ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଆମ୍ଭେ ଇଶ୍ରାୟେଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନବୋ। ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ପଶୁମାନଙ୍କୁ ଦ୍ବିଗୁଣିତ କରିବା।
Cross references
କିନ୍ତୁ ପରମେଶ୍ବର ସହେି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ। ସେ ସମାନଙ୍କେର ପରିବାରକୁ ମଷେପଲ ତୁଲ୍ଯ ପାଳନ କରନ୍ତି।
ସହେି ସ୍ଥାନମାନଙ୍କରୁ ଧନ୍ଯବାଦ ଓ ଆନନ୍ଦର ଧ୍ବନି ବାହାରିବ। ଆମ୍ଭେ ସମାନଙ୍କେୁ ଅସଂଖ୍ଯ କରିବା। ସମାନେେ ଅଳ୍ପ ସଂଖ୍ଯକ ହାଇେ ରହିବେ ନାହିଁ ଆଉ ଆମ୍ଭେ ସମାନଙ୍କେୁ ଗୌରବନ୍ବିତ କରିବା। କହେି ସମାନଙ୍କେୁ ଘୃଣା କରିବେ ନାହିଁ।
ଯେ ହତେୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାୟ୍ଯ କରିବି, ତହିଁରେ ତୁମ୍ଭମାନେେ ଚାଷ କରିବ ଓ ବୀଜ ବୁଣିବ।
ତୁମ୍ଭଠା ରେ ବାସ କରୁଥିବା ଇଶ୍ରାୟେଲର ପରିବାର ଲୋକମାନଙ୍କୁ ମୁଁ ଦ୍ବିଗୁଣିତ କରିବି। ପୁଣି ତହିଁରେ ନଗର ସମୂହ ବସତିସ୍ଥାନ ହବେ ଓ ଧ୍ବଂସସ୍ଥାନସବୁ ପୁନଃନିର୍ମିତ ହବେ।
ପୁଣି ମୁଁ ତୁମ୍ଭମାନଙ୍କ ମଧିଅରେ ମନୁଷ୍ଯ ଓ ପଶୁକୁ ଦ୍ବିଗୁଣିତ କରିବି। ସମାନଙ୍କେର ହୁଏତ ଉତ୍ସର୍ଗିତ ଥିବ। ମୁଁ ଅତୀତ ପରି ତୁମ୍ଭମାନଙ୍କ ମଧିଅରେ ରହିବାକୁ ଲୋକମାନଙ୍କୁ ଆଣିବି। ତୁମ୍ଭମାନଙ୍କ ପ୍ରତି ଆଦ୍ଯକାଳ ଅପେକ୍ଷା ଅଧିକ ମଙ୍ଗଳ କରିବ। ତାହାଲେ ତୁମ୍ଭେ କଳ୍ପନା କରିବ ଯେ, ମୁଁ ସଦାପ୍ରଭୁ ଅଟେ।
ଆମ୍ଭେ ଇଶ୍ରାୟେଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, 'ତୁମ୍ଭେ ଆମ୍ଭ ଲୋକ' ଏବଂ ସମାନେେ ମାେତେ କହିବେ, 'ତୁମ୍ଭେ ଆମ୍ଭର ପରମେଶ୍ବର।'
ଯଦିଓ ଆମ୍ଭେ ଦେଶଗୁଡିକ ମଧିଅରେ ସମାନଙ୍କେୁ ବିଛାଡି ଦଇେଛୁ, ସମାନେେ ସହେି ଦୂର ସ୍ଥାନ ରେ ଆମ୍ଭକୁ ମନେ ପକାଇବେ। ସମାନେେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସମାନେେ ଫରେିବେ।