ଏହାପ ରେ ଯୋଶିୟଯର ପୁତ୍ର ଯିହୁଦାର ରାଜା ୟିହୋଯାମୀମର ରାଜତ୍ବର ପଞ୍ଚମ ବର୍ଷର ନବମ ମାସ ରେ ୟିରୁଶାଲମର ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ୟିରୁଶାଲମକୁ ଆଗତ ସମସ୍ତ ଲୋକ, ସଦାପ୍ରଭୁଙ୍କ ସାକ୍ଷାତ ରେ ଉପବାସ ଘାଷେଣା କଲେ।
Cross references
ସହେି ସପ୍ତମ ମାସର ଦଶମ ଦିନ ଅବଶ୍ଯ ପାପରୁ ପ୍ରାଯଶ୍ଚିତ୍ତର ଦିନ ହବେ। ସଦେିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।
ଯିହାଶାଫେଟ୍ ଏହା ଶୁଣି ଭୟଭୀତ ହାଇପେଡ଼ିଲେ ଓ କ'ଣ କରିବାକୁ ହବେ, ତାହା ସଦାପ୍ରଭୁଙ୍କଠାରୁ ପଚାରିବା ନିମନ୍ତେ ସ୍ଥିର କଲେ, ସେ ସାରା ଯିହୁଦା ରେ ଉପବାସର ସମୟ ଘୋଷଣା କଲେ।
ସହେି ମାସ ଚବିଶ ଦିନ ରେ ଇଶ୍ରାୟେଲର ଲୋକମାନେ ଏକତ୍ରୀତ ହେଲେ। ସମାନେେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସମାନଙ୍କେ ମୁଣ୍ତ ରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।
ମୁଁ ଓ ମାରେ ଦାସୀଗଣ ସହେିପରି ଉପବାସ କରିବୁ, ତହୁଁ ବ୍ଯବସ୍ଥାନୁୟାଯୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ୟିବି, ସେଥି ରେ ମଲେ ପେଛ ମରିବି।
ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।
ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହାୟୋଦାରମୀମର ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା। ଯଥା :
ଯେଉଁ ସମୟରେ ଏହା ଘଟିଲା ତାହା ଥିଲା ନବମ ମାସ ଓ ସେ ସମୟରେ ରାଜା ଶୀତକାଳ କ୍ଷପେଣର ଗୃହ ରେ ବସିଥିଲେ। ଆଉ ତାହାଙ୍କ ସମ୍ମୁଖ ରେ ଅଗ୍ନିପାତ୍ର ରେ ଅଗ୍ନି ଜଳୁଥିଲା।
ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ବର ରେ ବିଳାପ କର। ହେ ୟଜ୍ଞବଦେୀର ପରିଗ୍ଭଳକ ଗଣ, ତୁମ୍ଭମାନେେ ଚଟ ବସ୍ତ୍ର ପରିଧାନ କରି ରାତ୍ରିୟାପନ କର। କାରଣ ପରମେଶ୍ବରଙ୍କ ମନ୍ଦିର ରେ ଶସ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ମିଳିବ ନାହିଁ।
ଲୋକମାନଙ୍କୁ କୁହ ଯେ ଉପବାସ ପାଇଁ ଗୋଟିଏ ସ୍ବତନ୍ତ୍ର ସମୟ ହବେ। ସମସ୍ତ ଲୋକଙ୍କୁ ଏକ ସ୍ବତନ୍ତ୍ର ସଭାକୁ ଆହ୍ବାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରୀତ କର। ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପ ରେ ପରମେଶ୍ବରଙ୍କୁ ପ୍ରାର୍ଥନା କରିବାକୁ ସମାନଙ୍କେୁ କୁହ।
ଏହା ସଦାପ୍ରଭୁଙ୍କର ବାର୍ତ୍ତା: ବର୍ତ୍ତମାନ ତୁମ୍ଭମାନେେ ସର୍ବାନ୍ତକରଣ ରେ ଆମ୍ଭ ନିକଟକୁ ଫରେିଆସ। ମନ୍ଦ କର୍ମ କରିଥିଲ ବୋଲି ବିଳାପ କର। ସେଥିପାଇଁ ଉପବାସ କରି ପ୍ରାର୍ଥନା କର।
ନୀନିବୀର ଲୋକମାନେ ପରମେଶ୍ବରଙ୍କର ଏହି ବାର୍ତ୍ତାକୁ ବିଶ୍ବାସ କଲେ। କିଛିଦିନ ଉପବାସ କରିବାକୁ ସ୍ଥିର କଲେ। ସମାନେେ ଚଟ ବସ୍ତ୍ର ପରିଧାନ କଲେ ଏବଂ ଅନୁତାପ କଲେ। ସାନ ବଡ ସମସ୍ତ ଲୋକେ ଏହି କାର୍ୟ୍ଯ କଲେ।
ଦେଶର ଲୋକମାନଙ୍କୁ ଏବଂ ଯାଜକମାନଙ୍କୁ ଏହି କଥା କୁହ, ତୁମ୍ଭେ ଯେତବେେଳେ ପଞ୍ଚମ ଓ ସପ୍ତମ ମାସ ରେ ଉପବାସ ଓ ବିଳାପ କଲ, ସହେି ସତୁରି ବର୍ଷ ରେ ସତ ରେ କ'ଣ ତୁମ୍ଭେ ଆମ୍ଭ ପାଇଁ ଉପବାସ କରିଥିଲ?
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମଯ ଦିନ ହବେ। ତାହା ବିଜଯ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହବେ। ସେଥିପାଇଁ ତୁମ୍ଭମାନେେ ନିଶ୍ଚଯ ସତ୍ଯ ଓ ଶାନ୍ତିକୁ ପ୍ ରମେ କରିବ।