ପୁଣି ତୁମ୍ଭେ ପଚାଶତମ ବର୍ଷକୁ ପବିତ୍ରରୂପେ ବିବଚେନା କରିବ। ସମୁଦାଯ ଦେଶ ରେ ପ୍ରେତ୍ୟକକ ବାସିନ୍ଦାମାନଙ୍କ ପ୍ରତି ମୁକ୍ତି ଘାଷେଣା କରିବ। ତାହା ତୁମ୍ଭମାନଙ୍କ ନିମନ୍ତେ ୟୋବଲେ (ମହୋଲ୍ଲାସ ଉତ୍ସବ) ହବେ। ତୁମ୍ଭମାନେେ ସମସ୍ତେ ନିଜ ନିଜର ସମ୍ପତ୍ତି ନିକଟକୁ ଫରେିୟିବ ଓ ପ୍ରେତ୍ୟକକ ନିଜ ନିଜ ବଂଶ ନିକଟକୁ ଫରେିୟିବ।
Cross references
ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।
ସେ ମହୋଲ୍ଲାସ-ଉତ୍ସବ ବର୍ଷ ରେ ପ୍ରେତ୍ୟକକ ନିଜ ନିଜ ଅଧିକାରକୁ ଫରେିୟିବା ଉଚିତ୍।
ଯଦି ସହେି ବ୍ଯକ୍ତିର ନିକଟ ସଂପର୍କୀଯ କହେି ତା'ର ଭୂମି ମୁକ୍ତ କରିବାକୁ ନ ଥାଏ, ତବେେ ସେ ନିଜେ ଅଧିକ ଧନ ଲାଭ କଲାପରେ ତା'ର ଭୂମି ମୁକ୍ତ କରିବ।
ଯଦି କହେି ଲବେୀୟଠାରୁ ଏକ ଗୃହ କ୍ରଯ କରେ ତବେେ ସହେି ବିକ୍ରୀତ ଗୃହ ଓ ତାହାର ଅଧିକୃତ ନଗର ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ, କାରଣ ଇଶ୍ରାୟେଲୀୟ ମଧିଅରେ ଲବେୀୟମାନଙ୍କ ଗୃହସବୁ ସମାନଙ୍କେର ଅଟେ।
ତା'ପରେ ସେ ନିଜର ସନ୍ତାନଗଣଙ୍କ ସହିତ ତୁମ୍ଭଠାରୁ ମୁକ୍ତ ହାଇେ ନିଜ ବଂଶ ନିକଟକୁ ଓ ତାହାର ପୂର୍ବପୁରୁଷଙ୍କ ଅଧିକାରକୁ ଫରେିୟିବ।
ଯଦି ଜଣେ ମନୁଷ୍ଯ ମହୋଲ୍ଲାସ-ଉତ୍ସବ ବର୍ଷ ରେ ଆପଣା କ୍ଷେତ୍ର ଉତ୍ସର୍ଗ କରେ, ତବେେ ଯାଜକର ନିରୂପିତ ମୂଲ୍ଯ ଅନୁସାରେ ତାହାର ମୂଲ୍ଯ ସ୍ଥିର ହବେ।
ଯଦି କହେି ଆପଣା ସମ୍ପତ୍ତି ନି ହେଁ, ମାତ୍ର ତାକୁ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରତିଷ୍ଠା କରେ,
ସମାନେେ କହିଲେ, ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଗୁଳାବାଣ୍ଟ ଦ୍ବାରା ଦଶାଧେିକାର ଦବୋ ପାଇଁ ଆମ୍ଭମାନଙ୍କର ମୁନିବ ମାଶାଙ୍କେୁ ଆଜ୍ଞା ଦେଲେ। ଆମ୍ଭ ମୂନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ଯାମାନଙ୍କୁ ଦବୋ ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।
ଯେତବେେଳେ ମହୋଲ୍ଲାସ-ଉତ୍ସବ ଇଶ୍ରାୟେଲ ଲୋକମାନଙ୍କ ଦ୍ବାରା ପାଳନ କରାୟିବ, ସମାନଙ୍କେର ସମ୍ପତ୍ତି ଅଧିକାର ସମାନେେ ବିବାହ କରିଥିବା ପରିବାରକୁ ଚାଲିୟିବ। ଏହି ପ୍ରକା ରେ ସମାନଙ୍କେର ସମ୍ପତ୍ତି ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆୟିବ।
ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କ ଭିତରୁ ଯେ କହେି ହୁଅନା, ତାର ପରମେଶ୍ବର ତା ସହିତ ରୁହନ୍ତୁ। ଯିହୁଦାସ୍ଥିତ ୟିରୁଶାଲମ ପର୍ୟ୍ଯନ୍ତ ତାକୁ ୟିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ବର ୟିଏକି ୟିରୁଶାଲମ ରେ ଅଛନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ୟାହା ନ୍ଯାଯ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
ତୁମ୍ଭେ ବନ୍ଦୀଗଣଙ୍କୁ ବାହାରି ୟାଅ ବୋଲି, 'ଅନ୍ଧକାରସ୍ଥିତ' ଲୋକମାନଙ୍କୁ ଆପଣାମାନଙ୍କୁ ଦଖାେଅ ବୋଲି କହିବ। ସମାନେେ ପଥରେ ଚରିବେ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ସକଳ ସମାନଙ୍କେର ଚରାସ୍ଥାନ ହବେ।
ଜଣେ ବୀରଠାରୁ ଲୁଣ୍ଠିତ ଦ୍ରବ୍ଯ ହରଣ କରାୟାଇ ପାରିବ କି ? କିମ୍ବା ବନ୍ଦୀ ହାଇେଥିବା ଲୋକମାନେ ମୁକ୍ତ ହାଇେ ପାରିବେ କି ?
ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।
କେତବେେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ବର ଦୁଷ୍ଟାଚାରୀଙ୍କ ଉପ ରେ ପ୍ରତିଶୋଧ ନବେେ ଓ ଶାେକାର୍ତ୍ତମାନଙ୍କୁ ସାନ୍ତ୍ବନା କରିବେ। ସେ ସବୁ ପ୍ରଚାର କରିବାକୁ ପରମେଶ୍ବର ମାେତେ ପ୍ ରରଣେ କରିଛନ୍ତି।
କାରଣ ପ୍ରତି ଶାଧେର ଦିନ ଆମ୍ଭ ହୃଦଯ ରେ ଥିଲା ଓ ଆମ୍ଭ ମୁକ୍ତ ଲୋକମାନଙ୍କର ବର୍ଷ ଉପସ୍ଥିତ ହାଇେଅଛି।
ସିଦିକିଯ ରାଜା ୟିରୁଶାଲମ ଲୋକମାନଙ୍କ ସହିତ ଏହି ନିଯମ କରିଥିଲେ ଯେ ପ୍ରେତ୍ୟକକ ନିଜ ନିଜ ଏବ୍ରୀଯ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦବେେ। କହେି ସମାନଙ୍କେୁ ଅର୍ଥାତ୍ ନିଜ ୟିହୁଦୀଯ ଭ୍ରାତାକୁ ଦାସ୍ଯକର୍ମ କରାଇବେ ନାହିଁ। ସିଦିକିଯ ଏହି ନିଯମ କଲାପ ରେ ସଦାପ୍ରଭୁଙ୍କ ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।
ତେଣୁ ସମସ୍ତ ଅଧିପତି ଓ ସମସ୍ତ ଲୋକ ଏହି ନିଯମ ଗ୍ରହଣ କଲେ ଓ ପ୍ରେତ୍ୟକକ ନିଜ ନିଜ ଦାସଦାସୀଙ୍କୁ ମୁକ୍ତ କରି ବିଦାଯ ଦେଲେ। ଏହି ନିଯମ ରେ ସମସ୍ତେ ସମ୍ମତ ହେଲେ ଓ ସମାନଙ୍କେୁ ଦାସ୍ଯକର୍ମ ଆଉ କରାଇଲେ ନାହିଁ।
ହେ ଯିରିମିୟ ! ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ମିଶର ଦେଶର ଦାସତ୍ବରୁ ମୁକ୍ତ କରିଥିଲୁ ଓ ସମାନଙ୍କେ ସହିତ ଏହି ନିଯମ କରିଥିଲୁ।
ଆମ୍ଭେ ସମାନଙ୍କେୁ କହିଥିଲୁ, 'ତୁମ୍ଭର କୌଣସି ଏବ୍ରୀଯ ଭ୍ରାତା ତୁମ୍ଭ ନିକଟରେ ବୀକ୍ରିତ ହାଇେ ଛଅବର୍ଷ ତୁମ୍ଭର ଦାସ୍ଯକର୍ମ କଲା ଉତ୍ତା ରେ ତୁମ୍ଭେ ତାହାକୁ ମୁକ୍ତ କରି ଆପଣା ନିକଟରୁ ବିଦାଯ ଦବେ, ତୁମ୍ଭମାନେେ ପ୍ରେତ୍ୟକକ ସାତବର୍ଷର ଶଷେ ରେ ଆପଣା ଆପଣାର ସହେି ଭ୍ରାତାଙ୍କୁ ମୁକ୍ତ କରିବ।' ମାତ୍ର ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭର ବାକ୍ଯ ଶୁଣିଲେ ନାହିଁ କି କର୍ଣ୍ଣପାତ କଲେ ନାହିଁ।
ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ଯରୁ କାହାକୁ କିଛି ଦାନ କରନ୍ତି, ତବେେ ତାହା ମୁକ୍ତିବର୍ଷ ପର୍ୟ୍ଯନ୍ତ ତାହାର ହବେ। ଓ ତା'ପ ରେ ତାହା ଅଧିପତି ନିକଟକୁ ଫରେିୟିବ। ଆଉ ସେ ଉତ୍ତରାଧିକାରିତ୍ବ କବଳେ ତାଙ୍କ ପୁତ୍ରଗଣର ହବେ।
