Home Bibles ଯିରିମିୟ 19:4 · ଓଡ଼ିଆ ବାଇବେଲ
ଯିରିମିୟ 19:4 · ଓଡ଼ିଆ ବାଇବେଲ

କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ଯାଗ କରିଛନ୍ତି। ସମାନେେ ଏହି ସ୍ଥାନକୁ ପରଦେଶୀଯ ଦବଗେଣ ରେ ପରିପୂର୍ଣ୍ଣ କରିଛନ୍ତି। ସମାନେେ ପୂର୍ବରୁ ପୂଜା କରୁ ନ ଥିବା ଦବଗେଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସମାନଙ୍କେର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦବଗେଣଙ୍କୁ ଜାଣି ନ ଥିଲେ ସହେିମାନଙ୍କୁ ସମାନେେ ଅନୁସରଣ କରୁଛନ୍ତି। ଏହସ ସ୍ଥାନକୁ ନିର୍ଦ୍ ଦୋଷମାନଙ୍କ ରକ୍ତ ରେ ପରିପୂର୍ଣ୍ଣ କରିଅଛନ୍ତି।

Cross references

ଦିତୀୟ ବିବରଣ 13:6

ଧରାଯାଉ ତୁମ୍ଭମାନଙ୍କର ନିଜ ଲୋକ, ଏପରିକି ତୁମ୍ଭର ନିଜ ଭାଇ, ତୁମ୍ଭର ପକ୍ସ୍ଟତ୍ର ବା କନ୍ଯା, ତୁମ୍ଭର ସ୍ତ୍ରୀ କିଅବା ଅନ୍ତରଙ୍ଗ ବନ୍ଧକ୍ସ୍ଟ ଏହା କହି ତୁମ୍ଭକୁ ପ୍ରଲୋଭିତ କରିବାକୁ ଚୋଷ୍ଟାକରେ, 'ଗ୍ଭଲ ଅନ୍ୟ ଦବଗେଣଙ୍କର ପୂଜା କରିବା।' ଯେଉଁ ଦବେତାଗଣଙ୍କକ୍ସ୍ଟ ତୁମ୍ଭମାନେେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷ ଜାଣି ନାହାଁନ୍ତି।

ଦିତୀୟ ବିବରଣ 13:13

କେତକେ ମନ୍ଦ ଲୋକ କହି ପାରନ୍ତି, 'ଆସ ଆମ୍ଭେ ଅନ୍ୟ ଦବେତାମାନଙ୍କର ସବୋ କରିବା।' ଏହା କହି ସମାନେେ ସମାନଙ୍କେ ନଗର ନିବାସୀମାନଙ୍କୁ ପ୍ରଲୋଭିତ କରି ପାରନ୍ତି। (ଏହିସବୁ ଦବେତାମାନଙ୍କୁ ତୁମ୍ଭମାନେେ କବେେ ଜାଣି ନ ଥିଲ)।

ଦିତୀୟ ବିବରଣ 28:20

ତୁମ୍ଭେ ଯଦି କକ୍ସ୍ଟକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମକ୍ସ୍ଟଖ ହକ୍ସ୍ଟଅ, ତବେେ ସେ ତୁମ୍ଭର ସର୍ବଦା ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ୟ୍ଯ ରେ ହତୋତ୍ସାହ ଓ ଅସକ୍ସ୍ଟବିଧା ଜନ୍ମିବ। ତୁମ୍ଭେ ସଐୂର୍ଣ ଭାବରେ ବିନାଶ ହବୋ ପର୍ୟ୍ଯନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତକ୍ସ୍ଟମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠା ରେ ବିମକ୍ସ୍ଟଖ ହାଇେଛ ଓ ତାଙ୍କଠାରକ୍ସ୍ଟ ଦୂ ରଇେ ରହିଛ।

ଦିତୀୟ ବିବରଣ 28:36

ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକକ୍ସ୍ଟ ଆପଣା ଉପରେ ନିୟକ୍ସ୍ଟକ୍ତ କଲ ତୁମ୍ଭର ସହେି ରାଜାକକ୍ସ୍ଟ ତୁମ୍ଭର ଓ ତକ୍ସ୍ଟମ୍ଭ ପୂର୍ବପୁରୁଷ ଅଜ୍ଞାତ ଏକ ଗୋଷ୍ଠୀଯ ଲୋକଙ୍କ ନିକଟକକ୍ସ୍ଟ ନିର୍ବାସିତ କରିବେ। ଏବଂ ସଠାେରେ ତୁମ୍ଭମାନେେ କାଠ ପଥର ଦବେତାମାନଙ୍କର ସବୋ କରିବ।

