Home Bibles ଯିଶାଇୟ 3:11 · ଓଡ଼ିଆ ବାଇବେଲ
ଯିଶାଇୟ 3:11 · ଓଡ଼ିଆ ବାଇବେଲ

ମାତ୍ର ଦୁରାଚାରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହବେ। ସମାନଙ୍କେୁ ବହୁକଷ୍ଟ ଆସିବ। ସମାନେେ ସମାନଙ୍କେର କୁକର୍ମ ଯୋଗୁଁ ଦଣ୍ଡିତ ହବେେ।

Cross references

ଗଣନା ପୁସ୍ତକ 32:23

ମାତ୍ର ତୁମ୍ଭମାନେେ ଯବେେ ତାହା ନକର, ତବେେ ତୁମ୍ଭମାନେେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନେେ ଦଣ୍ତିତ ହବେ।

ଦିତୀୟ ବିବରଣ 28:15

କିନ୍ତୁ ତୁମ୍ଭମାନେେ ଯଦି ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ବାକ୍ଯ ନଶକ୍ସ୍ଟଣ, ଯତ୍ନଶୀଳ ନହକ୍ସ୍ଟଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିଯମ ପାଳନ ନକର, ଯାହା ମୁ ତୁମ୍ଭମାନଙ୍କୁ ଦେଉଛି। ତବେେ ଏହି ଅଭିଶାପଗକ୍ସ୍ଟଡିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।

ବିଚାରକର୍ତାମାନଙ୍କ ବିବରଣ 9:57

ସଦାପ୍ରଭୁ ପରମେଶ୍ବର ଶିଖିମ ନିବାସୀମାନଙ୍କର ସମସ୍ତ ପାପପୂର୍ଣ୍ଣ କାର୍ୟ୍ଯ ଯୋଗୁ ଯଥାର୍ଥ ଦଣ୍ତ ଦେଲେ ଏବଂ ୟିରକ୍ସ୍ଟବାଦ୍ଦଲର ପକ୍ସ୍ଟତ୍ର ଯୋଥମ ଦଇେଥିବା ଅଭିଶାପ ସମାନଙ୍କେ ଉପରେ ପଡିଲା।

ଦିତୀୟ ଶାମୁୟେଲ 3:39

ମୁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁ ଆଜି ଦୁର୍ବଳ। ଏହି ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ ମାେତେ ଅତି ଦକ୍ସ୍ଟଃଖର କାରଣ ଦେଲେ। ସଦାପ୍ରଭୁ ଏହି କକ୍ସ୍ଟକାର୍ୟ୍ଯ କରିଥିବା ଲୋକମାନଙ୍କୁ ତାଙ୍କର କକ୍ସ୍ଟକର୍ମ ଅନକ୍ସ୍ଟସା ରେ ଦଣ୍ତ ଦିଅନ୍ତକ୍ସ୍ଟ।

ପ୍ରଥମ ରାଜାବଳୀ 21:21

ତେଣୁ ସଦାପ୍ରଭୁ କହନ୍ତି, 'ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ଫୁ ସନ୍ତାନମାନଙ୍କୁ ନିଃଶଷେ କରିବି।

ଆୟୁବ ପୁସ୍ତକ 10:15

ମୁଁ ଯେତବେେଳେ ପାପ କରେ, ମୁଁ ଦୋଷୀ ହୁଏ ଏବଂ ତାହା ମାେ ପ୍ରତି ବହୁତ ଖରାପ। ଯଦିଓ ମୁଁ ନିର୍ଦ୍ ଦୋଷ ମୁଁ ମୁଣ୍ଡ ଟକେି ପା ରେ ନାହିଁ। ମୁଁ ଏତେ ଲଜ୍ଜିତ ଓ ବିଚଳିତ ହୁଏ।

ଗୀତସଂହିତା 1:3

ତଣେୁ ସହେି ବ୍ଯକ୍ତି ଅଧିକ ବଳଶାଳୀ ହୁଏ, ପ୍ରଚୁର ପାଣି ପାଉଥିବା ତୁଷର ସ୍ଥିତି ପରି। ସହେି ବ୍ଯକ୍ତି ଠିକ୍ ସମଯରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। ସହେି ବ୍ଯକ୍ତି ସହେି ବୃକ୍ଷ ପରି ଶକ୍ତିଶାଳୀ, ୟାହାର ପତ୍ର କବେେ ହେଲେ ଶୁଖିୟାଏ ନାହିଁ। ସେ ୟାହା କରେ, ତହିଁରେ କୃତକାର୍ୟ୍ଯ ହୁଏ।

ଗୀତସଂହିତା 11:5

ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରନ୍ତି।

ଗୀତସଂହିତା 28:4

ସଦାପ୍ରଭୁ ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତଣେୁ ସମାନେେ ସମାନଙ୍କେ କର୍ମାନୁରୂପ ଫଳ ପାଆନ୍ତୁ। ସମାନଙ୍କେୁ ୟଥାୟୋଗ୍ଯ ଫଳ ଦିଆଯାଉ।

ଗୀତସଂହିତା 62:12

ହେ ମାରେ ପ୍ରଭୁ, ତୁମ୍ଭର ପ୍ରମେ ହିଁ ପ୍ରକୃତ। ତୁମ୍ଭେ ପ୍ରେତ୍ୟକକ ମନୁଷ୍ଯକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

ଗୀତସଂହିତା 120:3

ହେ ମିଥ୍ଯାବାଦୀମାନେ, ତୁମ୍ଭଙ୍କୁ କ'ଣ ଦିଆୟିବ, ତୁମ୍ଭେ କ'ଣ ପାଇବ ? କ'ଣ ତୁମ୍ଭେ ଜାଣ ?

