ମାତ୍ର ଯଦି ଆପଣ ସଦାପ୍ରଭୁଙ୍କ ବାକ୍ଯ ନ ମାନି କଲଦୀଯମାନଙ୍କର ଅଧୀନତା ସ୍ବୀକାର ନ କରିବ, ତବେେ ସଦାପ୍ରଭୁ ମାେତେ ଯେଉଁ କଥା ଜଣାଇ ଅଛନ୍ତି, ତାହା ହେଉଛି ଏହା।
Cross references
ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହିନ୍ତି, ' କେତେ ଦିନ ତୁମ୍ଭେ ମାେତେ ଅମାନ୍ଯ କରିବ? ମାରେ ଲୋକମାନଙ୍କୁ ୟିବାକୁ ଦିଅ ଓ ସମାନଙ୍କେୁ ମାରେ ଉପାସନା କରିବାକୁ ଦିଅ।
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, କେତକୋଳ ତୁମ୍ଭ ଲୋକମାନେ ମାରେ ଆଜ୍ଞା ଓ ଶିକ୍ଷା ମାନିବେ ନାହିଁ?
ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
'ଯଦି ବାଲାକ୍ ମାେତେ ସୂନା ରୂପା ପୂର୍ଣ ଆପଣା ଗୃହ ଦବେେ, ତବେେ ମୁଁ ନିଜ ଇଛା ରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁ ବାକ୍ଯର ବାହାରକୁ ୟାଇ ପାରିବ ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।
ସେ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କର୍ମ କଲେ ନାହିଁ। ଭବିଷ୍ଯତ୍ବକ୍ତା ଯିରିମିୟ ସଦାପ୍ରଭୁଙ୍କଠାରୁ ଆଗତ ବାର୍ତ୍ତାସବୁ କହିଲେ। କିନ୍ତୁ ସିଦିକିଯ ନିଜକୁ ନମ୍ର କଲେ ନାହିଁ ଓ ଯିରିମିୟ ଯେଉଁସବୁ କଥା କହିଲେ, ତାହା ମାନିଲେ ନାହିଁ।
କିନ୍ତୁ ପରମେଶ୍ବର କବେେ ହେଲେ ବଦଳନ୍ତି ନାହିଁ। କହେି ବ୍ଯକ୍ତି ପରମେଶ୍ବରଙ୍କ ବିରୁଦ୍ଧ ରେ ଛିଡ଼ା ହାଇପୋରିବେ ନାହିଁ। ପରମେଶ୍ବର ଯାହା ଇଚ୍ଛା କରନ୍ତି ତାହା ସେ କରନ୍ତି।
ଆୟୁବ, ତୁମ୍ଭେ ଚାହୁଁଛ ପରମେଶ୍ବର ତୁମ୍ଭକୁ ପୁରସ୍କୃତ କରନ୍ତୁ। କିନ୍ତୁ ତୁମ୍ଭେ ପରିବର୍ତ୍ତନକୁ ମନା କରୁଛ। ଆୟୁବ ଏହା ତୁମ୍ଭର ନିଷ୍ପତ୍ତି ମାରେ ନୁହେଁ। ତୁମ୍ଭେ କୁହ ମାେତେ ତୁମ୍ଭେ କ'ଣ ଭାବୁଛ।
କିନ୍ତୁ ତୁମ୍ଭମାନେେ ମାରେ ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାୟ୍ଯ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭମାନେେ ମାରେ ସାହାୟ୍ଯ ଗ୍ରହଣ କରିବାକୁ ମନାକଲ।
ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ଦବେ ଓ ମାରେ ଆଜ୍ଞାବହ ହବେ ତବେେ ତୁମ୍ଭମାନେେ ଦେଶ ରେ ଉତ୍ତମ ଫଳ ଭୋଗ କରିବ।
ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସମାନଙ୍କେୁ ସତ୍ଯ ଓ ବିଶ୍ବସ୍ତ ହବୋକୁ ଚାହଁ। ସମାନଙ୍କେୁ ପ୍ରହାର କରିଅଛ। ମାତ୍ର ସମାନେେ ଅନୁତପ୍ତ ନୁହଁନ୍ତି। ତୁମ୍ଭେ ସମାନଙ୍କେୁ ଜୀର୍ଣ୍ଣ କରିଅଛ। ମାତ୍ର ସମାନେେ ଶାସ୍ତି ଗ୍ରହଣ କରିବାକୁ ଅସ୍ବୀକାର କରିଅଛନ୍ତି। ସମାନେେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସମାନେେ କୁପଥରୁ ଫରେିବାକୁ ଇଚ୍ଛା କରି ନାହାଁନ୍ତି।
ଏହାପ ରେ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ଯଦି ଫରେିବ ଓ ଆମ୍ଭର ସବୋ କରିବ, ତବେେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫରୋଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ଯହୀନ କଥା ନ କହି ମୂଲ୍ଯବାନ୍ କଥା କହିବ, ତବେେ ତୁମ୍ଭେ ଆମ୍ଭର ମୁଖ ସ୍ବରୂପ ହବେ। ସମାନେେ ତୁମ୍ଭ ପାଖକୁ ଫରେିଆସିବେ। ମାତ୍ର ତୁମ୍ଭେ ସମାନଙ୍କେ ପାଖକୁ ଫରେିୟିବ ନାହିଁ।
ତୁମ୍ଭମାନେେ ଯଦି ମାେତେ ବଧ କରିବ, ତବେେ ଏହା ନିଶ୍ଚିତ ରୂପେ ଜାଣ ଯେ ତୁମ୍ଭମାନଙ୍କ ଉପ ରେ, ଏହି ନଗର ଉପ ରେ ଓ ତଦନିବାସୀମାନଙ୍କ ଉପ ରେ ନିର୍ଦ୍ ଦୋଷର ରକ୍ତପାତର ଅପରାଧ ଲାଗିବ। କାରଣ ଏହିସବୁ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚର ରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମାେତେ ପ୍ ରରଣେ କରିଅଛନ୍ତି, ଏହା ସତ୍ଯ।
ସହେି ଲୋକମାନେ ସ୍ବେଚ୍ଛାଚାରୀ ଓ କଠିନ ଚିତ୍ତ। ତଥାପି ମୁଁ ତୁମ୍ଭକୁ ସମାନଙ୍କେ ନିକଟକୁ ପଠାଉଛି। ସମାନଙ୍କେୁ କୁହ, 'ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହିଛନ୍ତି।'
ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ ମୁଁ ତୁମ୍ଭଙ୍କୁ ଯାହା କହୁଛି, ସେସବୁକୁ ତୁମ୍ଭେ ସମାନଙ୍କେୁ କୁହ କାରଣ ସମାନେେ ଅତ୍ଯନ୍ତ ବିଦ୍ରୋହୀ।
ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।
କିନ୍ତୁ ସମାନେେ ଯେତବେେଳେ ତାହାଙ୍କୁ ବାଧା ଦେଲେ ଓ ନାନା ଖରାପ କଥାକହିଲେ, ପାଉଲ ଏହାର ବିରୁଦ୍ଧ ରେ ନିଜର ଲୁଗାପଟାର ଧୂଳି ଝାଡ଼ି ଦେଲେ। ସେ କହିଲେ, ଯଦି ତୁମ୍ଭମାନେେ ଉଦ୍ଧାର ପାଉନାହଁ ତାହାହେଲେ ଏହା ମାରେ ଦୋଷ ନୁହେଁ। ମୁଁ ସମସ୍ତ ଚେ଼ଷ୍ଟା କରି ସାରିଛି। ମୁଁ ଏବଠାରୁେ ଅଣଯିହୂଦୀମାନଙ୍କ ପାଖକୁ ୟିବି।
ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।
ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।