ତୁମ୍ଭେ ଯିରିମିୟଙ୍କୁ ଦକେ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।
Cross references
କିନ୍ତୁ ପରମେଶ୍ବର, ସମାନଙ୍କେର ଉପରେ ଉପଦ୍ରବ କରିବାକୁ କୌଣସି ମନୁଷ୍ଯକୁ ଅନୁମତି ଦେଲେ ନାହିଁ। ଆହୁରି ସେ ରାଜଗଣଙ୍କୁ ସମାନଙ୍କେର କ୍ଷତି ନ କରିବା ପାଇଁ କହିଲେ।
ପରମେଶ୍ବର କହିଲେ, ଆମ୍ଭର ମନୋନୀତ ଲୋକମାନଙ୍କୁ ଆଘାତ କର ନାହିଁ। ଏବଂ ଆମ୍ଭର ଭବିଷ୍ଯଦ୍ବକ୍ତାଗଣଙ୍କର କୌଣସି କ୍ଷତି କର ନାହିଁ।
ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତି ରେ ରହିବା ପାଇଁ ବାଧ୍ଯ କରନ୍ତି।
କୃଷକ ତା'ର ଜମି ରେ ପାଣି ମଡ଼ାଇବା ପାଇଁ େଛାଟ ନାଳ କରେ। ସେ ତା'ର ଜଳ ୟୁଆଡ଼େ ନବୋକୁ ଚା ହେଁ ସେଆଡ଼େ ତା'ର ନାଳ ବଙ୍କଇେ ନିଏ। ରାଜାଙ୍କର ମନ ଠିକ୍ ଜଳର ଗତିପରି, ୟୁଆଡ଼େ ଇଚ୍ଛା ସିଆଡ଼େ ନଇୟୋଏ।
ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶ ପକ୍ଷୀ ପରି ଡ଼ଣୋ ପାଏ ଏବଂ ଉଡ଼ିୟାଏ।
ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭର ମଙ୍ଗଳ ନିମନ୍ତେ ତୁମ୍ଭର ଜୀବନ ଧାରଣ ରେ ଆମ୍ଭେ ତୁମ୍ଭକୁ ସବଳ କରିବା। ଆମ୍ଭେ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ଅବନତ କରାଇବା ପାଇଁ ଆଣିଲୁ।
ଆମ୍ଭେ ସମାନଙ୍କେୁ ସୁରକ୍ଷା ଦବୋ। ଆମ୍ଭେ ସମାନଙ୍କେୁ ଭଗ୍ନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ନର୍ମାଣ କରିବା। ପୁଣି ଆମ୍ଭେ ସମାନଙ୍କେୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ରୋପଣ କରିବା।
ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ବୁକ୍ତ କଲି। ଯଦି ତୁମ୍ଭେ ମାେ ସହିତ ବାବିଲ ୟିବାକୁ ଇଚ୍ଛା କରୁଛ, ତବେେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନବେି। ଯଦି ତୁମ୍ଭେ ମାେ ସହିତ ୟିବାକୁ ଇଚ୍ଛା ନ କରୁଛ, ତବେେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେ କୌଣସି ସ୍ଥାନକୁ ୟିବାକୁ ଭଲ ମନେ କରୁଛ, ସଠାେକୁ ୟାଅ।
ଯଦି ସମାନେେ ଧରା ହାଇେ ଶତୃମାନଙ୍କ ଦ୍ବାରା ବନ୍ଦୀ ହବେେ ତଥାପି ଖଡ୍ଗକୁ ଆଦେଶ ଦବୋ, ସେ ସମାନଙ୍କେୁ ହତ୍ଯା କରିବ। ଆମ୍ଭେ ସମାନଙ୍କେ ଉପ ରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସମାନଙ୍କେୁ ଦୁଃଖ ଦବୋ ପାଇଁ ଲକ୍ଷ୍ଯ ରଖିବା। ସମାନଙ୍କେୁ ଉତ୍ତମ ଜିନିଷ ଦବୋପାଇଁ ଲକ୍ଷ୍ଯ ରଖିବା ନାହିଁ।
ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରି ଦେଲେ।
ଭଲ ଲୋକମାନଙ୍କୁ ପ୍ରଭୁ ଦେଖନ୍ତି, ସମାନଙ୍କେର ପ୍ରାର୍ଥନା ସବୁ ସେ ଶୁଣନ୍ତି। କିନ୍ତୁ ମନ୍ଦ କାମ କରୁଥିବା ଲୋକଙ୍କର ସେ ବିରୋଧୀ ଅଟନ୍ତି। ଗୀତସଂହିତା 34:12-16