Home Bibles ଯିହିଜିକଲ 45:16 · ଓଡ଼ିଆ ବାଇବେଲ
ଯିହିଜିକଲ 45:16 · ଓଡ଼ିଆ ବାଇବେଲ

ଦେଶର ସମସ୍ତ ଲୋକ ଇଶ୍ରାୟେଲର ଅଧିପତିଙ୍କ ପାଇଁ ଏହି ଉପହାର ଦବେେ।

Cross references

ଯାତ୍ରା ପୁସ୍ତକ 30:14

କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବଯସ୍କ ବ୍ଯକ୍ତି ୟିଏ କହେି ଗଣିତ ମଧିଅରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନବୈେଦ୍ଯ ଉତ୍ସର୍ଗ କରିବ।

ଯିଶାଇୟ 16:1

ତୁମ୍ଭମାନେେ ସେ ଦେଶର ରାଜାଙ୍କ ନିମନ୍ତେ ଏକ ଉପହାର ପଠାଅ। ତୁମ୍ଭମାନେେ ସେଲାରୁ ଏକ ମଷେଶାବକ ବିସ୍ତୃତ ପ୍ରାନ୍ତର ମଧ୍ଯ ଦଇେ ସିୟୋନ କନ୍ଯାର ପର୍ବତକୁ ପଠାଅ।

Interlinear

Choose Theme