Home Bibles ଯିଶାଇୟ 58:2 · ଓଡ଼ିଆ ବାଇବେଲ
ଯିଶାଇୟ 58:2 · ଓଡ଼ିଆ ବାଇବେଲ

ତାହା ହେଲେ ସମାନେେ ପ୍ରତିଦିନ ଆମ୍ଭର ଅନ୍ବଷେଣ କରିବେ ଓ ମାରେ ପଥ ବିଷଯ ରେ ଜାଣିବାକୁ ଚେଷ୍ଟା କରିବେ। ଯେଉଁ ଗୋଷ୍ଠୀଯ ଲୋକେ ପୂଜା କର୍ମ କରିଛନ୍ତି ଓ ନିଜର ପରମେଶ୍ବରଙ୍କର ବିଧାନ ତ୍ଯାଗ କରି ନାହାଁନ୍ତି, ସମାନଙ୍କେ ପରି ସମାନେେ ପୁଜାବିଧାନ ବିଷଯ ଆମ୍ଭକୁ ପଚାରନ୍ତି ଓ ପରମେଶ୍ବରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।

Cross references

ଦିତୀୟ ବିବରଣ 5:28

ତୁମ୍ଭମାନେେ ମାେତେ ଯେତବେେଳେ ଏପରି କହିଲ, ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସହେି ବାକ୍ଯର କଥା ଶକ୍ସ୍ଟଣି ମାେତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସହେି କଥା ଶକ୍ସ୍ଟଣିଅଛକ୍ସ୍ଟ। ସମାନେେ ଯାହା କହିଛନ୍ତି ଭଲ କହିଛନ୍ତି।

ପ୍ରଥମ ଶାମୁୟେଲ 15:21

ଏବଂ ସୈନ୍ଯମାନେ ଗିଲ୍ଗଲ ରେ ଉତ୍ତମ ମେଣ୍ତା ଓ ଗୋରୁମାନଙ୍କୁ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କଠା ରେ ବଳିଦାନ ଦବୋ ପାଇଁ ରଖିଲେ।

ହିତୋପଦେଶ 15:8

ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।

ଯିଶାଇୟ 1:11

ପରମେଶ୍ବର କୁହନ୍ତି, ମୁଁ ତୁମ୍ଭମାନଙ୍କର ଏହି ବଳିଦାନସବୁ କାହିଁକି ଦରକାର କରେ। ମୁଁ ମଷେର ଓ ହୃଷ୍ଟପୃଷ୍ଟ ଗୋରୁଗାଈର ମଦରେ ହାମବେଳି ପ୍ରତି ବିତୃଷ୍ଣା ହାଇେ ୟାଇଛି। ମୁଁ ଆଉ ଷଣ୍ଢ ମଷେ ଓ ଛାଗମାନଙ୍କର ରକ୍ତ ଚା ହେଁ ନାହିଁ।

ଯିଶାଇୟ 29:13

ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।

ଯିଶାଇୟ 42:20

ମାରେ ଦାସ ଯଦିଓ ସବୁ ଦେଖୁଅଛି, ତଥାପି ସେ ମନୋୟୋଗ କରୁ ନାହିଁ। ତା'ର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।'

ଯିଶାଇୟ 48:1

ସଦାପ୍ରଭୁ କୁହନ୍ତି, ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇଶ୍ରାୟେଲ ପରି ଖ୍ଯାତ, ଦୟାକରି ମାେ କଥା ଶୁଣ। ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କରୁଅଛ ଓ ଇଶ୍ରାୟେଲ ପରମେଶ୍ବରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭମାନେେ ଏହି କାର୍ୟ୍ଯ ସତ୍ଯ ଓ ଧାର୍ମିକତା ରେ କରୁ ନାହିଁ।'

ଯିରିମିୟ 42:2

ସେ ସମସ୍ତ ଲୋକ ତାଙ୍କୁ କହିଲେ, ହେ ଯିରିମିୟ, ଆମ୍ଭମାନେେ ତୁମ୍ଭକୁ ନିବଦନେ କରୁଛୁ, ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ଯିହୁଦାର ଏହି ଅବଶିଷ୍ଟ ଲୋକଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କର। କାରଣ ତୁମ୍ଭେ ସ୍ବଚକ୍ଷୁ ରେ ଆମ୍ଭମାନଙ୍କୁ ଦେଖୁଅଛ। ଆମ୍ଭମାନେେ ଅନକେ ଥିଲୁ, ଏବେ ଆମ୍ଭେ ଅଳ୍ପମାତ୍ର ଅଛୁ।

ଯିରିମିୟ 42:20

ପୁଣି ତୁମ୍ଭମାନେେ ନିଜ ନିଜ ପ୍ରାଣ ବିରୁଦ୍ଧ ରେ ପ୍ରବଞ୍ଚନା କରିଅଛ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ନିକଟକୁ ମାେତେ ପଠାଇ କହିଲ, 'ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର ଓ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବର ଯାହା ଯାହା କହିବେ, ତଦନୁସା ରେ ଆମ୍ଭମାନଙ୍କୁ ଜଣାଅ, ଆମ୍ଭମାନେେ ତାହା ପାଳନ କରିବୁ।'

ଯିହିଜିକଲ 20:3

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ପ୍ରାଚୀନବର୍ଗଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭମାନେେ ମାେ ବିଷଯ ରେ ତଦାରଖ କରିବାକୁ ଆସିଅଛ ? ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କିଛି ପଚାରିବାକୁ ଦବେି ନାହିଁ।'

