Home Bibles ଯିରିମିୟ 38:4 · ଓଡ଼ିଆ ବାଇବେଲ
ଯିରିମିୟ 38:4 · ଓଡ଼ିଆ ବାଇବେଲ

ତେଣୁ ସହେି ଅଧିପତିଗଣ ରାଜାଙ୍କୁ କହିଲେ, ଆମ୍ଭମାନେେ ଅନୁ ରୋଧ କରୁଅଛୁ, ଏହି ଯିରିମିୟକୁ ମୃତ୍ଯୁଦଣ୍ଡ ହେଉ। କାରଣ ସେ ଏହି ନଗରର ଅବଶିଷ୍ଟ ଯୋଦ୍ଧାମାନଙ୍କୁ ଏହି ପ୍ରକାର କଥା କହି ନିରୁତ୍ସାହିତ କରୁଅଛି। ପୁଣି ସେ ଏହି ଲୋକମାନଙ୍କର ମଙ୍ଗଳ ଚାହୁଁ ନାହିଁ, ବରଂ ସମାନଙ୍କେର ଅମଙ୍ଗଳ ଚାହୁଁଛି।

Cross references

ଯାତ୍ରା ପୁସ୍ତକ 5:4

କିନ୍ତୁ ଫାରୋ ସମାନଙ୍କେୁ କହିଲେ, ମାଶାେ ଏବଂ ହାରୋଣ, ତୁମ୍ଭମାନେେ ମାରେ କର୍ମୀମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କରୁଅଛ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯ କରିବାକୁ ଦିଅ!

ପ୍ରଥମ ରାଜାବଳୀ 18:17

ଆହାବ୍ ଏଲିଯଙ୍କୁ ପଚାରିଲେ, ତୁମ୍ଭେ କ'ଣ ସହେି, ଯେ ଇଶ୍ରାୟେଲର ଦୁଃଖର କାରଣ?

ପ୍ରଥମ ରାଜାବଳୀ 21:20

ଏଲିଯ ଆହାବ୍ଙ୍କ ନିକଟକୁ ଗଲେ, ଆହାବ୍ ଏଲିଯଙ୍କୁ କହିଲେ, ତୁମ୍ଭେ ପୁଣି ମାେତେ ଦଖାେ ଦଲେ, ତୁମ୍ଭେ ସର୍ବଦା ମାରେ ବିରୁଦ୍ଧ ରେ ରହିଛ।

ଦିତୀୟ ବଂଶାବଳୀ 24:21

କିନ୍ତୁ ଲୋକମାନେ ଜିଖରିଯଙ୍କ ବିରୁଦ୍ଧ ରେ ମନ୍ତ୍ରଣା କଲେ । ଜିଖରିଯଙ୍କୁ ବଧ କରିବା ନିମନ୍ତେ ରାଜା ଆଦେଶ ଦେଲେ, ତେଣୁ ମୃତ୍ଯୁ ହବୋ ପର୍ୟ୍ଯନ୍ତ ସମାନେେ ତାଙ୍କ ଆଡ଼କୁ ପଥର ଫୋପାଡ଼ିଲେ। ସଦାପ୍ରଭୁଙ୍କର ମନ୍ଦିର ପ୍ରାଙ୍ଗଣ ମଧିଅରେ ଲୋକମାନେ ଏହା କଲେ।

ଏଜ୍ରା 4:12

ଆମ୍ଭମାନେେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ୟିହୁଦୀଯ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସମାନେେ ୟିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସମାନେେ ସହେି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସମାନେେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।

ନିହିମିୟା 6:9

ଏହି ଚିନ୍ତାକରି ସମାନେେ ଆମ୍ଭକୁ ଭୟଭୀତ କଲେ, ସମାନଙ୍କେ ହସ୍ତ ଦୁର୍ବଳ ହବେ ଓ ପ୍ରାଚୀର କାର୍ୟ୍ଯ ଶଷେ ହବେ ନାହିଁ।

ଯିରିମିୟ 26:11

ତା'ପ ରେ ଯାଜକମାନେ ଓ ଭବିଷ୍ଯଦବକ୍ତାମାନେ ଅଧିପତିମାନଙ୍କୁ ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, ଯିରିମିୟ ପ୍ରାଣଦଣ୍ଡର ଯୋଗ୍ଯ ; କାରଣ ସେ ଏହି ନଗର ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛି, ଏହା ତୁମ୍ଭମାନେେ ସ୍ବକର୍ଣ୍ଣ ରେ ଶୁଣିଅଛ।

ଯିରିମିୟ 26:21

ରାଜା ଯିହାୟୋକୀମ୍, ତାଙ୍କର ସମସ୍ତ ବୀରଗଣ ଓ ଯିହୁଦାର ସମସ୍ତ ଅଧିପତିମାନେ ଉରିଯଙ୍କ ଭବିଷ୍ଯଦବାଣୀ ଶୁଣିଲେ। ତା'ପ ରେ ରାଜା ଯିହାୟୋକୀମ୍ ତାହାକୁ ବଧ କରିବାକୁ ଚେଷ୍ଟା କଲା। ମାତ୍ର ଉରିଯ ଭୟଭୀତ ହାଇେ ମିଶରକୁ ପଳାଇଲା।

