Home Bibles ☰ Books ଲେବୀୟ ପୁସ୍ତକ 23:27 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 23:27 · ଓଡ଼ିଆ ବାଇବେଲ

ସହେି ସପ୍ତମ ମାସର ଦଶମ ଦିନ ଅବଶ୍ଯ ପାପରୁ ପ୍ରାଯଶ୍ଚିତ୍ତର ଦିନ ହବେ। ସଦେିନ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ ଓ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଉତ୍ସର୍ଗ କରିବା ଉଚିତ୍।

Cross references

ଯାତ୍ରା ପୁସ୍ତକ 30:10

ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ୟଜ୍ଞବଦେୀର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ଯବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରେତ୍ୟକକ ବର୍ଷ ଏହା କରିବା ଉଚିତ୍। ଏହି ୟଜ୍ଞବଦେୀ ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।

ଲେବୀୟ ପୁସ୍ତକ 16:11

ତା'ପରେ ହାରୋଣ ନିଜ ପାଇଁ ପାପାର୍ଥକ ବଳିର ଯେଉଁ ଗୋବତ୍ସ ଆଣିଥିଲେ, ନିଜ ପାଇଁ ଓ ନିଜ ଘର ପାଇଁ ପ୍ରାଯଶ୍ଚିତ କରିବ, ପୁଣି ନିଜ ପାପର୍ଥକ ବଳିର ସହେି ଗୋବତ୍ସକୁ ବଧ କରିବେ।

ଲେବୀୟ ପୁସ୍ତକ 16:15

ଏହାପରେ ହାରୋଣ ଲୋକମାନଙ୍କର ପାପାର୍ଥକ ବଳିର ଛାଗ ନଇେ ବଧ କରିବ ଓ ତାହାର ରକ୍ତ ବିଚ୍ଛଦବେସ୍ତ୍ରର ଭିତରକୁ ଆଣି, ଯେପରି ଗୋବତ୍ସ ରକ୍ତ ନଇେ କରିଥିଲା, ସହେିପରି ତାହାର ରକ୍ତ ନଇେ କରିବ। ଅର୍ଥାତ୍ ପାପାଚ୍ଛାଦନ ଉପରେ ଓ ପାପାଚ୍ଛଦନ ସମ୍ମୁଖ ରେ ତାହା ଛିଞ୍ଚିବ।

ଲେବୀୟ ପୁସ୍ତକ 16:16

ଏହିରୂପେ ହାରୋଣ ମହାପବିତ୍ର ସ୍ଥାନକୁ େଶୗଚ କରିବ। ଇଶ୍ରାୟେଲ ଲୋକମାନଙ୍କ ଅ େଶୗଚ ଓ ପାପ ପାଇଁ ସେ ପ୍ରାଯଶ୍ଚିତ କରିବ। ହାରୋଣ ସମାଗମ ତମ୍ବୁ ପାଇଁ ସହେିପରି କରିବ, କାରଣ ଏହା ଅ େଶୗଚ ମଧିଅରେ ସମାନଙ୍କେ ସହିତ ବାସ କରେ।

ଲେବୀୟ ପୁସ୍ତକ 16:24

ତା'ପରେ ସେ କୌଣସି ପବିତ୍ରସ୍ଥାନ ରେ ନିଜର ଶରୀରକୁ ଜଳ ରେ ଧେ ୗତ କରି ନିଜ ବସ୍ତ୍ର ପିନ୍ଧି ବାହାରକୁ ଆସିବ, ପୁଣି ନିଜର ହାମବେଳି ଓ ଲୋକମାନଙ୍କର ହାମବେଳି ଉତ୍ସର୍ଗ କରି ନିଜ ପାଇଁ ଓ ଲୋକମାନଙ୍କ ପାଇଁ ପ୍ରାଯଶ୍ଚିତ କରିବ।

ଲେବୀୟ ପୁସ୍ତକ 16:29

ତୁମ୍ଭମାନଙ୍କ ପାଇଁ ଏହା ଚିରନ୍ତନ ବିଧି ହସ୍ତ ହବେ। ସପ୍ତମ ମାସର ଦଶମ ଦିନ ରେ ତୁମ୍ଭମାନେେ କିଛି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ତୁମ୍ଭମାନଙ୍କ ମଧିଅରେ ସ୍ବଦେଶୀଯ ହେଉ ବା ବିଦେଶୀଯ ହେଉ ତୁମ୍ଭମାନେେ କୌଣସି ପ୍ରକାର କାମ କରିବା ଉଚିତ୍ ନୁହେଁ।

