Home Bibles ଯିହିଜିକଲ 18:20 · ଓଡ଼ିଆ ବାଇବେଲ
ଯିହିଜିକଲ 18:20 · ଓଡ଼ିଆ ବାଇବେଲ

କବଳେ ପାପୀମାନେ ମୃତ୍ଯୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ଯକ୍ତିର ଧାର୍ମିକତା ହିସାବ କରାୟିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାୟିବ।

Cross references

ଯାତ୍ରା ପୁସ୍ତକ 32:33

କିନ୍ତୁ ସଦାପ୍ରଭୁ ମାଶାଙ୍କେୁ କହିଲେ, ଯେଉଁମାନେ ମାେ ବିରୁଦ୍ଧ ରେ ପାପ କରିଅଛନ୍ତି, ମୁଁ ମାରେ ଜୀବନ୍ତ ପୁସ୍ତକରୁ ତା'ର ନାମ କାଟି ଦବେି।

ଲେବୀୟ ପୁସ୍ତକ 5:1

ଯଦି କୌଣସି ବ୍ଯକ୍ତି ଯାହା ଦେଖିଅଛି, ଶୁଣିଅଛି ବା ଜାଣିଅଛି ସାକ୍ଷୀରୂପେ ତାହା ପ୍ରକାଶ କରିବା କଥା, ମାତ୍ର ତାହା ଯଦି ସେ ପ୍ରକାଶ ନ କରେ ତବେେ ସେ ପାପ କରେ ଓ ଅପରାଧୀ ହୁଏ।

ଲେବୀୟ ପୁସ୍ତକ 5:17

ଯଦି ସଦାପ୍ରଭୁ ଯାହା ନ କରିବାକୁ କହିଥାନ୍ତି ଓ କୌଣସି ପ୍ରାଣୀ ସେଥିମଧ୍ଯରୁ କୌଣସି କର୍ମ କରି ପାପ କରେ। ୟଦ୍ଯପି ସେ ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ। ପୁଣି ସେ ତା'ର ଅପରାଧ ବହନ କରିବ।

ଲେବୀୟ ପୁସ୍ତକ 10:17

ତୁମ୍ଭମାନେେ କାହିଁକି ପବିତ୍ର ସ୍ଥାନ ରେ ସହେି ପାପାର୍ଥକ ବଳି ଭୋଜନ କଲ ନାହିଁ? ତାହା ମହାପବିତ୍ର ଥିଲା। ପୁଣି ସଦାପ୍ରଭୁ ତୁମ୍ଭମାନଙ୍କୁ ମଣ୍ଡଳୀର ଅପରାଧ ବହନକରି ଲୋକମାନଙ୍କୁ ତାଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ କରିବାକୁ ତୁମ୍ଭମାନଙ୍କୁ ଦଇେଛନ୍ତି।

ଲେବୀୟ ପୁସ୍ତକ 16:22

ତହୁଁ ସହେି ଛାଗ ସମାନଙ୍କେର ସମସ୍ତ ଅପରାଧ ଆପଣା ମସ୍ତକରେ ବହନ କରି ସହେି ଜନଶୂନ୍ଯ ଦେଶକୁ ନଇେଯିବେ। ତାକୁ ନଇେଥିବା ଲୋକଟି ସହେି ସ୍ଥାନ ରେ ସେ ଛାଗକୁ ଛାଡିଦବେ।

ଲେବୀୟ ପୁସ୍ତକ 19:8

ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।

ଗଣନା ପୁସ୍ତକ 18:1

ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ରସ୍ଥାନ ପାଇଁ ଦାଯୀ ରହିବ। ପୁଣି ଯାଜକତ୍ବର କର୍ତ୍ତବ୍ଯ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାଯୀ ରହିବେ।

ଦିତୀୟ ବିବରଣ 24:16

ପିଲାମାନଙ୍କର ପାପ ପାଇଁ ତାଙ୍କର ପିତାମାତାଙ୍କୁ ଦଣ୍ତ ଦବେ ନାହିଁ। କିମ୍ବା ପିତାମାତାଙ୍କ ପାଇଁ ପକ୍ସ୍ଟତ୍ରକକ୍ସ୍ଟ ମଧ୍ଯ ଦଣ୍ତ ଦବେ ନାହିଁ। ପ୍ରେତ୍ୟକକ ଲୋକ ନିଜର ପାପ ପାଇଁ ଦଣ୍ତ ଭୋଗ କରିବ।

