Home Bibles ଯିରିମିୟ 31:30 · ଓଡ଼ିଆ ବାଇବେଲ
ଯିରିମିୟ 31:30 · ଓଡ଼ିଆ ବାଇବେଲ

ସଦାପ୍ରଭୁ କହନ୍ତି, ପ୍ରେତ୍ୟକକ ଲୋକ ନିଜର ପାପ ଯୋଗୁଁ ମରିବେ। କାରଣ ଅମ୍ଲ ଦ୍ରାକ୍ଷା ଫଳ ଖାଇବା ଲୋକର ଦାନ୍ତ କବଳେ ଖଟା ହବେ।

Cross references

ଦିତୀୟ ବିବରଣ 24:16

ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦବେ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପକ୍ସ୍ଟତ୍ରକକ୍ସ୍ଟ ମଧ୍ଯ ଦଣ୍ତ ଦବେ ନାହିଁ। ପ୍ରେତ୍ୟକକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।

ଯିଶାଇୟ 3:11

ମାତ୍ର ଦୁରାଚାରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହବେ। ସମାନଙ୍କେୁ ବହୁକଷ୍ଟ ଆସିବ। ସମାନେେ ସମାନଙ୍କେର କୁକର୍ମ ଯୋଗୁଁ ଦଣ୍ଡିତ ହବେେ।

ଯିହିଜିକଲ 3:18

ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।

ଯିହିଜିକଲ 3:24

ତା'ପ ରେ ଆତ୍ମା ମାେ ମଧିଅରେ ପ୍ରବେଶ କଲା ଓ ମାରେ ପାଦ ଉପରକୁ ନଇଗେଲା। ତା'ପ ରେ ସେ ମାେତେ କହିଲା, ୟାଅ, ଏବଂ ତୁମ୍ଭେ ଆପଣା ଗୃହ ମଧିଅରେ ନିଜକୁ ରୁଦ୍ଧ କରି ରଖ,

ଯିହିଜିକଲ 18:4

ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।

ଯିହିଜିକଲ 18:20

କବଳେ ପାପୀମାନେ ମୃତ୍ଯୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ଯକ୍ତିର ଧାର୍ମିକତା ହିସାବ କରାୟିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାୟିବ।

ଯିହିଜିକଲ 33:8

ମୁଁ ଯେତବେେଳେ କୌଣସି ଦୁଷ୍ଟ ଲୋକକୁ କହିବି, ' ହେ ଦୁଷ୍ଟଲୋକ, ତୁମ୍ଭେ ନିଶ୍ଚଯ ମରିବ।' ସେତବେେଳେ ତୁମ୍ଭେ ଯଦି ତାକୁ ସଚତନେ ନ କର ଓ ସେ ତାହାର ଜୀବନ ପଥ ପରିବର୍ତ୍ତନ ନ କରେ, ତବେେ ସହେି ଦୁଷ୍ଟଲୋକ ନିଜ ପାପ ରେ ମରିବ। ମୁଁ ତାହାର ରକ୍ତର ପ୍ରତିଶୋଧ ତୁମ୍ଭ ଉପ ରେ ନବେି।

ଯିହିଜିକଲ 33:13

ଯଦି ମୁଁ ଜଣେ ଧାର୍ମିକ ବ୍ଯକ୍ତିକୁ କୁ ହେ, 'ତୁମ୍ଭେ ନିଶ୍ଚିତ ଭାବରେ ବଞ୍ଚିବ,' ଏବଂ ସେ ତା'ର ଅତୀତର ଧାର୍ମିକତାକୁ ଭରସା କରି ପାପ କରେ, ତା'ର କୌଣସି ପୂର୍ବ ଧାର୍ମିକତା ସ୍ମରଣ କରାୟିବ ନାହିଁ ଏବଂ ସେ ତା'ର ପାପ ପାଇଁ ମରିବ।

ଯିହିଜିକଲ 33:18

ଯଦି ଜଣେ ଧାର୍ମିକ ବ୍ଯକ୍ତି ଆପଣା ଧାର୍ମିକତାରୁ ଓହରି ପାପ କରେ ସେ ତହିଁରେ ମରିବ।

ଗାଲାତୀୟଙ୍କ ପ୍ରତି ପତ୍ର 6:5

ପ୍ରେତ୍ୟକକ ଲୋକ ନିଜ ନିଜର ଦାଯିତ୍ବ ବହନ କରିବା ଉଚିତ୍।

ଗାଲାତୀୟଙ୍କ ପ୍ରତି ପତ୍ର 6:7

ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।

ଯାକୁବଙ୍କ ପତ୍ 1:15

ଏହି ଇଚ୍ଛା ହିଁ ପାପକୁ ଜାତ କରେ। ଏହି ପାପ ବଢ଼ି ମୃତ୍ଯୁକୁ ଜନ୍ମ ଦିଏ।

Interlinear

Choose Theme