Home Bibles ଦିତୀୟ ବିବରଣ 29:26 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 29:26 · ଓଡ଼ିଆ ବାଇବେଲ

ଯେଉଁ ଦବେତାମାନଙ୍କୁ ସମାନେେ ଜାଣି ନଥିଲେ ଓ ସେ ସମାନଙ୍କେୁ ନଇେ ନଥିଲେ, ସମାନେେ ୟାଇ ସହେି ଅନ୍ୟ ଦବେତାଗଣର ପୂଜା କଲେ ଓ ସମାନଙ୍କେର ସବୋ କଲେ।

Cross references

ଦିତୀୟ ବିବରଣ 28:64

ସଦାପ୍ରଭୁ ପୃଥିବୀର ଏକ ସୀମାରକ୍ସ୍ଟ ଅନ୍ୟସୀମା ପର୍ୟ୍ଯନ୍ତ ସମସ୍ତ ଗୋଷ୍ଠୀ ମଧିଅରେ ତୁମ୍ଭକୁ ଛିନ୍ନ ଭିନ୍ନ କରିବେ। ଆଉ ସଠାେରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବ ପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତୀ ପୂଜା କରିବ।

ବିଚାରକର୍ତାମାନଙ୍କ ବିବରଣ 2:12

ସଦାପ୍ରଭୁ ମିଶରରକ୍ସ୍ଟ ସହେି ଲୋକମାନଙ୍କୁ ଇଶ୍ରାୟେଲକକ୍ସ୍ଟ ଆଣିଥିଲେ। ଏବଂ ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସବୋ କରୁଥିଲେ। କିନ୍ତୁ ଏହାପରେ ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ଦବେତାଙ୍କୁ ସବୋ କରିବାକୁ ଲାଗିଲେ, ଯେଉଁମାନେ ସମାନଙ୍କେ ଚତଃପାଶର୍‌ବ ରେ ରହକ୍ସ୍ଟଥିଲେ। ଏହା ସଦାପ୍ରଭୁଙ୍କର କୋରଧ ଉତ୍ପନ୍ନ କଲା।

ବିଚାରକର୍ତାମାନଙ୍କ ବିବରଣ 5:8

ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।

ଦିତୀୟ ରାଜାବଳୀ 17:7

ଏସବୁ ଘଟିବାର କାରଣ ହେଲା ଇଶ୍ରାୟେଲୀୟମାନେ ସଦାପ୍ରଭୁ ସମାନଙ୍କେ ପରମେଶ୍ବର ବିରୁଦ୍ଧ ରେ ପାପକର୍ମ କରିଥିଲେ। ଯେଉଁ ସଦାପ୍ରଭୁ ସମାନଙ୍କେୁ ମିଶରରୁ ଅଣାଇ ଥିଲେ ଓ ମିଶରର ରାଜା ଫାରୋଙ୍କ ହସ୍ତରୁ ସମାନଙ୍କେୁ ଉଦ୍ଧାର କରିଥିଲେ, ସମାନେେ ତାଙ୍କୁ ପୂଜା ନ କରି ଅନ୍ୟ ଦବେତାମାନଙ୍କୁ ପୂଜା କଲେ।

ଦିତୀୟ ବଂଶାବଳୀ 36:12

ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କର୍ମ କଲେ ନାହିଁ। ଭବିଷ୍ଯତ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିଯ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।

ଯିରିମିୟ 19:3

ଆଉ କୁହ, ' ହେ ଯିହୁଦାର ରାଜାଗଣ ଓ ୟିରୁଶାଲମ ନିବାସୀମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ୟିଏ ଶୁଣିବ ସେ ଭୟ ରେ ଶିହିରି ଉଠିବ।

ଯିରିମିୟ 44:2

ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ୟିରୁଶାଲମ ଉପ ରେ ଓ ଯିହୁଦାର ସବୁ ନଗର ଉପ ରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ ତାହା ତୁମ୍ଭମାନେେ ଦେଖିଅଛ। ଆଉ ସଗେୁଡ଼ିକ ଜନମାନବ ଶୂନ୍ଯ ପ୍ରସ୍ତର ଗଦା ରେ ଆଜି ପରିଣତ ହାଇେଅଛି।

Interlinear

Choose Theme