Home Bibles ଯିରିମିୟ 4:16 · ଓଡ଼ିଆ ବାଇବେଲ
ଯିରିମିୟ 4:16 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ନାନାଦେଶୀଯମାନଙ୍କୁ ଜଣାଅ, ୟିରୁଶାଲମ ବିରୁଦ୍ଧ ରେ ଘାଷେଣା କର। ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି। ସମାନେେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧ ରେ ରଣହୁଙ୍କାର ଛାଡ଼ୁଛନ୍ତି।

Cross references

ଦିତୀୟ ବିବରଣ 28:49

ସଦାପ୍ରଭୁ ତକ୍ସ୍ଟମ୍ଭପାଇଁ ଦୂରରକ୍ସ୍ଟ ଅନ୍ୟ ଏକ ଜାତି ଆଣିବେ, ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସମାନେେ ୟକ୍ସ୍ଟଦ୍ଧ କରିବେ। ତୁମ୍ଭେ ସମାନଙ୍କେର ଭାଷା ବକ୍ସ୍ଟଝିପାରିବ ନାହିଁ। ସମାନେେ ଖକ୍ସ୍ଟବ୍ଶିଘ୍ର ଆସିବେ। ଯେପରି ଆକାଶରକ୍ସ୍ଟ ବାଜପକ୍ଷୀ ଓହ୍ଲାଇଲା ପରି ।

ଯିଶାଇୟ 34:1

ହେ ସମସ୍ତ ଦେଶୀଯଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ଧ୍ଯାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଜଗତ କରନ୍ତି, ବିଗତ ଓ ସେଥିରୁ ସୃଷ୍ଟ ସମସ୍ତ ପଦାର୍ଥ ଶ୍ରବଣ କରୁ।

ଯିଶାଇୟ 39:3

ସେତବେେଳେ ଭବିଷ୍ଯତ୍ବକ୍ତା ଯିଶାଇୟ ରାଜା ହିଜକିଯ ନିକଟକୁ ୟାଇ ତାଙ୍କୁ ପଚାରିଲେ, ଏହି ଲୋକମାନେ କ'ଣ କହିଲେ ? ସମାନେେ କେଉଁଠାରୁ ଆସିଲେ ?'

ଯିରିମିୟ 2:15

ୟୁବା ସିଂହାସନ ତାହା ଉପ ରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସମାନେେ ତାହାର ଦେଶସବୁ ଧ୍ବଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦଗ୍ଧ କରିଛନ୍ତି ଓ ତାହାକୁ ଜନଶୂନ୍ଯ କରିଛନ୍ତି।

ଯିରିମିୟ 4:17

ସମାନେେ ଶସ୍ଯକ୍ଷେତ୍ର ଜଗୁଆଳି ସଦୃଶ ୟିରୁଶାଲମକୁ ଚାରିଆଡ଼େ ଘରେି ରହିଛନ୍ତି। କାରଣ ସଦାପ୍ରଭୁ କହନ୍ତି, ସମାନେେ ଆମ୍ଭର ବିଦ୍ରୋହାଚାରିଣୀ ହାଇେଅଛନ୍ତି।

ଯିରିମିୟ 5:6

ସମାନେେ ପରମେଶ୍ବରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସମାନଙ୍କେୁ ବଧ କରିବ ଓ ସନ୍ଧ୍ଯା କାଳୀନ ଗଧିଆ ସମାନଙ୍କେୁ ବିନାଶ କରିବ। ଚିତାବାଘ ସମାନଙ୍କେ ନଗର ସମୂହ ନିକଟରେ ଛକି ରହିବ। ଯେଉଁଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସମାନେେ ବହୁ ଅପରାଧ କରିଛନ୍ତି ଓ ସମାନେେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହାଇେଛନ୍ତି।

ଯିରିମିୟ 5:15

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।

ଯିରିମିୟ 6:18

ତେଣୁ ହେ ନାନାଦେଶୀଯମାନେ, ତୁମ୍ଭମାନେେ ଶୁଣ, ଆଉ ହେ ମଣ୍ଡଳୀ, ସମାନଙ୍କେର କ'ଣ ହବୋକୁ ଯାଉଛି, ହୃଦଯଙ୍ଗମ କର।