ହିତୋପଦେଶ 1:31

ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।

ହିତୋପଦେଶ 11:31

ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।

ହିତୋପଦେଶ 26:27

ଯେ ଗାତ ଖୋଳେ, ସେ ଆପେ ହିଁ ସହେି ଗାତ ରେ ପଡ଼ିଥାଏ। ଏବଂ ଯେ ପଥର ଗଡ଼ାଏ, ତାହା ତା ଉପରକୁ ଲେଉଟି ଥାଏ।

ଉପଦେଶକ 8:13

ମାତ୍ର ଦୁଷ୍ଟର ମଙ୍ଗଳ ହବେ ନାହିଁ। କିଅବା ସେ ଆପଣା ଛାଯା ସ୍ବରୂପ ପରମାଯୁ ବୃଦ୍ଧି କରିପାରିବ ନାହିଁ। କାରଣ ସେ ପରମେଶ୍ବରଙ୍କୁ ଭୀତ କରେ ନାହିଁ।

ଯିଶାଇୟ 13:11

ପରମେଶ୍ବର କୁହନ୍ତି, ପୃଥିବୀ ରେ ଅମଙ୍ଗଳ ଘଟିବାର ମୁଁ କାରଣ ହବେି। ମୁଁ ମନ୍ଦାଚାରୀଙ୍କୁ ସମାନଙ୍କେର ପାପ ଲାଗି ଦଣ୍ଡ ଦବେି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦଖାେଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି।

ଯିଶାଇୟ 48:22

ମାତ୍ର ସଦାପ୍ରଭୁ କୁହନ୍ତି, ଦୁଷ୍ଟ ଲୋକମାନଙ୍କର ଶାନ୍ତି ନାହିଁ।

ଯିଶାଇୟ 57:20

ମାତ୍ର ଦୁଷ୍ଟମାନେ ତରଙ୍ଗାଯିତ ସମୁଦ୍ର ତୁଲ୍ଯ, କାରଣ ତାହା ସ୍ଥିର ହାଇପୋ ରେ ନାହିଁ ଓ ତାହାର ଜଳ ରେ ପଙ୍କ ଓ କାଦୁଅ ଉେଠ।

ଯିଶାଇୟ 65:13

ସହେି ସକାେଶ ମାରେ ପ୍ରଭୁ ସଦାପ୍ରଭୁ ଏହିକଥା କରନ୍ତି, ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେ ମନ୍ଦାଚାରୀମାନେ କ୍ଷୁଧାର୍ତ୍ତ ରହିବ। ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭମାନେେ ତୃଷାର୍ତ୍ତ ରହିବ। ଆମ୍ଭର ଦାସମାନେ ଆନନ୍ଦ କଲା ବେଳେ ତୁମ୍ଭମାନେେ ଲଜ୍ଜିତ ହବେ।

ଯିଶାଇୟ 65:20

କ୍ଷୀଣଜୀବୀ ଶିଶୁ ନୁହେଁ କିନ୍ତୁ ବୃଦ୍ଧା ଯେ କି ଗୋଟିଏ ପୂର୍ଣ୍ଣ ଜୀବନ ବଞ୍ଚି ରହେ ନାହିଁ। ସଠାେ ରେ ବଞ୍ଚି ରହିବ, ଗୋଟିଏ ବାଳକ ଏକଶତ ବର୍ଷ ପର୍ୟ୍ଯନ୍ତ ବଞ୍ଚିତ ଏବଂ ଯଦି ଗୋଟିଏ ବାଳକ ଏକଶତ ବର୍ଷ ପୂର୍ବରୁ ମ ରେ, ସେ ଅଭିଶପ୍ତ ବୋଲି ବିଚାର କରାୟିବ।

ଯିହିଜିକଲ 16:59

ଏଥିପାଇଁ ସଦାପ୍ରଭୁ, ମାରେ ପ୍ରଭୁ ଯାହା କହନ୍ତି, ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିଯମ ଯେପରି ଭଗ୍ନ କରିଅଛ, ମୁଁ ସହେିପରି ବ୍ଯବହାର କରିବି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:10

ଆମ୍ଭେ ସମସ୍ତେ ବିଚାରିତ ହବୋ ନିମନ୍ତେ ଖ୍ରୀଷ୍ଟଙ୍କର ନ୍ଯାଯାସନ ଆଗ ରେ ଅବଶ୍ଯ ଠିଆ ହବେୁ। ଆମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ, ଏହି ପାର୍ଥିବ ଶରୀର ଧାରଣ କରିଥିଲା ବେଳେ ଯାହା କିଛି ଭଲ ବା ମନ୍ଦ କରିଛୁ, ତା'ପାଇଁ ପ୍ରତିଦାନ ପାଇବ।

ଯାକୁବଙ୍କ ପତ୍ 2:13

ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।

Interlinear

Choose Theme