ଯିରିମିୟ 29:7

ଆମ୍ଭେ ଯେଉଁ ନଗରକୁ ତୁମ୍ଭମାନଙ୍କୁ ନିର୍ବାସିତ କରିଅଛୁ ତାହାର ମଙ୍ଗଳ କର ଓ ସହେି ନଗର ନିମନ୍ତେ ସଦାପ୍ରଭୁଙ୍କୁ ପ୍ରାର୍ଥନା କର। କାରଣ ସଠାେ ରେ ଶାନ୍ତି ଆସିଲେ ତୁମ୍ଭମାନଙ୍କର ଶାନ୍ତି ଆସିବ।

ଯିରିମିୟ 36:12

ସେତବେେଳେ ସେ ସଦାପ୍ରଭୁଙ୍କ ବାକ୍ଯ ଶୁଣି ରାଜଗୃହକୁ ଓହ୍ଲାଇ ଲେଖକର କଠାେରୀକୁ ଗଲା, ସେତବେେଳେ ସେ ସ୍ଥାନ ରେ ସମସ୍ତ ଅଧିପତି, ଯଥା : ଇଲୀଶାମା ଲେଖକ, ଶମଯିଯର ପୁତ୍ର ଦଲଯିଯ, ଅକବୋରର ପୁତ୍ର ଇଲନାଥନ୍, ଶାଫନର ପୁତ୍ର ଗମରିଯ ଓ ହନାନିଯର ପୁତ୍ର ସିଦିକିଯ ଉପବିଷ୍ଟ ଥିଲେ।

ଯିରିମିୟ 43:3

କିନ୍ତୁ ନରେିଯର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧ ରେ ତୁମ୍ଭକୁ ପ୍ରବର୍ତ୍ତାଇ ଅଛି। କଲଦୀଯମାନେ ଯେପରି ଆମ୍ଭମାନଙ୍କୁ ବଧ କରିପାରିବେ ଓ ବନ୍ଦୀ କରି ଆମ୍ଭମାନଙ୍କୁ ବାବିଲକୁ ନଇେଯିବେ।

ଯିହିଜିକଲ 22:27

ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

ଆମୋଷ 7:10

ବୈଥଲରେ ଯାଜକ ଅମତ୍ସିଯ ଏହି ବାର୍ତ୍ତା ଇଶ୍ରାୟେଲର ରାଜା ୟାରବିଯାମଙ୍କୁ ପଠାଇଲେ, ଆମାଷେ ତୁମ୍ଭ ବିରୁଦ୍ଧ ରେ ଇଶ୍ରାୟେଲୀୟମାନଙ୍କ ମଧିଅରେ ଚକ୍ରାନ୍ତ କରୁଛନ୍ତି। ସେ ଏତେ ଅଧିକ କହୁଛନ୍ତି ଯେ ଦେଶ ତାହା ସହି ପାରୁନାହିଁ।

ମୀଖା 3:1

ତା'ପ ରେ ମୁଁ କହିଲି, ହେ ଯାକୁବର ପ୍ରାଚୀନଗଣ ଓ ଇଶ୍ରାୟେଲ ବଂଶର ଶାସକଗଣ, ମାେ କଥା ଶୁଣ, ତୁମ୍ଭମାନେେ ନ୍ଯାଯ କ'ଣ ଜାଣିବା ଉଚିତ।

ସିଫନିୟ 3:1

ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

ଲୂକଲିଖିତ ସୁସମାଚାର 23:2

ସମାନେେ ଯୀଶୁଙ୍କୁ ଦୋଷ ଦବୋକୁ ଲାଗିଲେ। ସମାନେେ ପୀଲାତଙ୍କୁ କହିଲେ, ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭମାନେେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦବୋ ଉଚିତ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।

ଯୋହନଲିଖିତ ସୁସମାଚାର 11:46

କିନ୍ତୁ କେତକେ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫରେିଗଲେ। ସମାନେେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ୟ୍ଯ ବର୍ଣ୍ଣନା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:20

ସମାନଙ୍କେୁ ନଗରପାଳମାନଙ୍କ ପାଖ ରେ ପହଞ୍ଚାଇ କହିଲେ, ଏମାନେ ଯିହୂଦୀ ଯେଲାକ। ଏମାନେ ଆମ୍ଭ ନଗର ରେ ବହୁତ ଉପଦ୍ରବ ସୃଷ୍ଟି କରୁଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 17:6

ସମାନେେ ତାହାଙ୍କୁ ନ ପାଇ ଯାସୋନ ଓ କେତକେ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସମାନେେ ପାଟି କରି କହିଲେ, ଏହି ଲୋକମାନେ ସାରା ଜଗତ ରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସମାନେେ ବର୍ତ୍ତମାନ ଏଠାକୁ ମଧ୍ଯ ଆସିଲଣେି।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:5

ଏ ବ୍ଯକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧିଅରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ଯ ନେତା।

ରେରିତମାନଙ୍କ କାର୍ଯ୍ୟର ବିବରଣ 28:22

ଆମ୍ଭେ ତୁମ୍ଭଠାରୁ ତୁମ୍ଭ ବିଚ଼ାରଗୁଡ଼ିକ ବିଷୟ ରେ ଶୁଣିବାକୁ ଚ଼ାହୁଁଛୁ। ଆମ୍ଭେ ଜାଣୁ ଯେ ଏହି ଦଳର ନିନ୍ଦା ସବୁଠା ରେ ହେଉଛି।

Interlinear

Choose Theme