Home Bibles ☰ Books ଯିହିଜିକଲ 33:18 · ଓଡ଼ିଆ ବାଇବେଲ
ଯିହିଜିକଲ 33:18 · ଓଡ଼ିଆ ବାଇବେଲ

ଯଦି ଜଣେ ଧାର୍ମିକ ବ୍ଯକ୍ତି ଆପଣା ଧାର୍ମିକତାରୁ ଓହରି ପାପ କରେ ସେ ତହିଁରେ ମରିବ।

Cross references

ଯିହିଜିକଲ 3:20

ସହେିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହବୋ ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା' ସମ୍ମୁଖ ରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତବେେ ସେ ମୃତ୍ଯୁବରଣ କରିବ ଏବଂ ତା'ର ପୁଣ୍ଯକର୍ମସବୁ ହିସାବକୁ ନିଆୟିବ ନାହିଁ। ସେ ମୃତ୍ଯୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା'ର ମୃତ୍ଯୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାଯୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।

ଯିହିଜିକଲ 18:26

ଯଦି ଜଣେ ଧାର୍ମିକ ଲୋକ ତା'ର ଧର୍ମାଚରଣରୁ ବିରତ ହୁଏ ଏବଂ ଯାହା ମନ୍ଦ ତାହା କରେ, ସେ ଏହି କାରଣରୁ ମରିବ।

ଯିହିଜିକଲ 33:12

ହେ ମନୁଷ୍ଯପୁତ୍ର, ତୁମ୍ଭର ଲୋକମାନଙ୍କୁ କୁହ, 'ଧାର୍ମିକମାନଙ୍କର ପୁଣ୍ଯ ସଦେିନ ତାକୁ ରକ୍ଷା କରିପାରିବ ନାହିଁ, ଯେତବେେଳେ ସେ ପାପ କରେ। ଏବଂ ଦୁଷ୍ଟ ଲୋକର ଦୁଷ୍ଟ ସ୍ବଭାବ ତା'ର ପତନର କାରଣ ହବେ ନାହିଁ ଯେତବେେଳେ ସେ ଠିକ୍ କାର୍ୟ୍ଯ କରିବାକୁ ଆରମ୍ଭ କରେ। ଏବଂ ଯେଉଁଦିନ ଦୁଷ୍ଟ ଲୋକଟି ତା'ର ପାପରୁ ନିବୃତ ହବେ, ସେ ତା'ର ପାପ ପାଇଁ ଆଉ ୟନ୍ତ୍ରଣା ଭୋଗ କରିବ ନାହିଁ। ଏବଂ ଠିକ୍ ସହେିପରି ଜଣେ ଧାର୍ମିକ ଲୋକ ପାପ କରେ, ତବେେ ତାକୁ ତା'ର ଅତୀତର ଧାର୍ମିକତା ୟୋଗୁଁ ବଞ୍ଚିବାକୁ ଅନୁମତି ଦିଆୟିବ ନାହିଁ।'

ଏବ୍ରୀ 10:38

ଯେଉଁ ଲୋକ ମାେ ସହିତ ଧାର୍ମିକ, ତା'ର ବିଶ୍ବାସ ହତେୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟ ରେ ମୁହଁ ମାେଡ଼େ, ମୁଁ ତା' ଉପରେ ପ୍ରସନ୍ନ ହବେି ନାହିଁ। ହବକ୍କୂକ୍ 2:3-4

ପିତରଙ୍କ ଦିତୀୟ ପତ୍ର 2:20

ସହେି ଲୋକମାନଙ୍କୁ ସଂସାରର ମନ୍ଦ ବିଷୟରୁ ମୁକ୍ତ କରାଯାଇଥିଲା। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ବାରା ସମାନେେ ମୁକ୍ତି ପାଇଥିଲେ। କିନ୍ତୁ ଯଦି ସମାନେେ ପୁନର୍ବାର ମନ୍ଦ ବିଷୟଗୁଡ଼ିକ ପ୍ରତି ଆକର୍ଷିତ ହାଇେ ତାହାର ବନ୍ଧନ ରେ ବାନ୍ଧି ହାଇଯେିବେ, ତବେେ ସମାନଙ୍କେ ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଆହୁରି ଅଧିକ ଖରାପ ହବେ।

Interlinear

Choose Theme