ପ୍ରଥମ ରାଜାବଳୀ 8:32

ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତବେେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସଇେ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଦେଶ ତବେେ, ତା'ର ଧାର୍ମିକତା ଅନୁୟାଯୀ ତାକୁ ପୁରସ୍ତୁତ କର।

ପ୍ରଥମ ରାଜାବଳୀ 14:13

ପୁଣି ସମଗ୍ର ଇଶ୍ରାୟେଲ ତା'ର ମୃତ୍ଯୁ ରେ ଶାେକ କରିବ ଓ ତାକୁ ନଇେ କବର ଦବେ। ସେ ହେଉଛି ୟାରବିଯାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ୟାରବିଯାମର ପରିବାର ରେ କବଳେ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ।

ଦିତୀୟ ରାଜାବଳୀ 14:6

ମାତ୍ର, ସେ ହତ୍ଯାକାରୀମାନଙ୍କ ସନ୍ତାନମାନଙ୍କୁ ବଧ କଲେ ନାହିଁ। କାରଣ ମାଶାଙ୍କେର ବ୍ଯବସ୍ଥା ପୁସ୍ତକରେ ସଦାପ୍ରଭୁଙ୍କ ଏହି ଆଜ୍ଞା ଲିଖିତ ହାଇେଛି ଯେ, ସନ୍ତାନମାନଙ୍କ ପାପପାଇଁ ପିତାମାତା ଦଣ୍ତିତ ହବେେ ନାହିଁ, କିମ୍ବା ପିତାମାତାଙ୍କ ପାପ ଯୋଗୁଁ ସନ୍ତାନଗଣ ମୃତ୍ଯୁଦଣ୍ତ ପାଇବେ ନାହିଁ। ପ୍ରେତ୍ୟକକ ଲୋକ ନିଜ ପାପ ଲାଗି ଦଣ୍ତିତ ଭୋଗ କରିବ।

ଦିତୀୟ ରାଜାବଳୀ 22:18

ଯିହୁଦା ରାଜା ଯୋଶିୟଯ ସଦାପ୍ରଭୁଙ୍କୁ ପଚାରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, 'ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢି ଶୁଣିଛ, ମାରେ ବାକ୍ଯଗୁଡିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷଯ ରେ ଥିଲା।

ଦିତୀୟ ବଂଶାବଳୀ 6:23

, ସେତବେେଳେ ତୁମ୍ଭେ ସ୍ବର୍ଗରୁ ତାହା ଶୁଣ। ତୁମ୍ଭର ଦାସମାନଙ୍କର ବିଚାର କର ଓ କାର୍ୟ୍ଯ କର। ଦୁଷ୍ଟ ବ୍ଯକ୍ତିକୁ ଦଣ୍ଡିତ କର ଓ ସେ ଅନ୍ୟ ଲୋକମାନଙ୍କୁ ଯେଉଁ ବିଷଯ ଦ୍ବାରା କଷ୍ଟ ଭୋଗ କରାଇଛି, ତାକୁ ସହେି ବିଷଯ ଦ୍ବାରା କଷ୍ଟ ଭୋଗ କରାଅ। କିନ୍ତୁ ଯଦି ଜଣେ ବ୍ଯକ୍ତି ନିର୍ଦ୍ ଦୋଷ, ତୁମ୍ଭେ ତାକୁ ନିର୍ଦ୍ ଦୋଷ ବୋଲି ପ୍ରମାଣ କର।

ଦିତୀୟ ବଂଶାବଳୀ 6:30

ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ, ଯେଉଁଠା ରେ ତୁମ୍ଭେ ବାସ କର, ଓ କ୍ଷମା ଦିଅ। ପ୍ରେତ୍ୟକକ ବ୍ଯକ୍ତିକୁ ତାହାର ପ୍ରାପ୍ଯମତେ ଦିଅ। କବଳେ ତୁମ୍ଭେ ହିଁ ଜାଣ ଯେ, ଜଣେ ବ୍ଯକ୍ତିର ହୃଦଯ ରେ କ'ଣ ଅଛ।

