କାରଣ ସମାନେେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସମାନେେ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ୟ୍ଯ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତ ରେ କରୁ ନ ଥିଲେ।
Cross references
ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।
ତହିଁରେ ଲୋକମାନେ କହିବେ: 'ସଦାପ୍ରଭୁ ସମାନଙ୍କେ ପରମେଶ୍ବର ମିଶର ଦେଶରକ୍ସ୍ଟ ସମାନଙ୍କେ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସମାନଙ୍କେ ସହିତ ଯେଉଁ ନିଯମ କରିଥିଲେ ତାହା ସମାନେେ ତ୍ଯାଗ କରିଅଛନ୍ତି।
ଯେଉଁ ଦବେତାମାନଙ୍କୁ ସମାନେେ ଜାଣି ନଥିଲେ ଓ ସେ ସମାନଙ୍କେୁ ନଇେ ନଥିଲେ, ସମାନେେ ୟାଇ ସହେି ଅନ୍ୟ ଦବେତାଗଣର ପୂଜା କଲେ ଓ ସମାନଙ୍କେର ସବୋ କଲେ।
ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।
ହେ ମାରେ ପରମେଶ୍ବର,
ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ୟ୍ଯନ୍ତ ଯାହା ଯାହା ଘଟିଅଛି, ସେ ସବୁ ରେ ତୁମ୍ଭେ ଧର୍ମମଯ ଅଟ। କାରଣ ତୁମ୍ଭେ ସତ୍ଯ ବ୍ଯବହାର କରିଅଛ। ମାତ୍ର ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।
ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି। କାରଣ ପରମେଶ୍ବର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନବୋ ବେଳେ ତୁମ୍ଭେ ତାହାଙ୍କୁ ପରିତ୍ଯାଗ କରିଅଛ।
ସମାନେେ ଶସ୍ଯକ୍ଷେତ୍ର ଜଗୁଆଳି ସଦୃଶ ୟିରୁଶାଲମକୁ ଚାରିଆଡ଼େ ଘରେି ରହିଛନ୍ତି। କାରଣ ସଦାପ୍ରଭୁ କହନ୍ତି, ସମାନେେ ଆମ୍ଭର ବିଦ୍ରୋହାଚାରିଣୀ ହାଇେଅଛନ୍ତି।
ଆଉ ତୁମ୍ଭମାନେେ ଯେତବେେଳେ ଯିରିମିୟଙ୍କୁ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।' ସେତବେେଳେ ତୁମ୍ଭେ ସମାନଙ୍କେୁ କହିବ, ' ଯେଉଁପ୍ରକା ରେ ତୁମ୍ଭମାନେେ ମାେତେ ପରିତ୍ଯାଗ କରିଛ ଏବଂ ମୂର୍ତ୍ତିଗଣର ସବୋ କରିଅଛ, ସହେିପରି ଭାବରେ ତୁମ୍ଭମାନେେ ବିଦେଶ ରେ ବିଦେଶୀଯମାନଙ୍କର ସବୋ କରିବ।
ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ଏହିସବୁ ପାଇଁ ସମାନଙ୍କେୁ ଦଣ୍ଡ ଦବୋ ନାହିଁ ? ଆମ୍ଭର ପ୍ରାଣ ଏହିସବୁ ଲୋକମାନଙ୍କଠାରୁ ପରିଶାଧେ ନବେ ନାହିଁ ?
ସଦାପ୍ରଭୁ କହନ୍ତି, ଏହିସବୁ କରିବା ଦ୍ବାରା ସମାନେେ କ'ଣ ମାେତେ ବିରକ୍ତ କରନ୍ତି ? ସମାନେେ ନିଜେ ଲଜ୍ଜିତ ହାଇେ ନାହାନ୍ତି କି ?
ଏହା ବୁଝିଲାଭଳି କୌଣସି ଜ୍ଞାନୀ ବ୍ଯକ୍ତି ଏଠା ରେ ଅଛନ୍ତି କି ? ସଦାପ୍ରଭୁଙ୍କ ଦ୍ବାରା ଶିକ୍ଷା ପାଇଥିବା ଓ ତାଙ୍କର ମୁଖ ନିଃସୃତ ବାଣୀକୁ ବ୍ଯକ୍ତ କରିବାକୁ କହେି ବ୍ଯକ୍ତି ଅଛି କି ? ଦେଶ କାହିଁକି ଧ୍ବଂସପ୍ରାପ୍ତ ହେଲା ଓ ପ୍ରାନ୍ତରସବୁ ଦଗ୍ଧିଭୂତ ହେଲା, କହେି ସଠାେ ରେ ୟାତାଯାତ କଲେ ନାହିଁ ?
ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।
ହେ ଯିରିମିୟ, ତୁମ୍ଭେ ଯେତବେେଳେ ଯିହୁଦାବାସୀଙ୍କୁ ଏସବୁ କଥା ଜଣାଇବ, ସମାନେେ ସେତବେେଳେ ତୁମ୍ଭକୁ ପଚାରିବେ, 'ସଦାପ୍ରଭୁ କାହିଁକି ଆମ୍ଭ ବିରୁଦ୍ଧ ରେ ଏହି ମହା ଅମଙ୍ଗଳ କଥା କହିଅଛନ୍ତି ? ଆମ୍ଭମାନେେ କି ଅପରାଧ କରିଅଛୁ ? ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ କି ପାପ କରିଅଛୁ ?
ତୁମ୍ଭେ ସମାନଙ୍କେୁ ଉତ୍ତର ରେ କହିବ, ସଦାପ୍ରଭୁ କହନ୍ତି, 'ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ଯାଗ କରିଅଛନ୍ତି।' ପୁଣି 'ଅନ୍ୟ ଦବେତାମାନଙ୍କର ପଶ୍ଚାତଗମନ କରି ସମାନଙ୍କେର ସବୋ କରିଅଛନ୍ତି ଓ ସମାନଙ୍କେର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ଯାଗ କରି ଆମ୍ଭର ବ୍ଯବସ୍ଥା ପାଳନ କରିନାହାଁନ୍ତି।