Home Bibles ☰ Books ଯିରିମିୟ 31:28 · ଓଡ଼ିଆ ବାଇବେଲ
ଯିରିମିୟ 31:28 · ଓଡ଼ିଆ ବାଇବେଲ

ଅତୀତ ରେ ଆମ୍ଭେ ସମାନଙ୍କେୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଲେଶ ଦଇେଥିଲୁ। ମାତ୍ର ବର୍ତ୍ତମାନ ସମାନଙ୍କେୁ ନିର୍ମାଣ ଓ ରୋପଣ କରିବା। ଆଉ ସମାନଙ୍କେର ଯତ୍ନ ନଇେ ସମାନଙ୍କେୁ ଶକ୍ତିଶାଳୀ କରିବା। ଏହା ସଦାପ୍ରଭୁ କହନ୍ତି।

Cross references

ଗୀତସଂହିତା 69:35

ସଦାପ୍ରଭୁ ସିଯୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ। ତାଙ୍କର ଲୋକମାନେ ସଠାେରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହବେ।

ଗୀତସଂହିତା 102:16

ସଦାପ୍ରଭୁ ସିଯୋନକୁ ପୁନରାଯ ତଆରି କରିବେ। ଲୋକମାନେ ତାଙ୍କର ମହିମା ପୁନରାଯ ଦେଖିବେ।

ଗୀତସଂହିତା 147:2

ସଦାପ୍ରଭୁ ହେଉଛନ୍ତି ଜଣେ ୟିଏ ୟିରୁଶାଲମକୁ ପୁନଃନିର୍ମାଣ କରନ୍ତି। ସେ ହିଁ ଜଣେ ଇଶ୍ରାୟେଲର ନିର୍ବସିତମାନଙ୍କୁ ଏକତ୍ରୀତ କରନ୍ତି।

ଉପଦେଶକ 3:2

ଜନ୍ମ ହବୋର ଏକ ସମୟ ଅଛି, ଏବଂ ମରିବ ପାଇଁ ମଧ୍ଯ ଏକ ସମୟ ଅଛି। ବୃକ୍ଷ ରୋପଣ ପାଇଁ ସମୟ ଅଛି। ବୃକ୍ଷ ଉପାଡ଼ିବା ପାଇଁ ମଧ୍ଯ ଏକ ସମୟ ଅଛି।

ଉପଦେଶକ 3:3

ବଧ କରିବାର ସମୟ ଅଛି ଓ ଆରୋଗ୍ୟ କରିବାର ମଧ୍ଯ ସମୟ ଅଛି। ଧ୍ବଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ଯ ସମୟ ଅଛି।

ଯିରିମିୟ 1:10

ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।

ଯିରିମିୟ 18:7

ସମୟ ଆସିବ ଯେତବେେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।

ଯିରିମିୟ 24:6

ଆମ୍ଭେ ସମାନଙ୍କେୁ ସୁରକ୍ଷା ଦବୋ। ଆମ୍ଭେ ସମାନଙ୍କେୁ ଭଗ୍ନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ନର୍ମାଣ କରିବା। ପୁଣି ଆମ୍ଭେ ସମାନଙ୍କେୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସମାନଙ୍କେୁ ରୋପଣ କରିବା।

ଯିରିମିୟ 32:41

ଆମ୍ଭେ ସମାନଙ୍କେର ମଙ୍ଗଳ ସାଧନ କରି ଖୁସି ହବୋ। ଆଉ ମଧ୍ଯ ଆମ୍ଭେ ଆପଣା ଆପଣା ମନପ୍ରାଣ ଦଇେ ସମାନଙ୍କେୁ ସ୍ଥାପିତ କରିବା।

ଯିରିମିୟ 32:42

ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ସମାନଙ୍କେ ପ୍ରତି ଯେଉଁପରି ଭାବରେ ମହା ଅମଙ୍ଗଳ ଘଟାଇଅଛୁ, ସହେିପରି ଭାବରେ ସମାନଙ୍କେ ପ୍ରତି ମଙ୍ଗଳ ବିଧାନ କରିବା, ଏହା ଆମ୍ଭେ ପ୍ରତିଜ୍ଞା କରିଅଛୁ।

ଯିରିମିୟ 42:10

ଯଦି ତୁମ୍ଭମାନେେ ଯିହୁଦା ରେ ବାସ କର, ତବେେ ଆମ୍ଭେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବା ଓ ବିନଷ୍ଟ କରିବା ନାହିଁ। ଆମ୍ଭେ ତୁମ୍ଭମାନଙ୍କର ବୀଜ ବୁଣିବା ଓ ତୁମ୍ଭକୁ ଧ୍ବଂସ କରିବା ନାହିଁ। କାରଣ ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଦୁର୍ଭାଗ୍ଯ ଆଣିଥିବାରୁ ଦୁଃଖିତ।

ଯିରିମିୟ 44:27

'ଆଉ ଦେଖ, ଆମ୍ଭେ ସମାନଙ୍କେର ମଙ୍ଗଳ ନିମନ୍ତେ ନୁହେଁ, ଅମଙ୍ଗଳ ନିମନ୍ତେ ସମାନଙ୍କେୁ ଜଗି ରହିବା। ମିଶର ଦେଶସ୍ଥ ସମସ୍ତ ୟୁହୁଦୀ ନିଃଶଷେ ହବୋ ପର୍ୟ୍ଯନ୍ତ ଖଡ୍ଗ, ଓ ଦୁର୍ଭିକ୍ଷର ମୃତ୍ଯୁ ଲାଗି ରହିବ।

ଯିରିମିୟ 45:4

ତେଣୁ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, 'ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାଯ ଯିହୁଦା ରେ ଏହା କରିବୁ।

ଦାନିଏଲ 9:14

ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହାଇେ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭମାନେେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭମାନେେ ତାହାଙ୍କ ବାକ୍ଯ ପ୍ରତି ଧ୍ଯାନ ଦଇନୋହୁଁ।

ଦାନିଏଲ 9:25

ଏହା ଜାଣ ଏବଂ ଏହା ବୁଝ, ଆଦେଶ ହବୋଠାରୁ ଫରୋଇବାକୁ ଏବଂ ୟିରୁଶାଲମ ନିର୍ମିତ କର, ଯେପର୍ୟ୍ଯନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହ ରେ, ସହର ପୂର୍ଣ୍ଣ ନିର୍ମିତ ହବେ। କିନ୍ତୁ ଏହାର ମୁଖ୍ଯ ରାସ୍ତା ଓ କାନ୍ଥ, ଅସୁବାଧା ସମୟରେ ହବେ।

Interlinear

Choose Theme