ଯଦିଓ ଆମ୍ଭେ ଦେଶଗୁଡିକ ମଧିଅରେ ସମାନଙ୍କେୁ ବିଛାଡି ଦଇେଛୁ, ସମାନେେ ସହେି ଦୂର ସ୍ଥାନ ରେ ଆମ୍ଭକୁ ମନେ ପକାଇବେ। ସମାନେେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସମାନେେ ଫରେିବେ।
Cross references
ମୁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହାସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ୟ୍ଯପାଇଁ ଆଶୀର୍ବାଦ ଓ ମନ୍ଦ କାର୍ୟ୍ଯ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଅନ୍ୟ ଜାତୀଯମାନଙ୍କ ମଧିଅରେ ପଠାଇବେ। ସଠାେରେ ତୁମ୍ଭମାନେେ ସ୍ମରଣ କରିବ।
ତବେେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭ ପ୍ରତି ଦୟାବାନ ହବେେ। ସଦାପ୍ରଭୁ ପକ୍ସ୍ଟନ୍ନରାଯ ମକ୍ସ୍ଟକ୍ତ କରିବେ। ସେ ତୁମ୍ଭମାନଙ୍କୁ ସଠାେରକ୍ସ୍ଟ ଫରୋଇ ଆଣିବେ,
ସହେି ଦୂର ଦେଶ ରେ ବନ୍ଦୀରୂପେ ଥିବା ବେଳେ, ଯଦି ସମାନେେ ସମାନଙ୍କେର କୁକର୍ମ ପାଇଁ ସଠାେରେ ଅନୁତାପ କରନ୍ତି ଏବଂ ସ୍ବୀକାର କରନ୍ତି, 'ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।'
କିନ୍ତୁ ଯଦି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିବ ଓ ଆମ୍ଭେ ଆଜ୍ଞା ପାଳନକରି ଓ ଅଭ୍ଯାସ କରି ବାସ କରିବ, ତବେେ ଯଦିଓ ତୁମ୍ଭମାନେେ ଆକାଶର ପ୍ରାନ୍ତ ସୀମା ରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସଠାରୁେ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସହେି ସ୍ଥାନକୁ ସମାନଙ୍କେୁ ଆଣିବା।
ଏବଂ ପ୍ରତି ପ୍ରଦେଶ ରେ ଓ ପ୍ରତି ନଗର ରେ, ଯେ କୌଣସି ସ୍ଥାନ ରେ ରାଜାଜ୍ଞା ଓ ନିଯମ ପତ୍ର ଉପସ୍ଥିତ ହେଲା, ସହେି ସ୍ଥାନ ରେ ୟିହୁଦୀଯମାନଙ୍କର ଆନନ୍ଦ ଓ ଆମାଦେ, ଭୋଜି ଓ ମଙ୍ଗଳର ଦିନ ହେଲା। ପୁଣି ଦେଶର ଅନକେ ଲୋକ ୟିହୁଦୀଯ ମତାଲମ୍ବୀ ହେଲେ, ଯେ ହତେୁ ସମାନେେ ୟିହୁଦୀଯମାନଙ୍କ ସକାେଶ ଭୟ କଲେ।
କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।
ପୁଣି ଆମ୍ଭେ ଯାକୁବଠାରୁ ଗୋଟିଏ ବଂଶ ଓ ଯିହୁଦାଠାରୁ ଆମ୍ଭ ପର୍ବତମାନଙ୍କର ଏକ ଅଧିକାରୀ ଉତ୍ପନ୍ନ କରିବା। ଆମ୍ଭର ମନୋନୀତ ଲୋକମାନେ ତାହା ଅଧିକାର କରିବେ ଓ ଆମ୍ଭର ଦାସମାନେ ସଠାେ ରେ ବସତି ସ୍ଥାପନ କରିବେ।
