Home Bibles ଆଦି ପୁସ୍ତକ 44:21 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 44:21 · ଓଡ଼ିଆ ବାଇବେଲ

ତା'ପରେ ତୁମ୍ଭେ ଆମ୍ଭକୁ କହିଲେ, ' ତବେେ ସହେି ସାନଭାଇକୁ ଏଠାକୁ ଆଣ ମୁଁ ଦେଖିବାକୁ ଚା ହେଁ।'

Cross references

ଆଦି ପୁସ୍ତକ 42:15

କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭର ସତ୍ଯତାର ପ୍ରମାଣ ଦଖାେଅ। ଫାରୋଙ୍କ ନାମ ରେ ମୁଁ ଶପଥ କରୁଛି ଯେ, ତୁମ୍ଭର ସାନଭାଇ ଏଠାକୁ ନା ଆସିବା ପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କୁ ୟିବାକୁ ଦବେି ନାହିଁ।

ଆଦି ପୁସ୍ତକ 42:20

କିନ୍ତୁ ତୁମ୍ଭେ ତୁମ୍ଭର ସାନ ଭାଇକୁ ମାେ ପାଖକୁ ନଇେ ଆସିବ। ତବେେ ମୁଁ ଜାଣିବି ତୁମ୍ଭମାନେେ ସତ କହୁଛ ଏବଂ ତୁମ୍ଭମାନେେ ଆଉ ମରିବ ନାହିଁ।

ଆଦି ପୁସ୍ତକ 43:29

ଯେତବେେଳେ ଯୋଷଫେ ତାଙ୍କର ଭାଇ ବିନ୍ଯାମୀନକୁ ଦେଖିଲେ। ବିନ୍ଯାମୀନ ଓ ଯୋଷଫେ ଗୋଟିଏ ମା'ର ସନ୍ତାନ। ଯୋଷଫେ କହିଲେ, ଏହି କ'ଣ ତୁମ୍ଭର ସାନ ଭାଇ, ଯାହା ବିଷଯ ରେ ତୁମ୍ଭେ ମାେତେ କହୁଥିଲ? ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ କହିଲେ, ହେ ଆମ୍ଭର ପୁତ୍ର, ପରମେଶ୍ବର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।

ଯିରିମିୟ 24:6

ଆମ୍ଭେ ସମାନଙ୍କେୁ ସୁରକ୍ଷା ଦବୋ। ଆମ୍ଭେ ସମାନଙ୍କେୁ ଭଗ୍ନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ନର୍ମାଣ କରିବା। ପୁଣି ଆମ୍ଭେ ସମାନଙ୍କେୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ରୋପଣ କରିବା।

ଯିରିମିୟ 40:4

ଆଉ ବର୍ତ୍ତମାନ ମୁଁ ତୁମ୍ଭ ହସ୍ତରୁ ଶୃଙ୍ଖଳ ବୁକ୍ତ କଲି। ଯଦି ତୁମ୍ଭେ ମାେ ସହିତ ବାବିଲ ୟିବାକୁ ଇଚ୍ଛା କରୁଛ, ତବେେ ଆସ, ମୁଁ ତୁମ୍ଭର ଉତ୍ତମରୂପେ ଯତ୍ନ ନବେି। ଯଦି ତୁମ୍ଭେ ମାେ ସହିତ ୟିବାକୁ ଇଚ୍ଛା ନ କରୁଛ, ତବେେ ସେଥିରୁ କ୍ଷାନ୍ତ ହୁଅ। ସମସ୍ତ ଦେଶ ତୁମ୍ଭ ପାଇଁ ମୁକ୍ତ ରହିଛି। ତୁମ୍ଭେ ଯେ କୌଣସି ସ୍ଥାନକୁ ୟିବାକୁ ଭଲ ମନେ କରୁଛ, ସଠାେକୁ ୟାଅ।

ଆମୋଷ 9:4

ଯଦି ସମାନେେ ଧରା ହାଇେ ଶତୃମାନଙ୍କ ଦ୍ବାରା ବନ୍ଦୀ ହବେେ ତଥାପି ଖଡ୍ଗକୁ ଆଦେଶ ଦବୋ, ସେ ସମାନଙ୍କେୁ ହତ୍ଯା କରିବ। ଆମ୍ଭେ ସମାନଙ୍କେ ଉପ ରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସମାନଙ୍କେୁ ଦୁଃଖ ଦବୋ ପାଇଁ ଲକ୍ଷ୍ଯ ରଖିବା। ସମାନଙ୍କେୁ ଉତ୍ତମ ଜିନିଷ ଦବୋପାଇଁ ଲକ୍ଷ୍ଯ ରଖିବା ନାହିଁ।

Interlinear

Choose Theme