Home Bibles ☰ Books ଯିରିମିୟ 34:15 · ଓଡ଼ିଆ ବାଇବେଲ
ଯିରିମିୟ 34:15 · ଓଡ଼ିଆ ବାଇବେଲ

ପୁଣି ତୁମ୍ଭମାନେେ ଏହାପ ରେ ଆପଣା ପ୍ରତିବେଶୀଙ୍କୁ ମୁକ୍ତି କରି ଆମ୍ଭ ଦୃଷ୍ଟି ରେ ଯଥାର୍ଥ କର୍ମ କଲ। ଆଉ ଆମ୍ଭ ନାମ ରେ ଖ୍ଯାତ ମନ୍ଦିର ରେ ଆମ୍ଭ ସମ୍ମୁଖ ରେ ନିଯମ କରିଥିଲ।

Cross references

ପ୍ରଥମ ରାଜାବଳୀ 21:27

ଆହାବ୍ ଏହିକଥା ଶୁଣି ଅତ୍ଯନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ବରୂପ ଅଖା ପିନ୍ଧି ଉପବାସ କରି ଅଖା ରେ ଶାଇେଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।

ଦିତୀୟ ରାଜାବଳୀ 10:30

ଅନନ୍ତର ସଦାପ୍ରଭୁ ଯହେୂକୁ କହିଲେ, କାରଣ ମାେ ଦୃଷ୍ଟି ରେ ଯାହା ଯଥାର୍ଥ, ତୁମ୍ଭେ ଠିକ୍ କରିଅଛ। ଯାହା ମାରେ ଇଚ୍ଛା ଅନୁସାରେ ତୁମ୍ଭେ ଆହାବ୍ର ବଂଶକୁ ବିନାଶ କରିଅଛି। ଏଣୁ ଗ୍ଭରି ପୁରୁଷ ପର୍ୟ୍ଯନ୍ତ ତୁମ୍ଭର ସନ୍ତାନମାନେ ଇଶ୍ରାୟେଲ ସିଂହାସନ ରେ ରାଜତ୍ବ କରିବେ।

ଦିତୀୟ ରାଜାବଳୀ 12:2

ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳ ରେ ଯାଜକ ୟିହୋଯାଦାଙ୍କ ଶିକ୍ଷାନୁସା ରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ଉତ୍ତମ ଥିଲା।

ଦିତୀୟ ରାଜାବଳୀ 14:3

ପୁଣି ଅମତ୍ସିଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ। ମାତ୍ର ସେ ତାଙ୍କ ପୁର୍ବପୁରୁଷ ଦାଉଦଙ୍କ ପରି ସମ୍ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଅନୁଗାମୀ ହେଲେ ନାହିଁ। ସେ ନିଜର ପିତା ୟୋଯାଶ୍ଙ୍କର କୃତ କର୍ମାନୁସା ରେ କର୍ମ କଲେ।

ଦିତୀୟ ରାଜାବଳୀ 23:3

ଏଥି ରେ ରାଜା ସ୍ତମ୍ଭ ସମ୍ମୁଖ ରେ ଠିଆ ହେଲେ। ସଦାପ୍ରଭୁଙ୍କ ସହିତ ଗୋଟିଏ ୟୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିଯମମାନ ତାଙ୍କ ସମସ୍ତ ହୃଦଯ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରେତ୍ୟକକ ଲୋକ ଏହା କରିବାକୁ ରାଜି ହେଲେ।

ନିହିମିୟା 10:29

ସମାନେେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ, ନଥୀନୀଯମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସମାନଙ୍କେୁ ଅନ୍ୟ ସ୍ଥାନ ରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସମାନେେ ପରମେଶ୍ବରଙ୍କର ବ୍ଯବସ୍ଥା ରଖିପାରିବେ। ସମାନେେ ସମାନଙ୍କେର ସ୍ତ୍ରୀଗଣ, ସମାନଙ୍କେର ପୁତ୍ରଗଣ ଓ ସମାନଙ୍କେର କନ୍ଯାଗଣ, ପ୍ରେତ୍ୟକକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସମାନେେ ସମାନଙ୍କେର ଭାତୃଗଣ, ସମାନଙ୍କେର କୁଳୀନଗଣ ଏହି ଶପଥ ନବୋ ପାଇଁ ରାଜି ଥିଲେ।

