Home Bibles ଯିରିମିୟ 38:22 · ଓଡ଼ିଆ ବାଇବେଲ
ଯିରିମିୟ 38:22 · ଓଡ଼ିଆ ବାଇବେଲ

ଦେଖନ୍ତୁ, ଯିହୁଦାର ରାଜଗୃହ ରେ ଯେତେ ସ୍ତ୍ରୀଲୋକ ଅବଶିଷ୍ଟ ଅଛନ୍ତି, ସେ ସମସ୍ତେ ବାବିଲ ରାଜାର ଅଧିପତିମାନଙ୍କ ନିକଟକୁ ଅଣାଯିବେ, ଆଉ ଏହି ସ୍ତ୍ରୀମାନେ କହିବେ,

Cross references

ଆୟୁବ ପୁସ୍ତକ 6:15

କିନ୍ତୁ ତୁମ୍ଭେ ମାରେ ଭାଇମାନେ ମାେ ପ୍ରତି ବିଶ୍ବସ୍ତ ନୁହଁ। ମୁଁ ତୁମ୍ଭ ଉପରେ ନିର୍ଭର କରିପାରିବି ନାହିଁ। ତୁମ୍ଭେ ଝରଣା ପରି ସମୟ ସମୟରେ ବହୁଥାଅ ଓ ଅନ୍ୟ ସମୟରେ ନୁହଁ। ତୁମ୍ଭେ ସହେି ଉଛୁଳିବା ଝରଣାପରି।

ଗୀତସଂହିତା 41:9

ମାରେ ଅନ୍ତରଙ୍ଗ ବନ୍ଧୁ ମାେ ସହିତ ଭୋଜନ କଲେ ଏବଂ ମୁଁ ତାଙ୍କୁ ବିଶ୍ବାସ କଲି। କିନ୍ତୁ ଦେଖ, ସେ ଆଜି ମାେ ବିରୁଦ୍ଧରେ ଯାଉଛନ୍ତି।

ଗୀତସଂହିତା 69:2

ଯେଉଁଠାରେ ମୁଁ ଠିଆ ହାଇେ ପାରିବି ଏପରି କୌଣସି ବସ୍ତୁ ନାହିଁ। ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି। ମୁଁ ଅଗାଧ ଜଳରେ ଅଛି ଓ ମାରେ ଚତୁଃପାଶର୍‌ବରେ ଲହଡ଼ି ଭାଙ୍ଗୁଛି। କବଳେ ମୁଁ ବୁଡ଼ିୟିବା ଉପରେ।

ଗୀତସଂହିତା 69:14

ମାେତେ ପଙ୍କ ସ୍ଥାନରୁ ବଞ୍ଚାଅ। ମାେତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ। ଯେଉଁମାନେ ମାେତେ ଘୃଣା କରନ୍ତି, ସମାନଙ୍କେଠାରୁ ମାେତେ ରକ୍ଷା କର। ମାେତେ ଏହି ଗଭୀର ପାଣିରୁ ବଂଚାଅ।

ଯିଶାଇୟ 42:17

କିନ୍ତୁ କେତକେ ଲୋକ ମାରେ ଅନୁସରଣ କରିବାରୁ ନିବୃତ୍ତ ହେଲେ ନାହିଁ। ଯେଉଁମାନେ ଖାଦେିତ ପ୍ରତିମାଗଣଙ୍କୁ କିମ୍ବା ମୃତ୍ତିକା ରେ ନିର୍ମିତ ଦବେତାମାନଙ୍କୁ ବିଶ୍ବାସ କରନ୍ତି, କବେେ ସମାନେେ ହତାଶ ହାଇେ ଲଜ୍ଜିତ ହବେେ।

ଯିରିମିୟ 6:12

ଆଉ ସମାନଙ୍କେ ଗୃହ, ସମାନଙ୍କେର କ୍ଷେତ୍ର ଓ ସମାନଙ୍କେର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆୟିବ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦବୋ ପାଇଁ ଆମ୍ଭର ହସ୍ତ ସମାନଙ୍କେ ଉପ ରେ ବିସ୍ତାର କରିବା।

