ବାବିଲ ସଦାପ୍ରଭୁଙ୍କ ହସ୍ତ ରେ ଏକ ସୁବର୍ଣ୍ଣ ପାତ୍ର ସ୍ବରୂପ ହାଇେଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସମାନେେ ଉନ୍ମତ୍ତ ହାଇେଅଛନ୍ତି।
Cross references
ସହେି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷଯ ରେ ଏହି ଉପହାସ ଗୀତ ଗାନ କରିବ।
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।
ଏବଂ ସମାନେେ ବହୁଦେଶର ଓ ମହାନ ରାଜାମାନଙ୍କର କ୍ରୀତଦାସ ହବେେ। ଆଉ ଆମ୍ଭେ ସମାନଙ୍କେ କାର୍ୟ୍ଯକଳାପନୁସା ରେ ଓ ସମାନଙ୍କେ ହସ୍ତକୃତ କର୍ମାନୁସା ରେ ସମାନଙ୍କେୁ ପ୍ରତିଫଳ ଦବୋ।
ତାହା ପାନ କରି ସମାନେେ ବାନ୍ତିକରି ଏଣେ ତଣେେ ଟଳମଳ ହବେେ। ପୁଣି ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ ପଠାଇଥିବା ଖଡ୍ଗ ହତେୁ ସମାନେେ ଉନ୍ମତ୍ତ ହବେେ।
ତାହାର ଜଳାଶଯଗୁଡ଼ିକ ଖଡ୍ଗର ଆଘାତ ରେ ଜଳଶୂନ୍ଯ ହବେ। ଆଉ ତା'ର ଖାଦେିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହାଇେଅଛନ୍ତି ଓ ସମାନଙ୍କେ ପାଇଁ ମନ୍ଦଫଳ ଘଟିବ।
ସହେି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମଯ, ତାହାର ବକ୍ଷ ଓ ବାହୁ ରେ ୗପ୍ୟମଯ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମଯ ଥିଲା।
ପୃଥିବୀସ୍ଥ ମନୁଷ୍ଯ, ତନ୍ମଧ୍ଯସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ବରଙ୍କ ଶକ୍ତିଦ୍ବାରା ତୁମ୍ଭର ଶାସନାଧିନ ଅଟନ୍ତି। ଆଉ ସମାନଙ୍କେ ଉପ ରେ ଆପଣଙ୍କୁ କତ୍ତୁର୍ତ୍ବ ଦଇେଅଛନ୍ତି। ଆପଣ ହିଁ ସହେି ପ୍ରତିମାର ସୁବର୍ଣ୍ଣମଯ ମସ୍ତକ ଅଟନ୍ତି।
ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମଯ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦା ରେ ସ୍ଥାପନ କଲା।
ତୁମ୍ଭକୁ ଧିକ୍, ଯେଉଁମାନେ ପଡୋଳୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସହେି ଦ୍ରାକ୍ଷାରସ ରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖିପାରିବ।
ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।
ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।
ସହେି ସ୍ତ୍ରୀ ଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ୟୋଗୁ ଝଲକୁଥିଲା। ତା' ହାତ ରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସହେି ପାତ୍ରଟି ଘୃଣ୍ଯ ବିଷୟଗୁଡ଼ିକରେ ଓ ତା'ର ନିଜର ୟୌନଗତପାପର ଆବର୍ଜନା ରେ ପୂର୍ଣ୍ଣ ଥିଲା।
ପୃଥିବୀର ସବୁ ଲୋକମାନେ ତା'ର ବ୍ଯଭିଚାର ପାପର ଓ ପରମେଶ୍ବରଙ୍କର କୋରଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ଯଭିଚାର ପାପ କାର୍ୟ୍ଯ କରିଛନ୍ତି। ସଂସାରର ବ୍ଯବସାଯୀମାନେ ତାହାର ଧନ ରେ ଧନବାନ୍ ହାଇେଛନ୍ତି।
ତୋ ପାଖ ରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ'ପାଖ ରେ ବରକନ୍ଯାଙ୍କର ଆନନ୍ଦର ଧ୍ବନି ଆଉ କବେେ ହେଲେ ଶୁଣାୟିବ ନାହିଁ। ତୋ'ର ବ୍ଯବସାଯୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ'ର ଯାଦୁ ଶକ୍ତି ଦ୍ବାରା ପଥଭ୍ରଷ୍ଟ ହାଇେଥିଲେ।
ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।