Home Bibles ☰ Books ଗୀତସଂହିତା 119:170 · ଓଡ଼ିଆ ବାଇବେଲ
ଗୀତସଂହିତା 119:170 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣ। ତୁମ୍ଭର ପ୍ରତିଜ୍ଞା ଅନୁସାରେ ମାେତେ ରକ୍ଷା କର।

Cross references

ଆଦି ପୁସ୍ତକ 32:9

ସେତବେେଳେ ଯାକୁବ କହିଲା, ହେ ମାରେ ପିତା ଅବ୍ରହାମଙ୍କର ପରମେଶ୍ବର! ମାରେପିତା ଇସ୍ହାକର ପରମେଶ୍ବର! ହେ ସଦାପ୍ରଭୁ ତୁମ୍ଭେ ମାେତେ କହିଲ, ମାରେ ଜନ୍ମିତ ସ୍ଥାନକୁ ଫରେିୟିବା ପାଇଁ। ତୁମ୍ଭେ ମାରେ ସହାୟ ହବେ।

ଦିତୀୟ ଶାମୁୟେଲ 7:25

ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ତୁମ୍ଭର ଦାସ ବିଷଯ ରେ ଓ ତାହାର ପରିବାର ବିଷଯ ରେ ଯେଉଁ କଥା କହିଅଛ, ଦୟାକରି ତୁମ୍ଭେ ପ୍ରତିଜ୍ଞା ପୂରଣ କର। ରାଜାମାନଙ୍କର ଚିରଦିନ ପାଇଁ ମାରେ ପରିବାରକକ୍ସ୍ଟ ଗୋଟିଏ ରାଜ ବଂଶ ରେ ପ୍ରତିଷ୍ଠା କର।

ଗୀତସଂହିତା 28:2

ହେ ସଦାପ୍ରଭୁ, ମୁଁ ମାରେ ଦୁଇହାତ ଟକେି ତୁମ୍ଭର ମହାପବିତ୍ରସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି। ମୁଁ ଯେତବେେଳେ ତୁମ୍ଭକୁ ଡ଼ାକୁଛି। ମାେ ନିବଦନେ ଟିକେ ଶୁଣ। ମାେ ପ୍ରତି କୃପା ପ୍ରଦର୍ଶନ କର।

ଗୀତସଂହିତା 31:2

ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।

ଗୀତସଂହିତା 89:20

ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।

ଗୀତସଂହିତା 119:41

ହେ ସଦାପ୍ରଭୁ, ମାେ ପ୍ରତି ତୁମ୍ଭର ପ୍ରମେ ପ୍ରଦର୍ଶନ କର। ତୁମ୍ଭର ପ୍ରତିଜ୍ଞାନୁସାରେ ମାେତେ ପରିତ୍ରାଣ କର।

ଗୀତସଂହିତା 119:94

ମୁଁ ତୁମ୍ଭର, ତଣେୁ ମାେତେ ରକ୍ଷା କର। କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁର ଅନ୍ବଷେଣ କରିଅଛ।

ଯିରିମିୟ 37:20

କିନ୍ତୁ ବର୍ତ୍ତମାନ ହେ ମାରେ ପ୍ରଭୁ, ମହାରାଜ, ମାରେ ଅନୁ ରୋଧ ରକ୍ଷାକରି ମାରେ କଥା ଶ୍ରବଣ କରନ୍ତୁ, ଆପଣ ୟୋନାଥନ୍ ଲେଖକର ଗୃହକୁ ମାେତେ ପୁନର୍ବାର ପଠାନ୍ତୁ ନାହିଁ। ତାହା ହେଲେ ସଠାେ ରେ ମୁଁ ମରିୟିବି। ମୁଁ ନିବଦନେ କରୁଛି, ମାରେ ଏହି ଅନୁରୋଧ ଆପଣଙ୍କ ଛାମୁ ରେ ଗ୍ରାହ୍ଯ ହେଉ।

ଯିରିମିୟ 42:2

ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।

Interlinear

Choose Theme