ତା'ପ ରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା : ର୍ନଗେଲଶ ରେତ୍ସର, ସମଗର-ନବୋ, ଶସଖୀମ, ରବସାରୀସ୍ ଓ ରବମାଗ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମାଧ୍ଯମ ଦ୍ବାର ରେ ବସିଲେ।
Cross references
ପୁଣି ବାବିଲୀଯ ଲୋକମାନେ ସୁକ୍ଳୋତ୍-ବନୋତ୍ ମିଥ୍ଯା ଦବେତା ତିଆରି କଲେ। ହମାତୀଯ ଲୋକମାନେ ଅଶୀମା ମିଥ୍ଯା ଦବେତା ତିଆରି କଲେ ଓ କୂଥୀଯ ଲୋକମାନେ ମଧ୍ଯ ର୍ନଗେଲ ମିଥ୍ଯା ଦବେତା ମାନ ତିଆରି କଲେ।
ସଦାପ୍ରଭୁ ପୁଣି କହିଲେ, ଏହା ହବେ କାରଣ ଆମ୍ଭେ ଉତ୍ତର ଦିଗସ୍ଥ ରାଜ୍ଯ ସମୂହର ସମୁଦାଯ ଗୋଷ୍ଠୀକୁ ଡ଼ାକିବା। ତେଣୁ ସମାନେେ ଆସି ୟିରୁଶାଲମ ନଗର ଦ୍ବାରର ପ୍ରବେଶ ସ୍ଥାନ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ପ୍ରାଚୀର ସମ୍ମୁଖ ରେ ନିଜ ନିଜ ସିଂହାସନ ସ୍ଥାପନ କରିବେ।
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ହସ୍ତସ୍ଥିତ ଯେଉଁସବୁ ୟୁଦ୍ଧାସ୍ତ୍ର ଦ୍ବାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କଲଦୀଯମାନଙ୍କ ସହିତ ପ୍ରାଚୀର ବାହା ରେ ୟୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।
ତା'ପ ରେ ଯିରିମିୟ ରାଜା ସିଦିକିଯଙ୍କୁ କହିଲେ, ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, 'ଯଦି ତୁମ୍ଭେ ବାବିଲ ରାଜାଙ୍କ ଅଧିପତିମାନଙ୍କ ବଶତା ସ୍ବୀକାର କରିବ, ତବେେ ତୁମ୍ଭେ ବଞ୍ଚିବ ଓ ଏହି ନଗର ଅଗ୍ନି ରେ ଦଗ୍ଧ ହବେ ନାହିଁ। ଆଉ ତୁମ୍ଭେ ଓ ତୁମ୍ଭର ପରିବାର ବଞ୍ଚିବେ।
ତେଣୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍, ସନୋଧ୍ଯକ୍ଷ ନବୂଶସବନ୍ ଓ ନେଶୀର ଶଲେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡ଼କାଇଲେ।