Home Bibles ☰ Books ଯିରିମିୟ 36:1 · ଓଡ଼ିଆ ବାଇବେଲ
ଯିରିମିୟ 36:1 · ଓଡ଼ିଆ ବାଇବେଲ

ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହାୟୋଦାରମୀମର ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା। ଯଥା :

Cross references

ଦିତୀୟ ରାଜାବଳୀ 24:1

ଯିହାୟୋକୀମ୍ର ରାଜତ୍ବ କାଳ ରେ, ବାବିଲର ରାଜା ନବୂଖଦ୍ନିତ୍ସର ୟିହୂଦା ଓ ଯିହାୟୋକୀମ୍କୁ ତିନି ବର୍ଷ ଧରି ଆକ୍ରମଣ କଲେ। ତା'ପରେ ସେ ତାଙ୍କୁ ଅମାନ୍ଯ କରି ତାଙ୍କର ବିଦ୍ରୋହୀ ହେଲ।

ଦିତୀୟ ବଂଶାବଳୀ 36:5

ଯିହାୟୋକୀମ୍ ଯିହୁଦାର ନୂତନ ରାଜା ହବୋ ସମୟରେ ପଚିଶ ବର୍ଷ ବଯସ୍କ ହାଇେଥିଲେ। ସେ ଏଗାର ବର୍ଷ ପର୍ୟ୍ଯନ୍ତ ୟିରୁଶାଲମର ରାଜା ଥିଲେ। ଯିହାୟୋଦାରକୀମ୍ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ ନାହିଁ।

ଯିରିମିୟ 25:1

ବାବିଲର ରାଜା ନବୂଖଦନିତ୍ସରର ଅଧିକାରର ପ୍ରଥମ ବର୍ଷ ରେ ଓ ଯୋଶିୟଯର ପୁତ୍ର, ଯିହୁଦାର ରାଜା ୟିହୋଯାକୀମର ଅଧିକାରର ଚତୁର୍ଥ ବର୍ଷ ରେ, ଯିହୁଦାର ସମଗ୍ର ଲୋକ ବିଷଯ ରେ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା।

ଯିରିମିୟ 35:1

ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବ କାଳ ରେ ସଦାପ୍ରଭୁଙ୍କ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିରିମିୟ 45:1

ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ଚତୁର୍ଥ ବର୍ଷ ରେ ନରେିଯର ପୁତ୍ର ବାରୂକ, ଯିରିମିୟଙ୍କ ମୁଖରୁ ଏହି ସମସ୍ତ କଥା ଶୁଣି ନଳାକାର ପୁସ୍ତକରେ ଲେଖିଲା ବେଳେ ଯିରିମିୟ ଭବିଷ୍ଯଦବକ୍ତା ତାକୁ ଏହି କଥା କହିଲେ।

Interlinear

Choose Theme