ଦିତୀୟ ବଂଶାବଳୀ 25:4

କିନ୍ତୁ ଅମତ୍ସିଯ ସହେି ପଦାଧିକାରୀମାନଙ୍କର ସନ୍ତାନମାନଙ୍କୁ ହତ୍ଯା କଲେ ନାହିଁ ; କାହିଁକି ? ସେ ମାଶାଙ୍କେ ପୁସ୍ତକରେ ଲିଖିତ ନିଯମକୁ ମାନିଲେ। ସଦାପ୍ରଭୁ ଆଦେଶ ଦଇେଥିଲେ, ପିତାମାତାମାନଙ୍କୁ ସମାନଙ୍କେ ସନ୍ତାନମାନଙ୍କର ଅପରାଧ ପାଇଁ ହତ୍ଯା କରାୟିବ ନାହିଁ। ଆଉ ସନ୍ତାନମାନଙ୍କୁ ସମାନଙ୍କେ ପିତାମାତାଙ୍କର ଅପରାଧ ପାଇଁ ହତ୍ଯା କରାୟିବ ନାହିଁ। ଜଣେ ବ୍ଯକ୍ତିକୁ କବଳେ ତା'ର ନିଜର ମନ୍ଦକର୍ମ ପାଇଁ ହତ୍ଯା କରାୟିବା ଉଚିତ୍।

ଯିଶାଇୟ 3:10

ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।

ଯିଶାଇୟ 53:11

ଭୟଙ୍କର ୟାତନା ପ ରେ ମଧ୍ଯ ସେ ତୃପ୍ତ ହବେେ। ସେ ନିଜର ଜ୍ଞାନ ବଳ ରେ ପରିତୃପ୍ତ ହବେେ। ନିଜର ଧାର୍ମିକ ଦାସ ଅନକଙ୍କେୁ ଧାର୍ମିକ କରିବେ ଓ ସେ ସମାନଙ୍କେର ଅପରାଧ ବହନ କରିବେ।

ଯିରିମିୟ 31:29

ଲୋକେ ଆଉ ଏପରି କଥା କବେେ କହିବେ ନାହିଁ। ଯେ ପିତୃଗଣ ଅମ୍ଲ ଦ୍ରାକ୍ଷା ଫଳ ଖାଇଲେ, ସନ୍ତାନଗଣର ଦାନ୍ତ ଖଟା ହବେ।

ଯିହିଜିକଲ 4:4

ଆଉ ତୁମ୍ଭେ ତୁମ୍ଭର ବାମପାଶର୍‌ବ ହାଇେ ପଡି ରହିବ। ଏହା ଦଖାୟୋଏ ଯେ, ତୁମ୍ଭେ ନିଜେ ଇଶ୍ରାୟେଲ ଲୋକମାନଙ୍କର ପାପ ବୋହିଛ। ଯେତଦେିନ ପର୍ୟ୍ଯନ୍ତ ତୁମ୍ଭେ ବାମପାଶର୍‌ବ ହାଇେ ଅପରାଧ ପଡ଼ି ରହିବ,

ଯିହିଜିକଲ 18:4

ଆଉ ସମସ୍ତଙ୍କର ଜୀବନ ମାରେ ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ଯ ସପରେି। ଏବଂ ଯେଉଁ ବ୍ଯକ୍ତି ପାପ କରେ ସେ ମରିବ।

ଯିହିଜିକଲ 18:13

ଏବଂ ଘୃଣ୍ଯ କର୍ମ କରେ, ଋଣ ଦଇେ ସୁଧ ଆଦାଯ କରେ, ସେ ବଞ୍ଚିବ କି ? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ଯ କାର୍ୟ୍ଯ କରେ। ଏବଂ ସେ ତା'ର ନିଜର ମୃତ୍ଯୁ ପାଇଁ ଦାଯୀ ରହିବ।

