ତେଣୁ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ବାରୂକକୁ ଏହି କଥା କୁହ, 'ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ, ତାହା ଭାଙ୍ଗି ପକାଇବୁ ଓ ଯାହା ରୋପଣ କରିଅଛୁ ତାହା ଉତ୍ପାଟନ କରିବୁ। ଆଉ ସମୁଦାଯ ଯିହୁଦା ରେ ଏହା କରିବୁ।
Cross references
ମନୁଷ୍ଯମାନଙ୍କୁ ଜନ୍ମ ଦଇେଥିବାରୁ, ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁଙ୍କ ହୃଦଯକୁ ୟନ୍ତ୍ରଣା ଦଲୋ।
ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।
ବଧ କରିବାର ସମୟ ଅଛି ଓ ଆରୋଗ୍ୟ କରିବାର ମଧ୍ଯ ସମୟ ଅଛି। ଧ୍ବଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ଯ ସମୟ ଅଛି।
ସମାରପ୍ରିଯତମ କ୍ଷଲତଟିକୁସଖାଳି ପଥର ପରିଷ୍କାର କଲଲ।ସସଥିସର ଅତି ଉତ୍ତମ ଦ୍ରାକ୍ଷାଲତାସରାପଣ କଲଲ।ସସ କ୍ଷଲତର ମଧ୍ଯଭାଗସରସଗାଟିଏ ସୁନ୍ଦର ଏବଂ ଉଚ୍ଚଗୃହ ନିର୍ମାଣ କଲଲ ଏବଂସସ ଦ୍ରାକ୍ଷାକୁଣ୍ଡ ତିଆରି କଲଲ।ସସ ଭଲ ଅଙ୍ଗୁର ଧରିବା ପାଇଁ ଅପଲକ୍ଷା କଲଲ, କିନ୍ତୁ ଉତ୍ତମ ପରିବର୍ଲତ ବନ୍ଯ ଦ୍ରାକ୍ଷାଫଳ ଫଳିଲା।
ବର୍ତ୍ତମାନ ମୁଁସମାର ଦ୍ରାକ୍ଷାକ୍ଷଲତ ପାଇଁ କ'ଣ କରିବି ତାହା ତୁମ୍ଭମାନଙ୍କୁ କହିବି।
ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ଯଗୁଡ଼ିକର ଦାଯିତ୍ବ ରେ ନିୟୁକ୍ତ କଲୁ। ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବ। କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ଯ କରିବ।
ସୈନ୍ଯାଧିପତି ସଦାପ୍ରକୁ ତୁମ୍ଭକୁ ରୋପଣ କରିଥିଲେ। ସେ କହିଥିଲେ ତୁମ୍ଭ ଉପ ରେ ମହାବିପଦ ଆସିବ। କାରଣ ଇଶ୍ରାୟେଲ ବଂଶ ଓ ଯିହୁଦା ବଂଶ ବହୁ ଦୁଷ୍ଟତା ଆଚରଣ କରିଅଛନ୍ତି। ସମାନେେ ବାଲ୍ଦବେ ଉଦ୍ଦେଶ୍ଯ ରେ ଧୂପ କଳାର ଆମ୍ଭକୁ ବିରକ୍ତ କରିବା ସକାେଶ ନିଜେ ନିଜେ ତାହାସବୁ କରିଛନ୍ତି।
ସମୟ ଆସିବ ଯେତବେେଳେ ଆମ୍ଭେ ଗୋଟିଏ ଗୋଷ୍ଠୀ ଓ ରାଜ୍ଯ ବିଷଯ ରେ ଉତ୍ପାଟନ, ଅଧଃପତନ ଓ ବିନାଶର କଥା କହିବା।
ଅତୀତ ରେ ଆମ୍ଭେ ସମାନଙ୍କେୁ ଉତ୍ପାଟନ, ଭଗ୍ନ, ନିପାତ, ବିନାଶ ଓ କ୍ଲେଶ ଦଇେଥିଲୁ। ମାତ୍ର ବର୍ତ୍ତମାନ ସମାନଙ୍କେୁ ନିର୍ମାଣ ଓ ରୋପଣ କରିବା। ଆଉ ସମାନଙ୍କେର ଯତ୍ନ ନଇେ ସମାନଙ୍କେୁ ଶକ୍ତିଶାଳୀ କରିବା। ଏହା ସଦାପ୍ରଭୁ କହନ୍ତି।
ସଦାପ୍ରଭୁ ଉଦ୍ୟାନସ୍ଥ ତମ୍ବୁ ପରି ସମାନଙ୍କେର ଆବାସ କୁଡ଼ିଆକୁ ନଷ୍ଟ କରି ଦଇେଛନ୍ତି। ସେ ଆପଣା ସାମାଜିକ ଉପାସନା ସ୍ଥାନକୁ ନଷ୍ଟ କରିଦଇେଅଛନ୍ତି। ସଦାପ୍ରଭୁ ସିୟୋନ ରେ ମହାସଭା ଓ ବିଶ୍ରାମଦିନ ବିସ୍ତୃତ କରାଇ ଅଛନ୍ତି। ଆଉ ଆପଣା ପ୍ରଚଣ୍ଡ କୋରଧ ରେ ରାଜା ଓ ଯାଜକମାନଙ୍କୁ ତୁଚ୍ଛ କରିଛନ୍ତି।
ତେଣୁ ଆମ୍ଭେ ତାକୁ ପ୍ ରମବୋଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନଇେ କୋମଳ କଥା କହିବା।