ଯିରିମିୟ 20:10

ମୁଁ ବହୁବାର ଅପବାଦ ଶୁଣିଅଛି। ମାରେ ଚତୁର୍ଦ୍ଦିଗ ରେ ଆଶଙ୍କା ଅଛି। ଏପରିକି ମାରେ ମିତ୍ରମାନେ ମଧ୍ଯ ମାରେ ଦୋଷ ଦେଖନ୍ତି ଓ ଲୋକମାନେ ମାରେ ତ୍ରୁଟିକୁ ଅପେକ୍ଷା କରନ୍ତି। ସମାନେେ ଅଭିଯୋଗ କରି କହନ୍ତି, ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ମିଥ୍ଯା ଓ ମନ୍ଦକଥା କହିବା, ତୁମ୍ଭମାନେେ ମଧ୍ଯ ତାହା କହିବ। ତାହା ହେଲେ ଆମ୍ଭମାନେେ ତାକୁ ପରାସ୍ତ କରିବା ଓ ତା' ଉପ ରେ ପ୍ରତିଶାଧେ ନଇେପାରିବା।

ଯିରିମିୟ 27:14

ପୁଣି ମିଥ୍ଯା ଭବିଷ୍ଯଦବକ୍ତାଗଣ ତୁମ୍ଭମାନଙ୍କୁ କହିବେ, ତୁମ୍ଭମାନେେ ବାବିଲ ରାଜାର ସବୋ କର ନାହିଁ।

ଯିରିମିୟ 27:15

ପୁଣି ସଦାପ୍ରଭୁ କହନ୍ତି, ମୁଁ ସହେି ଭବିଷ୍ଯଦବକ୍ତାମାନଙ୍କୁ ପଠାଇବି ନାହିଁ। ସମାନେେ ମିଥ୍ଯା ପ୍ରଚାର କରନ୍ତି ଓ ମାେ ନାମ ରେ ତାହା ପ୍ରଚାର କରନ୍ତି। ତେଣୁ ମୁଁ ତୁମ୍ଭମାନଙ୍କୁ ତଡ଼ି ଦବେି ଓ ତୁମ୍ଭମାନେେ ବିନଷ୍ଟ ହବେ, ତୁମ୍ଭମାନେେ ଓ ସହେି ପ୍ରଚାରକ ଭବିଷ୍ଯଦବକ୍ତାଗଣ ବିନଷ୍ଟ ହବେ।

ଯିରିମିୟ 38:4

ତେଣୁ ସହେି ଅଧିପତିଗଣ ରାଜାଙ୍କୁ କହିଲେ, ଆମ୍ଭମାନେେ ଅନୁ ରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ଯୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଚାହୁଁ ନାହିଁ, ବରଂ ସମାନଙ୍କେର ଅମଙ୍ଗଳ ଚାହୁଁଛି।

ଯିରିମିୟ 38:19

ମାତ୍ର ସିଦିକିଯ ରାଜା ଯିରିମିୟଙ୍କୁ କହିଲେ, ଯେଉଁ ୟିହୁଦି ଲୋକମାନେ କଲଦୀଯମାନଙ୍କ ପକ୍ଷକୁ ୟାଇଅଛନ୍ତି, ସମାନଙ୍କେୁ ମୁଁ ଭୟ କରୁଛି। ସମାନେେ ହୁଏତ ମାେତେ ସମାନଙ୍କେ ହସ୍ତ ରେ ସମର୍ପଣ କରିବେ। ଆଉ ସମାନେେ ମାେତେ ଆଘାତ ଦବେେ।

ଯିରିମିୟ 41:10

ଏହାପ ରେ ଇଶମାଯଲେ, ମିସ୍ପା ରେ ଅବଶିଷ୍ଟ ଥିବା ସମସ୍ତ ଲୋକଙ୍କୁ ଅର୍ଥାତ୍ ସମସ୍ତ ରାଜକନ୍ଯାଗଣଙ୍କୁ ଓ ମିସ୍ପା ରେ ଅବଶିଷ୍ଟ ଥିବା ଯେଉଁସବୁ ଲୋକଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ୍ ଅହୀକାମର ପୁତ୍ର ଗଦଲିଯ ହସ୍ତ ରେ ସମର୍ପଣ କରିଥିଲା, ସମାନଙ୍କେୁ ବନ୍ଦୀକରି ନଇଗେଲା ସେ ସମାନଙ୍କେୁ ବନ୍ଦୀକରି ଅମ୍ ନୋନ ସନ୍ତାନଗଣର ନିକଟକୁ ୟିବାପାଇଁ ପ୍ରସ୍ଥାନ କଲା।