ଦିତୀୟ ବିବରଣ 28:64

ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।

ଦିତୀୟ ବିବରଣ 31:16

ସେତବେେଳେ ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କରିବ। ଏହାପରେ ଏହି ଲୋକମାନେ ଉଠିବେ। ପକ୍ସ୍ଟଣି ଯେଉଁ ଦେଶ ରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସହେି ସ୍ଥାନ ରେ ବିଦେଶୀଯ ଦବଗେଣର ଅନକ୍ସ୍ଟଗାମୀ ହାଇେ ବ୍ଯଭିଗ୍ଭର କରିବେ ଓ ଆମ୍ଭକକ୍ସ୍ଟ ତ୍ଯାଗ କରିବେ। ଆମ୍ଭେ ସମାନଙ୍କେ ସହିତ ଯେଉଁ ନିଯମ କରିଅଛକ୍ସ୍ଟ, ତାହା ଲଙ୍ଘନ କରିବେ।

ଦିତୀୟ ବିବରଣ 32:15

କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।

ଦିତୀୟ ବିବରଣ 32:17

ସମାନେେ ବଳିଦାନ କଲେ ସହେିମାନଙ୍କ ଉଦ୍ଦେଶ୍ଯ ରେ ଯେଉଁମାନେ ବାସ୍ତବ ରେ ଦବେତା ନକ୍ସ୍ଟହଁନ୍ତି। ଯେଉଁମାନେ ନୂତନ ଦବଗେଣ ଥିଲେ, ସମାନେେ ତାଙ୍କୁ ଜାଣି ନ ଥିଲେ। ସହେି ନୂତନ ଦବଗେଣମାନଙ୍କୁ ତାଙ୍କର ପୂର୍ବପୁରୁଷମାନେ ମଧ୍ଯ ଜାଣି ନ ଥିଲେ।

ବିଚାରକର୍ତାମାନଙ୍କ ବିବରଣ 5:8

ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।

ଦିତୀୟ ରାଜାବଳୀ 21:4

ପୁଣି ଆମ୍ଭେ ୟିରୁଶାଲମ୍ ରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷଯ ରେ କହିଥିଲେ। ସଦାପ୍ରଭୁଙ୍କ ସହେି ମନ୍ଦିର ରେ ସେ ୟଜ୍ଞବଦେି ନିର୍ମାଣ କଲେ।

ଦିତୀୟ ରାଜାବଳୀ 21:16

ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'

ଦିତୀୟ ରାଜାବଳୀ 22:16

'ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ବିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ଯ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା।

ଦିତୀୟ ରାଜାବଳୀ 23:11

ଆହୁରି ମନ୍ଦିରର ସୀମାନ୍ତବର୍ତ୍ତୀ ନଥନ-ମଲକେ ନାମକ ନଫୁସକର କଠାେରୀ ନିକଟସ୍ଥ ସଦାପ୍ରଭୁଙ୍କ ମନ୍ଦିରର ପ୍ରବେଶ ସ୍ଥାନ ସମୀପରେ ଯିହୁଦାର ରାଜାମାନେ ସୂର୍ୟ୍ଯ ଉଦ୍ଦେଶ୍ଯ ରେ ଯେଉଁ ଅଶ୍ବମାନଙ୍କୁ ଦଇେଥିଲେ, ସେ ସମାନଙ୍କେୁ ନଇେ ଗଲେ ଓ ସହେି ସୂର୍ୟ୍ଯ ଦବେତାର ରଥଗୁଡିକୁ ଅଗ୍ନି ରେ ଦଗ୍ଧ କରାଗଲା।

ଦିତୀୟ ରାଜାବଳୀ 24:4

କାରଣ ମନଃଶି ବହୁ ନୀରିହ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯାକରି ସମାନଙ୍କେ ରକ୍ତ ରେ ୟିରୁଶାଲମ୍କୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସହେି ପାପ ପାଇଁ କ୍ଷମା କରିବେ ନାହିଁ।