ଯିହିଜିକଲ 33:30

ପୁଣି ହେ ମନୁଷ୍ଯ ପୁତ୍ର, ତୁମ୍ଭ ଲୋକମାନଙ୍କର କାନ୍ଥ ନିକଟରେ ଠିଆ ହାଇେ ସମାନଙ୍କେର ଦ୍ବାରଗୁଡ଼ିକରେ ଦେଶ ରେ ତୁମ୍ଭ ବିଷଯ ରେ କଥାବାର୍ତ୍ତା କରନ୍ତି। ଆଉ ଜଣେ ଅନ୍ୟ ଜଣକୁ କ ହେ, ଭାଇ ଆସ, ସଦାପ୍ରଭୁଙ୍କଠାରୁ ଭବିଷ୍ଯଦବାଣୀ ଶୁଣିବା।

ଆମୋଷ 5:18

ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।

ମାଥିଉଲିଖିତ ସୁସମାଚାର 15:7

ତୁମ୍ଭେ ସବୁ କପଟୀ। ୟିଶାଇୟ ତୁମ୍ଭମାନଙ୍କ ବିଷୟ ରେ ଠିକ୍ ଭାବରେ ଏହି ଭବିଷ୍ଯଦ୍ବାଣୀ କହିଥିଲେ।

ମାର୍କଲିଖିତ ସୁସମାଚାର 4:16

ଆଉ କେତକେ ଲୋକ ପଥୁରିଆ ଜମି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦ ରେ ତାହା ଗ୍ରହଣ କରି ନିଅନ୍ତି।

ମାର୍କଲିଖିତ ସୁସମାଚାର 6:20

ହରେୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହରେୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହରେୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ େ ହରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।

ମାର୍କଲିଖିତ ସୁସମାଚାର 12:14

ଫାରୂଶୀ ଓ େ ହରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, ଗୁରୁ, ଆମ୍ଭମାନେେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କବେେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ବର ଚାହୁଁଥିବା ଜୀବନର ମାର୍ଗ ବିଷୟ ରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ: କାଇସରଙ୍କୁ କର ଦବୋର ଉଚିତ୍ କି ନୁହେଁ?

ଯୋହନଲିଖିତ ସୁସମାଚାର 5:35

ଯୋହନ ଗୋଟିଏ ପ୍ରଦୀପ ପରି ଜଳି ଆଲୋକ ଦଇେଥିଲେ। ଏବଂ ତୁମ୍ଭମାନେେ ସହେି ଆଲୋକ କିଛି କ୍ଷଣ ପାଇଁ ଉପ ଭୋଗ କରି ଖୁସି ହେଲ।

ତୀତସଙ୍କ ପ୍ରତି ପତ୍ର 1:16

ସେ ଲୋକମାନେ କୁହନ୍ତି ଯେ ସମାନେେ ପରମେଶ୍ବରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସମାନେେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସମାନେେ ପରମେଶ୍ବରଙ୍କୁ ଗ୍ରହଣ କରନ୍ତି ନାହିଁ। ସମାନେେ ଭୟଙ୍କର ଲୋକ, ଆଜ୍ଞା ବି ରୋଧୀ ଓ କୌଣସି ଭଲ କାମ ପାଇଁ ଅ ଯୋଗ୍ଯ।

ଏବ୍ରୀ 6:4

ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦଲୋ ପରେ କ'ଣ ତୁମ୍ଭମାନେେ ସମାନଙ୍କେ ଜୀବନ କବେେ ପରିବର୍ତ୍ତନ କରି ପାରିବ ? ଯେଉଁମାନେ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ ସମାନଙ୍କେୁ ଏହା କହୁଛି। ସମାନେେ ପରମେଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ ହାଇେଛନ୍ତି।

ଯାକୁବଙ୍କ ପତ୍ 1:21

ତେଣୁ ତୁମ୍ଭମାନଙ୍କ ଜୀବନରୁ ପ୍ରେତ୍ୟକକ ମନ୍ଦ ବିଷୟ ଓ ମନ୍ଦ କର୍ମକୁ କାଢ଼ି ପକାଅ। ତୁମ୍ଭର ହୃଦୟ ରେ ବୁଣା ଯାଇଥିବା ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକୁ ନମ୍ରତାର ସହିତ ଗ୍ରହଣ କର। ଏହି ଶିକ୍ଷା ତୁମ୍ଭର ଆତ୍ମାକୁ ରକ୍ଷା କରିପାରିବ।

ଯାକୁବଙ୍କ ପତ୍ 4:8

ପରମେଶ୍ବରଙ୍କ ନିକଟକୁ ଆସ, ତବେେ ସେ ମଧ୍ଯ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭମାନେେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ବର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର।

ପିତରଙ୍କ ପ୍ରଥମ ପତ୍ 2:1

ଅନ୍ୟ ଲୋକମାନଙ୍କୁ ଆଘାତ କଲାଭଳି କୌଣସି କାମ କର ନାହିଁ। ମିଛ କୁହ ନାହିଁ, ଲୋକଙ୍କୁ ଠକ ନାହିଁ, ଈର୍ଷାନ୍ବିତ ହୁଅ ନାହିଁ, ଲୋକମାନଙ୍କର ନିନ୍ଦା କର ନାହିଁ। ନିଜ ଜୀବନରୁ ଏଗୁଡ଼ିକୁ ଦୂର କର।

Interlinear

Choose Theme