Home Bibles ଯିଶାଇୟ 7:20 · ଓଡ଼ିଆ ବାଇବେଲ
ଯିଶାଇୟ 7:20 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଯିହୁଦାକୁ ଦଣ୍ଡସଦବାକୁ ଅଶୂରକୁ ବ୍ଯବହାର କରିଲବ। ଅଶୂର ଭଡ଼ାଟିଆ ଏବଂ କ୍ଷୁର ସଦୃଶ ବ୍ଯବହୃତସହବ। ଯିହୁଦାର ମସ୍ତକ ଓ ପଦକୁ କ୍ଷୌର ସଦାପ୍ରଭୁଙ୍କ ଦ୍ବାରାସହବ। ସଦାପ୍ରଭୁ ଯିହୁଦାର ଦାଢ଼ି କ୍ଷୌର କରିଲବ।

Cross references

ଦିତୀୟ ରାଜାବଳୀ 16:7

ଅଶୂରର ରାଜା ଆହସ୍ ତିଗ୍ଲତ-ପିଲଲଷର ନିକଟକୁ ଦୂତ ପଠାଇ କହିଲଲ, ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ଯ। ଦୟାକରି ଏଠାକୁ ଆସ ଓସମାଲତ ଅରାମର ରାଜାର ଓ ଇଶ୍ରାଲୟଲ ରାଜାର ଆକ୍ରମଣରୁ ରକ୍ଷା କର।

ଦିତୀୟ ରାଜାବଳୀ 18:13

ଅନନ୍ତର ହିଜକିଯଙ୍କର ରାଜତ୍ବର ଚତୁଃର୍ଦ୍ଦଶ ବର୍ଷ ରେ ଅଶୂରର ରାଜା ସନ୍ ହରେୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।

ଦିତୀୟ ବଂଶାବଳୀ 28:20

ଅଶୂରୀଯ ରାଜା ତିଲ୍ଗତ-ପିଲ୍ନଷେର ଆସିଲେ ଓ ଆହସ୍ ରାଜାଙ୍କୁ ସାହାୟ୍ଯ କରିବା ପରିବର୍ତେ କଷ୍ଟ ଦେଲେ।

ଯିଶାଇୟ 1:5

ପରମେଶ୍ବର କୁହନ୍ତି, ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଚାଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦଲେୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭମାନେେ ମାେ ବିରୁଦ୍ଧ ରେ ବିଦ୍ରୋହ କରି ଚାଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦଯ ପୀଡ଼ିତ।

ଯିଶାଇୟ 8:7

ମାତ୍ର ମୁଁ ସଦାପ୍ରଭୁ ଅଶୂର ରାଜା ଓ ତାହାର ସମସ୍ତ ଶକ୍ତିକୁ ତୁମ୍ଭ ବିରୁଦ୍ଧ ରେ ଆଣିବି। ସମାନେେ ଫରାତ୍ ନଦୀର ଶକ୍ତିଶାଳୀ ବନ୍ଯାର ସୋର୍ତ ପରି ପ୍ରବଳ ପରାକ୍ରମୀ ହାଇେ ଆସିବେ। ବନ୍ଯାଜଳ କୂଳ ଲଙ୍ଘନ କଲାପରି ସମାନେେ ସମସ୍ତଙ୍କ ଉପ ରେ ପ୍ରଭାବ ବିସ୍ତାର କରିବେ।

ଯିଶାଇୟ 9:13

ପରମେଶ୍ବର ଦଣ୍ଡ ଦେଲେ ମଧ୍ଯ ସମାନେେ ପାପ କରିବାରୁ ନିବୃତ୍ତ ହବେ ନାହିଁ। ସମାନେେ ତାଙ୍କ ନିକଟକୁ ଫରେିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ।

ଯିଶାଇୟ 9:14

ତେଣୁ ସଦାପ୍ରଭୁ ଇଶ୍ରାୟେଲର ମସ୍ତକ ଓ ଲାଞ୍ଜ ଛଦନେ କରିବେ। ଆଉମଧ୍ଯ ତାଳବୃକ୍ଷର ଡ଼ାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନ ରେ କାଟି ପକାଇବେ।

ଯିଶାଇୟ 10:5

ପରମେଶ୍ବର କହିବେ, ମୁଁ ଅଶୂରକୁ ଏକ ୟଷ୍ଟିରୂପେ ବ୍ଯବହାର କରିବି। ଏହି କୋର୍ଧରୂପକ ଦଣ୍ଡ ଇଶ୍ରାୟେଲକୁ ଶାସ୍ତି ଦବେେ।

