Home Bibles ☰ Books ଯିହିଜିକଲ 5:3 · ଓଡ଼ିଆ ବାଇବେଲ
ଯିହିଜିକଲ 5:3 · ଓଡ଼ିଆ ବାଇବେଲ

ପୁଣି ତୁମ୍ଭେ ଅଳ୍ପ ପରିମାଣର କେଶ ନଇେ ଆପଣା ବସ୍ତ୍ରାଞ୍ଚଳ ରେ ବାନ୍ଧିବ।

Cross references

ଦିତୀୟ ରାଜାବଳୀ 25:12

ସେ କବଳେ ଦରିଦ୍ରତମ ଲୋକମାନଙ୍କୁ ଛାଡି ଗଲା କାରଣ ସମାନେେ ଦ୍ରାକ୍ଷା କ୍ଷତେ ଓ ଅନ୍ଯାନ୍ଯ ଶସ୍ଯର ଯତ୍ନ ନବେେ।

ଯିରିମିୟ 39:10

କିନ୍ତୁ ସହେି ପ୍ରହରୀବର୍ଗ ରେ ସନୋପତି ନବୂଷରଦନ୍ କେତକେ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶ ରେ ଛାଡ଼ିଗଲା, ଆଉ ସମାନଙ୍କେୁ ସହେିଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦଲୋ।

ଯିରିମିୟ 40:6

ତେଣୁ ଯିରିମିୟ ମିସ୍ତ୍ରା ରେ ଅହୀକାମର ପୁତ୍ର ଗଦଲିଯ ନିକଟକୁ ୟାଇ ଅବଶିଷ୍ଟ ଲୋକମାନଙ୍କ ମଧିଅରେ ଯିହୁଦା ରେ ତାଙ୍କ ସଙ୍ଗେ ବାସ କଲେ।

ଯିରିମିୟ 52:16

ମାତ୍ର ନବୂଷରଦନ୍ ଦେଶର ଦରିଦ୍ରତମ ଲୋକମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ରେ କାମ କରିବାକୁ ଓ କୃଷକ ହବୋକୁ ସଠାେ ରେ ଛାଡ଼ିଗଲା।

ମାଥିଉଲିଖିତ ସୁସମାଚାର 7:14

ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।

ଲୂକଲିଖିତ ସୁସମାଚାର 13:23

ଜଣେ କହେି ଯୀଶୁଙ୍କୁ କହିଲା, ପ୍ରଭୁ, କେତେ ଜଣ ଲୋକ ପରିତ୍ରାଣ ପାଇ ପାରିବେ? କ'ଣ ଅଳ୍ପ ଲୋକ?

ପିତରଙ୍କ ପ୍ରଥମ ପତ୍ 4:18

ଉତ୍ତମ ଲୋକ ରକ୍ଷା ପାଇବା ବଡ଼ କଠିନ। ତା ହେଲେ ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ ଓ ପାପରେ ପୂର୍ଣ୍ଣ ସମାନଙ୍କେର କ'ଣ ହବେ ?340

Interlinear

Choose Theme