ଦିତୀୟ ବଂଶାବଳୀ 33:4

ମନଃଶି ସଦାପ୍ରଭୁଙ୍କ ମନ୍ଦିର ରେ ୟଜ୍ଞବଦେୀମାନ ନିର୍ମାଣ କଲେ। ସଦାପ୍ରଭୁ ଏହି ମନ୍ଦିର ବିଷଯ ରେ ଏହା କହିଲେ, ୟିରୁଶାଲମ ରେ ଆମ୍ଭ ନାମ ଚିରକାଳ ରହିବ।

ଗୀତସଂହିତା 106:38

ପରମେଶ୍ବରଙ୍କର ଲୋକମାନେ ନିରୀହ ପିଲାମାନଙ୍କୁ ହତ୍ଯା କଲେ। ସମାନେେ ମଧ୍ଯ ସମାନଙ୍କେ ନିଜ ସନ୍ତାନମାନଙ୍କୁ ହତ୍ଯା କରି ମିଥ୍ଯା ଦବଗେଣ ନିକଟରେ ବଳି ଦେଲେ। ତଣେୁ ଭୂମି, ହତ୍ଯା ପାପରେ ଦୂଷିତ ହାଇଗେଲା।

ଯିଶାଇୟ 59:7

ସମାନଙ୍କେର ପାଦ ଦୁଷ୍କର୍ମ ଆଡ଼କୁ ଧାବିତ ହୁଏ ଓ ସମାନେେ ନିର୍ଦ୍ ଦୋଷ ରେ ରକ୍ତପାତ କରିବାକୁ ଅଗ୍ରସର ହୁଅନ୍ତି। ସମାନଙ୍କେର ଚିନ୍ତାସବୁ ଅଧର୍ମର ଚିନ୍ତା। ସମାନଙ୍କେ ପଥରେ ଧ୍ବଂସ ଓ ବିନାଶ ଥାଏ।

ଯିଶାଇୟ 65:11

ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କୁ ପରିତ୍ଯାଗ କରିଅଛ ଓ ଆମ୍ଭର ପବିତ୍ର ପର୍ବତକୁ ପାଶୋରି ଅଛ। ଭଣ୍ଡ ଦବେତା ଉଦ୍ଦେଶ୍ଯ ରେ ମଜେ ସଜାଉଛ ଓ ନିରୁପଣୀ ଦବେୀ ଉଦ୍ଦେଶ୍ଯ ରେ ମିଶ୍ରିତ ଦ୍ରାକ୍ଷାରସ ପୂରଣ କରୁଅଛ।

ଯିରିମିୟ 2:13

କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସମାନେେ ମାେତେ ପରିତ୍ଯାଗ କରିଛନ୍ତି ଯଦିଓ ମୁଁ ଏକ ଜୀବନଦାଯିନୀ ନିର୍ଝର ଅଟେ ଓ ଦ୍ବିତୀୟ ରେ ନିଜ ପାଇଁ ସମାନେେ ବହୁ ଜଳକୁଣ୍ଡ ଖାେଳିଛନ୍ତି। ମାତ୍ର ସହେି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।

ଯିରିମିୟ 2:17

ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି। କାରଣ ପରମେଶ୍ବର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନବୋ ବେଳେ ତୁମ୍ଭେ ତାହାଙ୍କୁ ପରିତ୍ଯାଗ କରିଅଛ।

ଯିରିମିୟ 2:19

ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।

ଯିରିମିୟ 2:30

ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।

ଯିରିମିୟ 2:34

ତୁମ୍ଭ ହସ୍ତ ରେ ଦରିଦ୍ର ନିର୍ଦ୍ ଦୋଷ ପ୍ରାଣର ରକ୍ତ ଦଖାୟୋଏ। ଏହି ରକ୍ତ ସିନ୍ଧିକାଟିବା କୌଣସି ଲୁଣ୍ଠନକାରୀର ନୁହେଁ। ତୁମ୍ଭେ ବିନାକାରଣ ରେ ରକ୍ତପାତ କରିଛ।

ଯିରିମିୟ 5:6

ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।

ଯିରିମିୟ 7:9

ତୁମ୍ଭମାନେେ କ'ଣ ଚୋରି, ନରହତ୍ଯା, ବ୍ଯଭିଚାର, ମିଥ୍ଯାଶପଥ, ବାଲଦବେ ଉଦ୍ଦେଶ୍ଯ ରେ ଧୂପଦାନ ଓ ତୁମ୍ଭମାନେେ ଜାଣି ନ ଥିବା ଅନ୍ୟ ଦବଗେଣର ପଶ୍ଚାତଗମନ କରିବ ?

