Home Bibles ଯିରିମିୟ 6:22 · ଓଡ଼ିଆ ବାଇବେଲ
ଯିରିମିୟ 6:22 · ଓଡ଼ିଆ ବାଇବେଲ

ଆଉ ମଧ୍ଯ ସଦାପ୍ରଭୁ ଏହିକଥା କହନ୍ତି, ଦେଖ ଉତ୍ତର ଦିଗରୁ ଏକ ସୈନ୍ଯବାହିନୀ ଆସୁଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତଜେିତ ହବେେ।

Cross references

ଯିରିମିୟ 1:14

ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଉତ୍ତର ଦିଗରୁ ଏହି ଦେଶବାସୀଙ୍କ ପ୍ରତି ଏକ ଭୟଙ୍କର ବିପତ୍ତି ମାଡ଼ି ଆସିବ।

ଯିରିମିୟ 4:16

ତୁମ୍ଭମାନେେ ନାନାଦେଶୀଯମାନଙ୍କୁ ଜଣାଅ, ୟିରୁଶାଲମ ବିରୁଦ୍ଧ ରେ ଘାଷେଣା କର। ଦୂର ଦେଶରୁ ଶତ୍ରୁମାନେ ଆସୁଛନ୍ତି। ସମାନେେ ଯିହୁଦାର ନଗରଗୁଡ଼ିକ ବିରୁଦ୍ଧ ରେ ରଣହୁଙ୍କାର ଛାଡ଼ୁଛନ୍ତି।

ଯିରିମିୟ 5:15

ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ବଂଶ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଦୂରରୁ ଏକ ଗୋଷ୍ଠୀକୁ ଆଣିବା ସେ ଏକ ବଳବାନ୍ ଗୋଷ୍ଠୀ ଓ ପ୍ରାଚୀନ ଗୋଷ୍ଠୀ। ସେ ଗୋଷ୍ଠୀର ଭାଷା ତୁମ୍ଭମାନେେ ଜାଣ ନାହିଁ। ଆଉ ସମାନଙ୍କେର କଥା ତୁମ୍ଭମାନେେ ବୁଝିପାରିବ ନାହିଁ।

ଯିରିମିୟ 5:16

ସମାନଙ୍କେର ତୂଣୀର ଖାେଲା କବର ସଦୃଶ, ସମାନେେ ସମସ୍ତେ ବୀର ସୈନିକ।

ଯିରିମିୟ 6:1

ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।

ଯିରିମିୟ 10:22

ଏକ ମହାରବ ଶୁଣ। ସହେି ରବ ଉତ୍ତର ଦିଗରୁ ଆସୁଅଛି। ତହା ଯିହୁଦାର ନଗରସବୁ ଧ୍ବଂସ କରିବ ଓ ତାହା ଏକ ପ୍ରାନ୍ତର ରେ ପରିଣତ ହବେ। ଆଉ ସଗେୁଡ଼ିକ ଶୃଗାଳର ବାସସ୍ଥାନ ହବେ।

ଯିରିମିୟ 13:20

ହେ ୟିରୁଶାଲମ, ତୁମ୍ଭମାନେେ ଉତ୍ତର ଦିଗରୁ ଆସୁଥିବା ଲୋକମାନଙ୍କୁ ଚକ୍ଷୁ ମଲେି ଦେଖ, ତୁମ୍ଭକୁ ଯେଉଁ, ସୁନ୍ଦର ପଲ ଦତ୍ତ ହାଇେଥିଲା, ତୁମ୍ଭର ସେ ପଲ କାହିଁ ?

ଯିରିମିୟ 25:9

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।

ଯିରିମିୟ 25:32

ପୁରି ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଦେଖ, ଦେଶକୁ ଦେଶ ଅମଙ୍ଗଳ ଘଟିବ। ସମଗ୍ର ପୃଥିବୀ ରେ ମହା ତାଫୋନ ଉଠିବ।

ଯିରିମିୟ 30:5

ସଦାପ୍ରଭୁ ଏହା କହିଲେ,

ଯିରିମିୟ 47:2

ସଦାପ୍ରଭୁ କହନ୍ତି, ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ଯ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଲାବନକାରୀ ବନ୍ଯା ସଦୃଶ ସମଗ୍ର ଦେଶ, ତନ୍ମଧ୍ଯସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାୟ୍ଯ ପାଇଁ ହାହାକାର କରିବେ।

ଯିରିମିୟ 50:41

ଦେଖ, ଉତ୍ତର ଦିଗରୁ ଏକ ଶକ୍ତିଶାଳୀ ଗୋଷ୍ଠୀରୁ ଲୋକମାନେ ଆସୁଛନ୍ତି ଓ ପୃଥିବୀସ୍ଥ ସମସ୍ତ ପ୍ରାନ୍ତରୁ ବହୁରାଜା ଏକତ୍ର ଆସୁଛନ୍ତି।

ଯିରିମିୟ 50:42

ସମାନେେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସମାନେେ ଅଶ୍ବାରୋହଣ କରି ଅଗ୍ରସର ହେଉଛନ୍ତି। ସେ ବାବିଲ, ସମାନେେ ସମସ୍ତେ ସୁସଜ୍ଜିତ ହାଇେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଯିହିଜିକଲ 23:22

ଏଣୁ ହେ ଅହଲୀବା, ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ମୁଁ ତୁମ୍ଭ୍ ପ୍ ରମେିକମାନଙ୍କୁ ତୁମ୍ଭ ବିରୁଦ୍ଧ ରେ ଉଠାଇବି। ସହେି ପ୍ ରମେିକମାନେ ୟିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘରେି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି।

ହବକକୂକ 1:6

ଆମ୍ଭେ ବାବିଲୋନୀଯମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସହେି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର। ଯୋଦ୍ଧା। ସମାନେେ ସମଗ୍ର ପୃଥିବୀ ରେ ମାଡିଯିବେ। ସମାନେେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡିକୁ ଅଧିକାର କରିବେ।

Interlinear

Choose Theme