ଗୀତସଂହିତା 76:11

ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି।

ଗୀତସଂହିତା 119:106

ତୁମ୍ଭର ବିଚାର ଉତ୍ତମ ଏବଂ ମୁଁ ତାହାସବୁ ମାନିବା ପାଇଁ ଶପଥ କରେ।

ଯିଶାଇୟ 58:2

ତାହା ହେଲେ ସମାନେେ ପ୍ରତିଦିନ ଆମ୍ଭର ଅନ୍ବଷେଣ କରିବେ ଓ ମାରେ ପଥ ବିଷଯ ରେ ଜାଣିବାକୁ ଚେଷ୍ଟା କରିବେ। ଯେଉଁ ଗୋଷ୍ଠୀଯ ଲୋକେ ପୂଜା କର୍ମ କରିଛନ୍ତି ଓ ନିଜର ପରମେଶ୍ବରଙ୍କର ବିଧାନ ତ୍ଯାଗ କରି ନାହାଁନ୍ତି, ସମାନଙ୍କେ ପରି ସମାନେେ ପୁଜାବିଧାନ ବିଷଯ ଆମ୍ଭକୁ ପଚାରନ୍ତି ଓ ପରମେଶ୍ବରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।

ଯିରିମିୟ 7:10

ତୁମ୍ଭମାନେେ ଯଦି ଏହିସବୁ ଦୁଷ୍କର୍ମ କର, ତବେେ ତୁମ୍ଭମାନେେ କ'ଣ ଆମ୍ଭ ନାମ ରେ ଖ୍ଯାତ ଏହି ଗୃହ ମଧ୍ଯକୁ ଆସି ଆମ୍ଭ ସମ୍ମୁଖ ରେ କହିପାରିବ, ଆମ୍ଭମାନେେ ଉଦ୍ଧାର ପାଇଲୁଁ ? ଏତେସବୁ ଘୃଣ୍ଯ କର୍ମ କଲାପ ରେ ମଧ୍ଯ ଏହା କହିପାରିବ ?

ଯିରିମିୟ 32:34

ପୁଣି ସମାନେେ ଆମ୍ଭ ମନ୍ଦିର ରେ ସମାନଙ୍କେ ହସ୍ତଦ୍ବାରା ନିର୍ମିତ ପ୍ରତିମା ରଖିଛନ୍ତି। ଆମ୍ଭ ନାମ ବହନ କରିଥିବା ମନ୍ଦିରକୁ କଳୁଷିତ କରିବା ପାଇଁ।

ଯିରିମିୟ 34:8

ସିଦିକିଯ ରାଜା ୟିରୁଶାଲମ ଲୋକମାନଙ୍କ ସହିତ ଏହି ନିଯମ କରିଥିଲେ ଯେ ପ୍ରେତ୍ୟକକ ନିଜ ନିଜ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦବେେ। କହେି ସମାନଙ୍କେୁ ଅର୍ଥାତ୍ ନିଜ ୟିହୁଦୀଯ ଭ୍ରାତାକୁ ଦାସ୍ଯକର୍ମ କରାଇବେ ନାହିଁ। ସିଦିକିଯ ଏହି ନିଯମ କଲାପ ରେ ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିରିମିୟ 34:10

ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିଯମ ଗ୍ରହଣ କଲେ ଓ ପ୍ରେତ୍ୟକକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦେଲେ। ଏହି ନିଯମ ରେ ସମସ୍ତେ ସମ୍ମତ ହେଲେ ଓ ସମାନଙ୍କେୁ ଦାସ୍ଯକର୍ମ ଆଉ କରାଇଲେ ନାହିଁ।

Interlinear

Choose Theme