ଲେବୀୟ ପୁସ୍ତକ 25:9

ତହୁଁ ସପ୍ତମ ମାସର ଦଶମ ଦିନ ରେ ତୁମ୍ଭେ ମହାଶବ୍ଦକାରୀ ତୂରୀ ବଜାଇବ, ପ୍ରଯଶ୍ଚିତ ଦିନ ରେ ତୁମ୍ଭମାନେେ ନିଜର ସମଗ୍ର ଦେଶ ରେ ତୂରୀ ବଜାଇବ।

ଗଣନା ପୁସ୍ତକ 29:7

ପୁଣି ସପ୍ତମ ମାସର ଦଶମ ଦିନ ରେ, ତୁମ୍ଭମାନଙ୍କର ଏକ ପବିତ୍ର ସଭା ହବୋ ଉଚିତ୍। ସେ ଦିନ ରେ ତୁମ୍ଭମାନେେ ଆପଣା ଆପଣା ପ୍ରାଣକୁ ନମ୍ର କରିବା ଉଚିତ୍ ଏବଂ ସହେି ଦିନ କୌଣସି ପ୍ରକାର କାର୍ୟ୍ଯ କରିବା ଉଚିତ୍ ନୁହେଁ।

ଏଜ୍ରା 8:21

ଏହାପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାଯ ରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାକ୍ଷାତ ରେ ଆପଣାମାନଙ୍କୁ ନମ୍ରକରିବା ପାଇଁ ମୁଁ ଅହିବାନଦୀ ନିକଟରେ ଉପବାସ ଘାଷେଣା କଲି।

ଗୀତସଂହିତା 35:13

ଯେତବେେଳେ ସହେି ଲୋକମାନେ ପୀଡ଼ିତ ଥିଲେ, ମୁଁ ସମାନଙ୍କେ ପାଇଁ ଦୁଃଖିତ ହାଇେଥିଲି। ମୁଁ କିଛି ନ ଖାଇ ମାରେ ସମବଦନୋ ଜଣାଇ ଥିଲି। ଏହା କ'ଣ ମାେ ପାଇଁ ସମାନଙ୍କେର ଉପୟୁକ୍ତ ପ୍ରତିଦାନ ?

ଯିଶାଇୟ 58:5

ମନୁଷ୍ଯ ଏହିପ୍ରକାର ଉପବାସଦ୍ବାରା ନିଜର ପ୍ରାଣକୁ କ୍ଲେଶ ଦେଉ, ଆମ୍ଭେ କ'ଣ ଏହିପ୍ରକାର ଦିନ ମନୋନୀତ କରିଅଛୁ ? ପୁଣି ନଳବୃକ୍ଷ ପରି ମୁଣ୍ଡ ନୁଆଁଇ, ଚଟବସ୍ତ୍ର ପରିଧାନ କରି ଓ ଭସ୍ମ ଜଳେ ବିଛାଇ ତା'ଉପ ରେ ବସିଲେ ସଦାପ୍ରଭୁ ସେପ୍ରକାର ଉପବାସ ଦିନକୁ ଗ୍ରହଣ କରିବେ ବୋଲି ତୁମ୍ଭେ କହିବ ?

ଦାନିଏଲ 10:2

ସହେି ସମୟରେ ମୁଁ, ଦାନିୟେଲ ତିନି ସପ୍ତାହ ପର୍ୟ୍ଯନ୍ତ ଶାେକ କରୁଥିଲି।

ଯିଖରିୟ 12:10

ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:37

ଲୋକମାନେ ଏପ୍ରକାର କଥା ଶୁଣି ବହୁତ ଦୁଃଖିତ ହେଲେ। ସମାନେେ ପିତର ଓ ଅନ୍ୟ ପ୍ ରରେିତମାନଙ୍କୁ ପଚାରିଲେ, ଭାଇମାନେ, ଆମ୍ଭେ କ'ଣ କରିବା?

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 7:10

କାରଣ ଈଶ୍ବରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ଦ୍ବାରା ପରିତ୍ରାଣ ପାଇଲ ଓ ମନ ପରିବର୍ତ୍ତନ କରିଲ, ସେଥିପାଇଁ ଦୁଃଖିତ ହବୋ ଆବଶ୍ଯକ ନାହିଁ। ମାତ୍ର ଜାଗତିକ ଦୁଃଖ ମୃତ୍ଯୁ ଆଣିଥାଏ।

ଯାକୁବଙ୍କ ପତ୍ 4:9

ଦୁଃଖି ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର ! ତୁମ୍ଭର ହାସ୍ଯକୁ କ୍ରନ୍ଦନ ରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲତାକୁ ଦୁଃଖ ରେ ବଦଳାଅ।

Interlinear

Choose Theme