ଯିରିମିୟ 7:31

ସମାନେେ ନିଜ ନିଜର ପୁତ୍ରକନ୍ଯାମାନଙ୍କୁ ଅଗ୍ନି ରେ ଦଗ୍ଧ କରିବା ପାଇଁ ହିନ୍ନୋମ ପୁତ୍ରର ଉପତ୍ୟକା ରେ ତୋଫତର ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କରିଅଛନ୍ତି। ଏହା ଆମ୍ଭେ କବେେ ଆଜ୍ଞା କରି ନାହୁଁ କିଅବା ଆମ୍ଭ ମନ ରେ ସେ ଭାବ କବେେ ଉଦଯ ହାଇେ ନାହିଁ।

ଯିରିମିୟ 11:13

ହେ ଯିହୁଦାର ଲୋକମାନେ, ତୁମ୍ଭମାନଙ୍କର ମୂର୍ତ୍ତିମାନଙ୍କର ସଂଖ୍ଯା ସଠାେ ରେ ଅଧିବାସୀମାନଙ୍କ ସହିତ ସମାନ। ୟିରୁଶାଲମର ରାଜପଥଗୁଡ଼ିକର ସଂଖ୍ଯା ପରି, ତୁମ୍ଭମାନେେ ବହୁତ ବଦେୀ ନିର୍ମାଣ କଲ, ବାଲ୍ ନିମନ୍ତେ ସୁଗନ୍ଧି ଧୂପ ଜଳାଇବା ପାଇଁ।

ଯିରିମିୟ 15:6

ସଦାପ୍ରଭୁ କହନ୍ତି, ହେ ୟିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ଯ କରିଅଛ, ତୁମ୍ଭେ ପଛକୁ ହଟି ୟାଇଅଛ। ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧ ରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ। ଆମ୍ଭେ କ୍ଷମା କରି କ୍ଲାନ୍ତ ହାଇେଅଛୁ।

ଯିରିମିୟ 16:11

ତୁମ୍ଭେ ସମାନଙ୍କେୁ ଉତ୍ତର ରେ କହିବ, ସଦାପ୍ରଭୁ କହନ୍ତି, 'ତୁମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭକୁ ପରିତ୍ଯାଗ କରିଅଛନ୍ତି।' ପୁଣି 'ଅନ୍ୟ ଦବେତାମାନଙ୍କର ପଶ୍ଚାତଗମନ କରି ସମାନଙ୍କେର ସବୋ କରିଅଛନ୍ତି ଓ ସମାନଙ୍କେର ପୂଜା କରିଅଛନ୍ତି। ଆଉ ଆମ୍ଭକୁ ପରିତ୍ଯାଗ କରି ଆମ୍ଭର ବ୍ଯବସ୍ଥା ପାଳନ କରିନାହାଁନ୍ତି।

ଯିରିମିୟ 17:13

ହେ ଇଶ୍ରାୟେଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ଯାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହବେେ। ଯେଉଁମାନେ ମାେ ନିକଟରୁ ପ୍ରସ୍ଥାନ କରନ୍ତି, ସମାନଙ୍କେର ନାମ ଧୂଳି ରେ ଲିଖିତ ହବେ, କାରଣ ସମାନେେ ଅମୃତ ଜଳର ନିର୍ଝର ସ୍ବରୂପ ସଦାପ୍ରଭୁଙ୍କୁ ତ୍ଯାଗ କରିଅଛନ୍ତି।

ଯିରିମିୟ 18:15

ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାଶୋରି ଅସାର ଦବଗେଣଙ୍କୁ ଧୂପ ଉତ୍ସର୍ଗ କରିଛନ୍ତି। ଆଉ ସମାନେେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସମାନଙ୍କେୁ ଗମନ କରାଇବା ନିମନ୍ତେ ପ୍ରବର୍ତ୍ତାଇଛନ୍ତି। ସମାନଙ୍କେ ପୁରାତନ ପଥରେ ବିଘ୍ନ ଜନ୍ମାଇ ଅଛନ୍ତି।