ହେ ୟିରୁଶାଲମ, କାରଣ ରକ୍ତ ଦ୍ବାରା ତୁମ୍ଭର ଚୁକ୍ତି ଆମ୍ଭ ସହିତ ମାହେରାଙ୍କିତ ହାଇେଛି। ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ପାଣି ନଥିବା ପାଣି କୁଣ୍ତରୁ ମୁକ୍ତି କରିଛୁ।
ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତୃଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳ ରେ ଆମ୍ଭମାନେେ ନିର୍ଭୟ ରେ ପରମେଶ୍ବରଙ୍କ ସବୋ କରିପାରିବୁ।
ତା'ପରେ ସେ ନାଜରିତକୁ ଆସିଲେ। ନାଜରିତ ରେ ସେ ପ୍ରତିପାଳିତ ହାଇେଥିଲେ। ସବୁଥର ଭଳି ସେ ବିଶ୍ରାମଦିନ ଯିହୂଦୀ ସମାଜଗୃହକୁ ଗଲେ। ସେ ପାଠ କରିବା ପାଇଁ ଠିଆ ହେଲେ।
ତୁମ୍ଭେ ସତ୍ଯକୁ ଜାଣିବ ଓ ସହେି ସତ୍ଯ ତୁମ୍ଭକୁ ମୁକ୍ତ କରିବ।
ଅତୀତ ରେ ତୁମ୍ଭମାନେେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ବରଙ୍କୁ ଧନ୍ଯବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭମାନେେ ସମସ୍ତ ହୃଦୟର ସହିତ ପାଳନ କଲ।
ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠା ରେ ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, ସହେିଠା ରେ ସ୍ବାଧୀନତା ଅଛି।
ହାଗାର ଆରବ ଦେଶସ୍ଥିତ ସୀନୟ ପର୍ବତର ପ୍ରତୀକ। ଏବେ ତାହା ଆଜିର ୟିରୁଶାଲମକୁ ସଂକତେ କରେ। ଏହା ନିଜ ସନ୍ତାନମାନଙ୍କ ସହିତ ଦାସତ୍ବ ରେ ପଡ଼ିଅଛି।
ମାେ ଭାଇ ଓ ଭଉଣୀମାନେ ! ପରମେଶ୍ବର ତୁମ୍ଭମାନଙ୍କୁ ସ୍ବାଧୀନ ରହିବା ପାଇଁ ବାଛିଛନ୍ତି। କିନ୍ତୁ ଏହି ସ୍ବାଧୀନତାକୁ ତୁମ୍ଭମାନେେ ନିଜ ନିଜର ପାପମୟ ସ୍ବଭାବର ଇଚ୍ଛା ପୂରଣ ନିମନ୍ତେ ବ୍ଯବହାର କର ନାହିଁ। ବରଂ ଏକ ଆ ରକରେ ପ୍ ରମେ ପୂର୍ବକ ସବୋ କର।
ପରମେଶ୍ବର ଏହା ଚାହାଁନ୍ତି। ସ୍ବାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ବାଧୀନତାର ଅପବ୍ଯବହାର କର ନାହିଁ। ପରମେଶ୍ବରଙ୍କ ସବୋ ରେ ଜୀବନ କାଟ।
ଏହି ଭଣ୍ଡ ଶିକ୍ଷକମାନେ ସହେି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାଁନ୍ତି। ସମାନେେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।