ସମୟରେ ତାହାର ବଯସ ବାଷଠି ବର୍ଷ ହାଇେଥିଲା।

ନାହୂମ 3:19

ହେ ନୀନିବୀ, ତୁମ୍ଭେ ଭୟଙ୍କର ଭାବରେ କ୍ଷତ ବିକ୍ଷତ ହାଇେଛ। କିଛି ତୁମ୍ଭର କ୍ଷତକୁ ଆରୋଗ୍ୟ କରିପାରିବ ନାହିଁ। ଯେ କହେି ତୁମ୍ଭ ବିଷଯ ରେ ସଂବାଦ ଶୁଣେ ସମାନେେ ତାଳି ମାରନ୍ତି। ସମାନେେ ସମସ୍ତେ ଖୁସି ହୁଅନ୍ତି କାରଣ ସମାନେେ ସମସ୍ତେ ତୁମ୍ଭମାନଙ୍କର ଭୂଲ ଯୋଗୁ ସର୍ବଦା ପିଡୀତ ହେଉଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:8

ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:2

ସେ ଦୂତ ବହୁତ ଉଚ୍ଚ ସ୍ବର ରେ ପାଟିକରି କହିଲେ :

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:8

ସେଥିପାଇଁ ଗୋଟିଏ ଦିନ ଭିତ ରେ ଏହି କ୍ଲେଶ ତାକୁ ଆକ୍ରମଣ କରିବ : ମୃତ୍ଯୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନି ରେ ଜଳିୟିବ, କାରଣ ପ୍ରଭୁ ପରମେଶ୍ବର ତା'ର ବିଚାର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:17

ଘଣ୍ଟାକ ମଧିଅରେ ଏହି ସମସ୍ତ ବିଶାଳ ସମ୍ପତ୍ତି ନଷ୍ଟ କରିଦିଆଗଲା।

Interlinear

Choose Theme