ଯିରିମିୟ 43:6

ସମାନେେ ସମସ୍ତ ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ଯେଉଁ ରାଜକନ୍ଯାମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ ପ୍ରହରୀବର୍ଗର ସନୋପତି ନବୂଷରଦନ, ଶାଫନର ପୌତ୍ର ଅହୀତାମର ପୁତ୍ର ଗଦଲିଯ ନିକଟରେ ଛାଡ଼ି ୟାଇଥିଲା, ସମାନଙ୍କେୁ ଆଉ ଯିରିମିୟ ଭବିଷ୍ଯଦବକ୍ତାଙ୍କୁ ଓ ନରେିଯର ପୁତ୍ର ବାରୂକକୁ ମିଶରକୁ ନେଲେ।

ଯିରିମିୟ 46:5

ଆମ୍ଭେ କ'ଣ ଦେଖୁଅଛୁ ? ସମାନେେ ଉଦବିଗ୍ନ ହାଇେ ପଛକୁ ଫରେୁଛନ୍ତି। ସମାନଙ୍କେର ବୀରଗଣ ପରାସ୍ତ ହାଇେଛନ୍ତି ଓ ପଛକୁ ନ ଚାହିଁ ଶୀଘ୍ର ଶୀଘ୍ର ପଳାଯନ କରୁଛନ୍ତି। ସମାନଙ୍କେ ଚତୁର୍ଦ୍ଦିଗ ରେ ଆଶଙ୍କା ଭରି ୟାଇଛି। ସଦାପ୍ରଭୁ ଏହିସବୁ କହନ୍ତି।

ଯିରିମିୟ 46:21

ଆହୁରି ମିଶରର ବତନେଗ୍ରାହୀ ସୈନ୍ଯମାନେ ଗୋଶାଳାର ଗୋବତ୍ସ ତୁଳ୍ଯ। ସମାନେେ ପଳାଯନ କରିବେ। ସମାନେେ ଆକ୍ରମଣର ସମ୍ମୁଖୀନ ହାଇପୋରିବେ ନାହିଁ। କାରଣ ସମାନଙ୍କେର ବିପଦର ଦିନ ଆସୁଅଛି ଓ ସମାନେେ ଖୁବ୍ ଶୀଘ୍ର ସମାନଙ୍କେର ପ୍ରତିଫଳ ପାଇବେ।

ଯିରିମିୟଙ୍କ ବିଳାପ 1:2

ସେ ରାତ୍ରି ରେ ଅତିଶଯ ରୋଦନ କରୁଛି, ତାହାର ଲୋତକ ଗଣ୍ଡଦେଶ ରେ ପଡ଼ୁଅଛି; ତାକୁ ସାନ୍ତ୍ବନା ଦବୋକୁ କହେି ନାହିଁ ; ତା'ର ସମସ୍ତ ବନ୍ଧୁ ତାକୁ ପ୍ରବଞ୍ଚନା କରିଛନ୍ତି; ସମାନେେ ତାହାର ଶତ୍ରୁ ହାଇେଛନ୍ତି।

ଯିରିମିୟଙ୍କ ବିଳାପ 1:13

ସଦାପ୍ରଭୁ ଉର୍ଦ୍ଧ୍ବରୁ ମାେ ଅସ୍ଥିଗୁଡ଼ିକ ମଧ୍ଯରୁ ଅଗ୍ନି ପ୍ ରରଣେ କରି ଅଛନ୍ତି, ସେ ମାରେ ମରଣ ପାଇଁ ଢ଼ାଲ ପାତିଛନ୍ତି ଓ ସେଥି ରେ ମାେତେ ଗୁଡ଼ାଇ ଦଇେଛନ୍ତି। ସେ ମାେତେ ଅନାଥିନୀ ଓ ଦିନସାରା ଅସୁସ୍ଥା କରିଛନ୍ତି।

ଯିରିମିୟଙ୍କ ବିଳାପ 5:11

ଶତ୍ରୁମାନେ ସିୟୋନ ଓ ଯିହୁଦା ନଗର ସମୂହର ସ୍ତ୍ରୀ ଲୋକମାନଙ୍କୁ ଧର୍ଷଣ କଲେ।

ମୀଖା 7:5

ତୁମ୍ଭର ପ୍ରତିବେଶୀ କି ମିତ୍ରଙ୍କୁ ବିଶ୍ବାସ କରନାହିଁ। ଏପରିକି ତୁମ୍ଭ ସହିତ ଶୋଉଥିବା ସ୍ତ୍ରୀ ପାଖ ରେ ମୁଖ ଖାେଲ ନାହିଁ।

Interlinear

Choose Theme