ଯିରିମିୟ 6:19

ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପ ରେ ଅମଙ୍ଗଳ ଆଣିବା। କାରଣ ସମାନେେ ଆମ୍ଭ ବାକ୍ଯ ରେ ଅବଧାନ କରିନାହାନ୍ତି ଓ ଆମ୍ଭର ବ୍ଯବସ୍ଥାକୁ ଅମାନ୍ଯ କରିଅଛନ୍ତି।

ଯିରିମିୟ 6:22

ଆଉ ମଧ୍ଯ ସଦାପ୍ରଭୁ ଏହିକଥା କହନ୍ତି, ଦେଖ ଉତ୍ତର ଦିଗରୁ ଏକ ସୈନ୍ଯବାହିନୀ ଆସୁଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତଜେିତ ହବେେ।

ଯିରିମିୟ 6:23

ସମାନେେ ଧନୁ ଓ ବର୍ଚ୍ଛା ଧରନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରନ୍ତି। ଆଉ ସମାନେେ ଅଶ୍ବାରୋହଣ କରନ୍ତି। ଆଗୋ ସିୟୋନର କନ୍ଯା, ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ସମାନଙ୍କେର ପ୍ରେତ୍ୟକକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।

ଯିରିମିୟ 16:6

ଏହି ଦେଶ ରେ େଛାଟଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ମରିବେ। ସମାନଙ୍କେୁ କହେି କବର ଦବେେ ନାହିଁ କିଅବା ସମାନଙ୍କେ ପାଇଁ କହେି ବିଳାପ କରିବେ ନାହିଁ। ସମାନଙ୍କେ ପାଇଁ କହେି ଦୁଃଖ ରେ ଆପଣା ଶରୀର ରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ।

ଯିରିମିୟ 31:10

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ। ଆଉ ଦୂରସ୍ଥ ଦ୍ବୀପ ସମୂହ ରେ ତାହା ପ୍ରଚାର କରି କୁହ ଯେ, 'ଇଶ୍ରାୟେଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ। ଆଉ ପାଳକ ଯେପରି ତାହାର ମଷେପଲକୁ ରକ୍ଷା କରେ, ସପରେି ସେ ତାହାକୁ ସୁରକ୍ଷା ଦବେେ।'

ଯିରିମିୟ 39:1

ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜଜ୍ବର ନବମ ବର୍ଷର ଦଶମ ମାସ ରେ ବାବିଲର ରାଜା ନବୁଖଦନିତ୍ସର ଓ ତାହାର ସମସ୍ତ ସୈନ୍ଯ ୟିରୁଶାଲମର ବିରୁଦ୍ଧ ରେ ଆସି ତାହା ଅବରୋଧ କଲେ।

ଯିରିମିୟ 50:2

ତୁମ୍ଭମାନେେ ଗୋଷ୍ଠୀଗଣ ମଧିଅରେ ପ୍ରକାଶ କରି ପ୍ରଚାର କର। ଧ୍ବଜା ଉଠାଇ ପ୍ରଚାର କର ଓ ଗୋପନ ନ ରଖି କୁହ, 'ବାବିଲ ହସ୍ତଗତ ହେଲା, ବଲେ ଲଜ୍ଜିତ ହେଲା ; ମରୋଦକ ବିସ୍ମିତ ହେଲା ; ତାହାର ପ୍ରତିମାଗଣ ଲଜ୍ଜିତ ହେଲେ ଓ ତାହାର ଦବେତା ସକଳ ବିସ୍ମିତ ହେଲେ।'

ଯିହିଜିକଲ 21:22

ଗୁଳାବାଣ୍ଟ ଯାହାକି ସେ ତା'ର ଦକ୍ଷିଣ ହସ୍ତ ରେ ଉଠାଇଲା, ତାହା ୟିରୁଶାଲମର ହବେ। ଯେଉଁଠା ରେ ସେ ନଷ୍ଟକାରୀ କାଠ ଗଣ୍ଡିକୁ ଏବଂ ହତ୍ଯା କରିବାକୁ ଆଜ୍ଞା ଦବେ, ୟୁଦ୍ଧ ପାଇଁ ସେ ଡ଼ାକରା ଦବେ, ଫାଟକ ବିରୁଦ୍ଧ ରେ ନଷ୍ଟକାରୀ କାଠଗଣ୍ଡିକୁ ଖଞ୍ଜିବ। ତା'ପ ରେ ସମାନେେ ସହର ଚତୁଃପାଶର୍‌ବ ରେ ପ୍ରାଚୀର ନିର୍ମାଣ କରିବ।

Interlinear

Choose Theme