ଯିହିଜିକଲ 18:30

ତେଣୁ ହେ ଇଶ୍ରାୟେଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକର ଆଚାର ବ୍ଯବହାରାନୁସା ରେ ବିଚାର କରିବି। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି। ଆଉ ତୁମ୍ଭମାନେେ ଆମ୍ଭ ନିକଟକୁ ଫରେିଆସ ଓ ନଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହା ହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହବେ ନାହିଁ।

ଯିହିଜିକଲ 33:10

ଆଉ ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ଏ ପ୍ରକାର କହୁଅଛ, 'ଆମ୍ଭମାନଙ୍କର ବ୍ଯବସ୍ଥା ଲଙ୍ଘନ ଓ ଆମ୍ଭମାନଙ୍କର ପାପର ଭାର ଆମ୍ଭମାନଙ୍କ ଉପ ରେ ଅଛି ଓ ଆମ୍ଭମାନେେ ସେଥି ରେ ହିଁ କ୍ଷଯ ପାଉଅଛୁ, କିନ୍ତୁ ବର୍ତ୍ତମାନ ମୁଁ କିପରି ରକ୍ଷା ପାଇବି ?'

ମାଥିଉଲିଖିତ ସୁସମାଚାର 16:27

ମନୁଷ୍ଯପୁତ୍ର ନିଜର ପିତାଙ୍କ ମହିମା ସହିତ ତାହାଙ୍କର ସ୍ବର୍ଗଦୂତମାନଙ୍କ ସଙ୍ଗେ ଆସିବେ। ସେ ସମୟରେ ମନୁଷ୍ଯପୁତ୍ର ପ୍ରେତ୍ୟକକ ଲୋକକୁ ତାର କର୍ମ ଅନୁସାରେ ଫଳ ଦବେେ।

ରୋମୀୟଙ୍କ ପ୍ରତି ପତ୍ର 2:6

ପରମେଶ୍ବର ପ୍ରେତ୍ୟକକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦବେେ।

ଏବ୍ରୀ 9:28

ଖ୍ରୀଷ୍ଟ ଥରେ ବଳି ଭାବରେ ସମର୍ପିତ ହେଲେ, ଯେପରି ଅନକେ ଲୋକଙ୍କର ପାପ ଦୂର କରିପାରିବେ। ଖ୍ରୀଷ୍ଟ ଦ୍ବିତୀୟଥର ଲୋକମାନଙ୍କର ପାପ ପାଇଁ ନୁହେଁ, ମାତ୍ର ଯେଉଁମାନେ ତାହାଙ୍କ ପାଇଁ ପ୍ରତୀକ୍ଷା କରୁଥିବେ, ସମାନଙ୍କେର ମୁକ୍ତି ପାଇଁ ଆସିବେ।

ପିତରଙ୍କ ପ୍ରଥମ ପତ୍ 2:24

ପରମେଶ୍ବର ନ୍ଯାୟ ବିଚାର କରନ୍ତି। କୃଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ବଦହେ ରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଉ, ଯାହା ସତ୍ଯ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ବାରା ତୁମ୍ଭମାନେେ ସୁସ୍ଥ ହାଇେଛ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:23

ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:12

ମୁଁ ବଡ଼ଠାରୁ ସାନ ପର୍ୟ୍ଯନ୍ତ ମୃତବ୍ଯକ୍ତିଙ୍କୁ ସିଂହାସନ ସାମନା ରେ ଠିଆ ହବୋର ଦେଖିଲି। ଜୀବନ ପୁସ୍ତକ ଖାେଲାଥିଲା। ସଠାେରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ଯ ଖାେଲାଥିଲା। ମୃତ ଲୋକମାନଙ୍କର ନିଜନିଜ କର୍ମ ଅନୁସାରେ ବିଚାର ହେଲା। ସହେି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲଖାଯାେଇଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:12

ଶୁଣ ! ଆମ୍ଭେ ଶୀଘ୍ର ଆସୁଛୁ, ଆମ୍ଭେ ସାଙ୍ଗ ରେ ପୁରସ୍କାର ନଇେ ଆସିବା। ଆମ୍ଭେ ପ୍ରେତ୍ୟକକ ବ୍ଯକ୍ତିକୁ ତା'ର କର୍ମ ଅନୁସାରେ ପ୍ରତିଦାନ ଦବୋ।

Interlinear

Choose Theme