ସମାନେେ ଅନିଯମିତ ପରିଶ୍ରମ କରିବେ ନାହିଁ। ସମାନେେ ବିନାଶ ପାଇଁ ଦବୈ ନିୟୁକ୍ତ ସନ୍ତାନ ପ୍ରସବ କରିବେ ନାହିଁ। ସମାନେେ ଓ ସମାନଙ୍କେର ସନ୍ତାନଗଣ ଆଶୀର୍ବାଦ ପାତ୍ରର ପରିବାରରୁ ହବେେ।
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି ଆମ୍ଭେ ଇଶ୍ରାୟେଲ ଓ ଯିହୁଦାର ଲୋକମାନଙ୍କର ଯତ୍ନ ନବୋ। ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ପଶୁମାନଙ୍କୁ ଦ୍ବିଗୁଣିତ କରିବା।
ହେ ଖଡ୍ଗରୁ ବଞ୍ଚିତ ଲୋକମାନେ, ତୁମ୍ଭମାନେେ ଚାଲିୟାଅ, ସ୍ଥିର ହାଇେ ଠିଆ ହୁଅ ନାହିଁ। ଦୂର ଦେଶରୁ ସଦାପ୍ରଭୁଙ୍କୁ ସ୍ମରଣ କର ଓ ୟିରୁଶାଲମକୁ ମନେ ପକାଅ।
ଏବଂ ବଞ୍ଚି ରହିଥିବା ଲୋକମାନଙ୍କୁ ଯେଉଁମାନଙ୍କୁ ଗୋଷ୍ଠୀଯମାନଙ୍କୁ ବନ୍ଦୀରୂପେ ନିଆୟିବ, ସମାନେେ ମାେତେ ମନେ ରଖିବେ ଏବଂ ଆମ୍ଭେ ସମାନଙ୍କେର ବ୍ଯଭିଚାରୀ ହୃଦଯକୁ କିପରି ଦୁଃଖ ରେ ପୂର୍ଣ୍ଣ କଲୁ, ଯାହା ଆମ୍ଭଠାରୁ ଦୂ ରଇେ ଗଲା ଏବଂ ସମାନଙ୍କେର ବ୍ଯଭିଚାରୀ ଆଖି ଯାହା ସମାନଙ୍କେର ମୂର୍ତ୍ତିସବୁକୁ ଅନୁସରଣ କଲା। ସମାନେେ ନିଜେ କରିଥିବା କୁକର୍ମ ପାଇଁ ଓ ସମାନଙ୍କେର ଘୃଣ୍ଯ ବ୍ଯବହାର ପାଇଁ ନିଜକୁ ଘୃଣା କରିବେ।
ରାଜା ନବୂଖଦ୍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅହାତ ପ୍ରସ୍ଥ ଏକ ସୁବର୍ଣ୍ଣମଯ ପ୍ରତିମା ନିର୍ମାଣ କଲା। ସେ ପ୍ରତିମାଟିକୁ ବାବିଲ ପ୍ରଦେଶର ଦୂରା ନାମକ ପଦା ରେ ସ୍ଥାପନ କଲା।
ଆମ୍ଭେ ଇଶ୍ରାୟେଲ ଭୂମିରେ ବହୁ ମଞ୍ଜି ବୁଣିବା। ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା। ଲୋ-ଆମୀକୁ କହିବା, 'ତୁମ୍ଭେ ଆମ୍ଭ ଲୋକ' ଏବଂ ସମାନେେ ମାେତେ କହିବେ, 'ତୁମ୍ଭେ ଆମ୍ଭର ପରମେଶ୍ବର।'
ଆମ୍ଭେ ଇଶ୍ରାୟେଲର ଧ୍ବଂସ ପାଇଁ ଆଦେଶ ଦବୋ। ଆମ୍ଭେ ଇଶ୍ରାୟେଲବାସୀଙ୍କୁ ସମଗ୍ର ଦେଶଗୁଡିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା। ଏହା ଗ୍ଭଲୁଣି ରେ ଅଟା ଚଲାଇଲା ପରି ହବେ। ଫସଲର ଏକ କଣିକା ଧରିତ୍ରୀ ଉପ ରେ ପଡିବ ନାହିଁ। ଯାକୁବଙ୍କର ପରିବାର ସହେିପରି ଭାବରେ ସବୋ କରିବେ।
କିନ୍ତୁ ଯାକୁବର ଅବଶିଷ୍ଟାଂଶ, ବହୁ ଜାତି ମଧିଅରେ ସଦାପ୍ରଭୁଙ୍କର ସକାଳର କାକରପରି ବିକ୍ଷିପ୍ତ ହବେେ, ଏବଂ କବେେ ମନୁଷ୍ଯ ମାନଙ୍କ ଉପ ରେ ନିର୍ଭରଶୀଳ ହବେେ ନାହିଁ। ଆଉ ମଧ୍ଯ ସମାନେେ ତୃଣ ଉପ ରେ ବୃଷ୍ଟି ସଦୃଶ ହବେେ ଏବଂ ମନୁଷ୍ଯମାନଙ୍କ ଉପ ରେ ଭରସା ରଖିବେ ନାହିଁ।