ଯିରିମିୟ 22:17

ମାତ୍ର ହେ ଯିହାୟୋଦାରକୀମ, ତୁମ୍ଭେ କବଳେ ନିଜର ସ୍ବାର୍ଥ ଦେଖିଛ, ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ଯ ଓ ନିର୍ଦ୍ ଦୋଷର ରକ୍ତପାତ ରେ ବୁଡ଼ି ରହିଛି।

ଯିରିମିୟ 26:15

ତୁମ୍ଭମାନେେ ଯଦି ମାେତେ ବଧ କରିବ, ତବେେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପ ରେ, ଏହି ନଗର ଉପ ରେ ଓ ତଦନିବାସୀମାନଙ୍କ ଉପ ରେ ନିର୍ଦ୍ ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚର ରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମାେତେ ପ୍ ରରଣେ କରିଅଛନ୍ତି, ଏହା ସତ୍ଯ।

ଯିରିମିୟ 26:23

ତହୁଁ ସମାନେେ ଉରିଯକୁ ମିଶରରୁ ଆଣି ଯିହାୟୋଦାରକୀମ୍ ନିକଟରେ ଉପସ୍ଥିତ କରାଇଲେ। ରାଜାଙ୍କ ଆଦେଶ ରେ ଉରିଯକୁ ଖଡ୍ଗ ରେ ବଧ କରାଗଲା ଓ ଦରିଦ୍ର ଲୋକମାନଙ୍କ କବର ସ୍ଥାନ ରେ ତାହାର ଶବ ପକାଗଲା।

ଯିରିମିୟ 32:29

ଆଉ କଲଦୀଯମାନେ ଏହି ନଗର ବିରୁଦ୍ଧ ରେ ସମାନଙ୍କେର ଆକ୍ରମଣ ଆରମ୍ଭ କରିଦଇେଛନ୍ତି, ସମାନେେ ଖୁବଶୀଘ୍ର ଏହି ନଗର ରେ ପ୍ରବେଶ କରି ଅଗ୍ନି ଲଗାଇବେ। ଯେଉଁସବୁ ଗୃହଗୁଡ଼ିକରେ ବାଲଦବେ ପାଇଁ ନବୈେଦ୍ଯ ଉତ୍ସର୍ଗ କରିଥିଲେ ଓ ଆମ୍ଭଙ୍କୁ କୋରଧିତ କରିବା ପାଇଁ ଅନ୍ୟ ଦବେତାମାନଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କଲ, ସମାନେେ ସହେିସବୁ ଗୃହଗୁଡ଼ିକୁ ଦଗ୍ଧ କରିବେ।

ଯିରିମିୟ 44:3

କାରଣ ସମାନେେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସମାନେେ ଅନ୍ୟ ଦବଗେଣଙ୍କ ଉଦ୍ଦେଶ୍ଯ ରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ୟ୍ଯ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତ ରେ କରୁ ନ ଥିଲେ।

ଯିରିମିୟଙ୍କ ବିଳାପ 4:13

ଏହା ଘଟିଲା, କାରଣ ୟିରୁଶାଲମର ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ପାପ କଲେ। ଏବଂ ସମାନେେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।

ଯିହିଜିକଲ 8:11

ପୁଣି ସେ ସବୁର ସମ୍ମୁଖ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହାଇେଅଛନ୍ତି ଓ ସମାନଙ୍କେ ମଧ୍ଯ ସ୍ଥାନ ରେ ଶାଫନର ପୁତ୍ର ୟାସନିଯ ଠିଆ ହାଇେଅଛି। ପ୍ରେତ୍ୟକକ ଲୋକ ନିଜ ନିଜ ଧୂପଦାନୀ ହସ୍ତ ରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଉର୍ଦ୍ଧ୍ବକୁ ଉଠୁଅଛି।

ଦାନିଏଲ 9:5

ମାତ୍ର, ହେ ସଦାପ୍ରଭୁ, ଆମ୍ଭମାନେେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହାଇେଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ଯାଗ କରିଅଛୁ।

ମାଥିଉଲିଖିତ ସୁସମାଚାର 23:34

ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।

Interlinear

Choose Theme