ଯିଶାଇୟ 10:15

ଗୋଟିଏ କୂରାଢ଼ି କ'ଣ ତା'ର ଛଦନକେର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହାଇପୋରିବ କି ? କରତ କ'ଣ କରତିଯର ବିରୁଦ୍ଧ ରେ କିଛି କରିପାରିବ ନାହିଁ। ମାତ୍ର ଅଶୂର ପରମେଶ୍ବରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ୟଷ୍ଟି ନିଜକୁ ୟଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ।

ଯିଶାଇୟ 11:15

ସଦାପ୍ରଭୁ କ୍ରୋଧିତ ହାଇେ ମିଶରୀଯ ସମୁଦ୍ରକୁ ଭାଗ ଭାଗ କରିବେ। ସହେିପରି ଭାବରେ ତାଙ୍କର ପ୍ରବଳ ବାଯୁ ଦ୍ବାରା ଇଉଫ୍ ରଟେିସ ନଦୀ ଉପ ରେ ନିଜର ହସ୍ତ ହଲାଇବେ। ତାଙ୍କର ପ୍ରହାର ଦ୍ବାରା ସହେି ନଦୀ ସାତଟି କ୍ଷୁଦ୍ର ନଦୀ ରେ ବିଭକ୍ତ ହବେ। ସଗେୁଡ଼ିକର ଗଭୀରତା ହ୍ରାସ ହବେ ଓ ଶୁଷ୍କ ପାଲଟିବ। ତେଣୁ ଲୋକମାନେ ପାଦ ରେ ଚାଲି ତାକୁ ଅତିକ୍ରମ କରିବେ।

ଯିଶାଇୟ 24:1

ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।

ଯିଶାଇୟ 36:1

ରାଜା ହିଜକିଯଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ବ କାଳ ରେ ଅଶୂରର ରାଜା ସନ୍ ହରେୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ।

ଯିରିମିୟ 27:6

ବର୍ତ୍ତମାନ ଆମ୍ଭେ ଏହିସବୁ ଦେଶ ମାରେ ଦାସ ବାବିଲର ରାଜା ନବୂଖଦନିତ୍ସରର ହସ୍ତ ରେ ଦଇେଅଛୁ। ଆମ୍ଭେ କ୍ଷେତ୍ରସ୍ଥ ସମସ୍ତ ପଶୁମାନଙ୍କୁ ତାହାର ସବୋ କରିବାକୁ ଦଇେଅଛୁ।

ଯିହିଜିକଲ 5:1

ହେ ମନୁଷ୍ଯ ପୁତ୍ର, ନାପିତର କ୍ଷୁର ପରି ତୁମ୍ଭେ ଏକ ତୀକ୍ଷ୍ମ ଖଡ୍ଗ ରେ ନିଜର ମସ୍ତକ ଓ ଦାଢ଼ି ଖିଅର ହବେ। ତହୁଁ ନିକିତି ରେ ବାଳକୁ ଓଜନ କର ଏବଂ ଏହା ତିନି ଭାଗ ରେ ବିଭକ୍ତ କର। ତା'ପ ରେ ଏହାର ଏକ ତୃତୀଯାଂଶ ନିଅ ଏବଂ ତୁମ୍ଭର ଅବରୋଧ ସମାପ୍ତ ହେଲାପ ରେ, ସହେି ବାଳକୁ ସହେି ନଗର ନକସାର ମଝି ରେ ଦଗ୍ଧ କରିବ।

ଯିହିଜିକଲ 29:18

ହେ ମନୁଷ୍ଯ ପୁତ୍ର, ବାବିଲର ରାଜା ନବୂଖଦ୍ନିତ୍ସର ଆପଣା ସୈନ୍ଯସାମନ୍ତକୁ ସୋର ବିରୁଦ୍ଧ ରେ ଅତିଶଯ ପରିଶ୍ରମ କରାଇଅଛି। ପ୍ରେତ୍ୟକକ ମସ୍ତକ ଟାଙ୍ଗରା ହେଲା ଓ ପ୍ରେତ୍ୟକକ କାନ୍ଧର ଚର୍ମ ଓ ଭାର ବହନ କରି ଛିଡ଼ିଗଲା। ତଥାପି ସେ ସୋର ବିରୁଦ୍ଧ ରେ ଯେଉଁ ପରିଶ୍ରମ କରିଥିଲା ସେଥିପାଇଁ ତା'ର ସୈନ୍ଯସାମନ୍ତ କିଛି ପାରିଶ୍ରମିକ ପାଇଲେ ନାହିଁ।

ଯିହିଜିକଲ 29:20

ଆମ୍ଭେ ତାହାର ପରିଶ୍ରମ ସକାେଶ ପୁରସ୍କାର ସ୍ବରୂପ ତାକୁ ମିଶର ଦେଶ ଦଇେଅଛୁ। କାରଣ ସମାନେେ ଆମ୍ଭ ପାଇଁ କାମ କଲେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Interlinear

Choose Theme