ପିତର ସମାନଙ୍କେୁ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭମାନଙ୍କ ମଧ୍ଯରୁ ପ୍ରେତ୍ୟକକଙ୍କୁ ନିଜ ପାପ କ୍ଷମା ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ବାପ୍ତିସ୍ମ ନବୋକୁ ପଡ଼ିବ। ତବେେ ତୁମ୍ଭମାନେେ ପବିତ୍ରଆତ୍ମାର ଦାନ ପାଇବ।
ତୁମ୍ଭମାନେେ ସହେି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ବର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭମାନେେ ମଧ୍ଯ ତା'ର ଉତ୍ତରାଧିକାରୀ। ସେ ଅବ୍ରାହାମଙ୍କୁ କହିଥିଲେ, 'ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ବାରା ଜଗତ ରେ ସବୁ ଲୋକ ଆଶୀର୍ବାଦ ପାଇବେ।'
ସ୍ତିଫାନଙ୍କ ମୃତ୍ଯୁ ଯେ ଯଥାର୍ଥ, ଏହା ଶାଉଲ ସମର୍ଥନ କରିଥିଲେ।
ଯେଉଁମାନେ ଛିନ୍ନ ଭିନ୍ନ ହାଇଯୋଇଥିଲେ, ସହେି ଲୋକମାନେ ଚ଼ାରିଆଡ଼େ ଯାଇ ସୁସମାଚ଼ାର କହିଲେ।
ସ୍ତିଫାନ ମୃତ ହବୋପରେ ଯେଉଁ ତାଡ଼ନା ଘଟିଲା, ସେଥିପାଇଁ ବିଶ୍ବାସୀମାନେ ଚ଼ାରିଆଡ଼େ ଛିନ୍ନଭିନ୍ନ ହାଇଗେଲେ। ସମାନଙ୍କେ ମଧ୍ଯରୁ କେତଜେଣ ଫୈନୀକିଆ, କୁପ୍ର ଓ ଆନ୍ତିୟଖିଆକୁ ଗଲେ। ସଠାେରେ ସମାନେେ ୟିହୁଦୀମାନଙ୍କ ବ୍ଯତୀତ ଅନ୍ୟ କାହାରି ନିକଟରେ ସୁସମାଚ଼ାର ପ୍ରଚ଼ାର କଲେ ନାହିଁ।
ଆନ୍ତିୟଖିଆ ମଣ୍ଡଳୀ ରେ କେତକେ ଭବିଷ୍ଯଦ୍ବକ୍ତା ଓ ଶିକ୍ଷକ ଥିଲେ। ସମାନେେ ହେଲେ, ବର୍ଣ୍ଣବ୍ବା,ଶିମିଯୋନ ଏହାକୁ ନିଗର ବୋଲି କୁହାଯାଉଥିଲା, କୁରୀଣୀୟ, ଲୂକିୟ, ମନ ହେମ୍ ୟିଏ େ ହରୋଦ ରାଜାଙ୍କ ସହିତ ବଢ଼ିଥିଲେ ଓ ଶାଉଲ।
ପାଉଲ ଓ ବର୍ଣ୍ଣବ୍ବା ଦୁ ହେଁ ଇକନିୟ ନଗର ରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସଠାେରେ ସମାନେେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ଯ ପ୍ରଚ଼ାର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନକେ ଲୋକ ବିଶ୍ବାସ କଲେ।
ତା' ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସମାନଙ୍କେୁ ନଷ୍ଟ କରିଥିଲା କି। ବରଂ ସମାନଙ୍କେର ଭୁଲ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ବାରା ଯିହୂଦୀମାନଙ୍କ ଭିତ ରେ ଉତ୍ସାହ ଭାବ ଜାଗୃତ ହେଲା।
ତୁମ୍ଭମାନେେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭମାନେେ ଭଲ ଜୀତଗଛ ସହିତ ସଂୟୁକ୍ତ ହାଇେଛ। କିନ୍ତୁ ଏହା ସ୍ବାଭାବିକ। ଅତଏବ, ସହେି ଯିହୂଦୀମାନେ ପ୍ରକୃତ ରେ ନିଜର ବୃକ୍ଷ ସହିତ ପୁନର୍ବାର ସଂୟୁକ୍ତ ହାଇପୋରିବେ।