Home Bibles ☰ Books ଯିରିମିୟ 31:26 · ଓଡ଼ିଆ ବାଇବେଲ
ଯିରିମିୟ 31:26 · ଓଡ଼ିଆ ବାଇବେଲ

ଏହା ଶୁଣିଲା ଉତ୍ତା ରେ, ମୁଁ ସୁଖଦାୟକ ନିଦ୍ରାରୁ ଜାଗ୍ରତ ହାଇେ ଚାରିଆଡ଼କୁ ଚାହିଁଲି।

Cross references

ଗୀତସଂହିତା 17:15

ମୁଁ ନ୍ଯାଯ ପାଇଁ ଏସବୁ ପ୍ରାର୍ଥନା କରୁଛି। ତଣେୁ ମୁଁ ନିଶ୍ଚଯ ତୁମ୍ଭର ମୁଖ ଦର୍ଶନ କରିବି ଓ ହେ ସଦାପ୍ରଭୁ ତୁମ୍ଭକୁ ଦର୍ଶନ କରି ଅତ୍ଯନ୍ତ ତୃପ୍ତ ହବେି।

ଗୀତସଂହିତା 127:2

ତୁମ୍ଭମାନେେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା। କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ ନିଦ୍ରିତ ଅବସ୍ଥାରେ ମଧ୍ଯ ଯତ୍ନ ନିଅନ୍ତି।

ଯିଖରିୟ 4:1

ତା'ପ ରେ ମାେ ସହିତ ଆଳାପ କରୁଥିବା ସହେି ସ୍ବର୍ଗଦୂତ ମାେ ନିକଟକୁ ଫରେିଆସିଲେ ଓ ମାେତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି।

Interlinear

Choose Theme