ଜନ୍ମ ହବୋର ଏକ ସମୟ ଅଛି, ଏବଂ ମରିବ ପାଇଁ ମଧ୍ଯ ଏକ ସମୟ ଅଛି। ବୃକ୍ଷ ରୋପଣ ପାଇଁ ସମୟ ଅଛି। ବୃକ୍ଷ ଉପାଡ଼ିବା ପାଇଁ ମଧ୍ଯ ଏକ ସମୟ ଅଛି।
Cross references
କିନ୍ତୁ ମାରେ ଚୁକ୍ତି ଇସ୍ହାକ ସହିତ ହବେ। ସାରା ଇସ୍ହାକକୁ ଜନ୍ମ ଦବେ। ଆସନ୍ତା ବର୍ଷ ଏହି ସମୟରେ ଇସ୍ହାକ ଜନ୍ମ ନବେ।
ସଦାପ୍ରଭୁ ସାରାଙ୍କଠା ରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସପରେି କଲେ।
ଇଶ୍ରାୟେଲଙ୍କର ମରଣ ଦିନ ପାଖଇେ ଆସିବାରୁ ସେ ଆପଣା ପୁତ୍ର ଯୋଷଫଙ୍କେୁ ଡ଼ାକି କହିଲେ, ମୁଁ ଯବେେ ତୁମ୍ଭ ସାକ୍ଷାତ ରେ ଅନୁଗ୍ରହ ପାଇଲି, ତବେେ ବିନଯ କରୁଅଛି, ତୁମ୍ଭେ ମାେ ଜଙ୍ଘ ରେ ହସ୍ତ ଦିଅ। ପୁଣି ମାେ ପ୍ରତି ଦୟା ଓ ସତ୍ଯ ବ୍ଯବହାର କରି ମାେତେ ଏହି ମିଶର ଦେଶ ରେ କବର ଦିଅ ନାହିଁ।
ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।
ଅନନ୍ତର ସଦାପ୍ରଭୁ ମାଶାଙ୍କେୁ କହିଲେ, ୟର୍ବ୍ଦନ ନଦୀର ପୂର୍ବ ରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛୁ ତାହା ନିରୀକ୍ଷଣ କର।
ଏହାପରେ ମୁ ସଦାପ୍ରଭୁଙ୍କୁ ଅନକ୍ସ୍ଟ ରୋଧ କଲି।
ତେଣୁ ସଦାପ୍ରଭୁଙ୍କର ସବେକ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ସହେି ସ୍ଥାନ ରେ ମାୟୋବ ଦେଶ ରେ ମଲେ।
ଯେଉଁମାନେ, ବେଶି ଖାଦ୍ୟ ଖାଉଥିଲେ, ବର୍ତ୍ତମାନ ନିଶ୍ଚଯ କଠିନ ପରିଶ୍ରମ କରିବେ। ଖାଦ୍ୟ ଅଭାବରକ୍ସ୍ଟ ଯେଉଁମାନେ କ୍ଷକ୍ସ୍ଟଧାର୍ତ୍ତ ଥିଲେ, ସମାନେେ ଖାଦ୍ୟ ପାଇ ଅଛନ୍ତି। ବନ୍ଧ୍ଯା ସଲ୍ଗ ସନ୍ତାନ ପ୍ରସବ କରିଅଛି ଓ ସ୍ତ୍ରୀ ଲୋକଟି ଯାହାର ବହକ୍ସ୍ଟତ ସନ୍ତାନ ଥିଲା ସେ ଦକ୍ସ୍ଟଃଖିତା ହାଇେଅଛି।
ସଦାପ୍ରଭୁଙ୍କ ନିର୍ଦ୍ଦେଶ ରେ ପରମେଶ୍ବରଙ୍କ ସହେି ଲୋକ ଜଣକ ୟଜ୍ଞବଦେୀ ବିପକ୍ଷ ରେ ଉଚ୍ଚସ୍ବର ରେ କହିଲେ,
ଇଲୀଶାୟ ସହେି ସ୍ତ୍ରୀ ଲୋକକୁ କହିଲେ, ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବଳକେୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।
ଆୟୁବ ଉତ୍ତର ଦଲୋ, ପୃଥିବୀ ରେ କ'ଣ ମନୁଷ୍ଯ ସଂଗ୍ରାମ କରେ ନାହିଁ? ତା'ର ଜୀବନ ହେଉଛି ଜଣେ ବତନେ ପାଉଥିବା ଶ୍ରମିକର ଜୀବନ ସଦୃଶ।
ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ହେ ପରମେଶ୍ବର, ତୁମ୍ଭେ ନିର୍ଣ୍ଣଯ କର ଜଣେ ମନୁଷ୍ଯ କେତେ ଦିନ ବଞ୍ଚିବ। ତୁମ୍ଭେ ମଣିଷ ପାଇଁ ସହେି ସୀମା ନିର୍ଦ୍ଦିଷ୍ଟ କରିଛ। ଏହା କ'ଣ କହେି ବଦଳାଇ ପା ରେ ?
ମନୁଷ୍ଯ ମଲେ କ'ଣ ପୁଣି ଆଉ ବଞ୍ଚିବ ? ମୁଁ ନିଶ୍ଚଯ ଅପେକ୍ଷା କରିବି ଯେତଦେିନ ପର୍ୟ୍ଯନ୍ତ ମୁଁ ମୁକ୍ତ ନ ହାଇେଛି।